ଯେତେବେଳେ ନିଜ ଭକ୍ତଙ୍କୁ ଟ୍ରେନ ଅକକ୍ସିଡେଣ୍ଟରୁ ବଞ୍ଚାଇବା ପାଇଁ ଆସିଲେ ସ୍ଵୟଂ Sesa Naga, ତାପରେ ସେଠି ଯାହା ହେଲା, ଦେଖିକି ଉଡିଗଲା ସମସ୍ତଙ୍କ ହୋସ…

ବନ୍ଧୁଗଣ ନାଗଲୋକର ସ୍ବାମୀ ଶେଷ ନାଗ ଯାହାଙ୍କୁ ଅନନ୍ତ ମଧ୍ୟ କୁହାଯାଇଥାଏ । ଭଗବାନ ବିଷ୍ଣୁ ଏହି ସେଶନାଗ ଙ୍କ ଉପରେ ବିଶ୍ରାମ କରିଥାନ୍ତି । ନିଜେ ସେଶନାଗ ସର ବ୍ରହ୍ମାଣ୍ଡ ର ଭାର ନିଜର ମୁଣ୍ଡରେ ଧରିଥାନ୍ତି । ଏବଂ ପୁରା ବିଶ୍ଵର ନିର୍ମାଣ ଏବଂ ବିନାସରେ ତାଙ୍କର ବହୁତ ବଡ ଭୂମିକା ରହିଛି । କଳିଯୁଗରେ ସେସନାଗ ଙ୍କ ଦର୍ଶନ ପାଇବା ଅତି ଦୁର୍ଲଭ ଅଟେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏହି କଳିଯୁଗରେ ହୋଇଥିବା ସେଶନାଗ ଙ୍କ ଚମତ୍କାର ଏବଂ ସତ୍ୟ ଘଟଣା ବିଷୟରେ କହିବୁ ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଚାଲନ୍ତୁ ଜାଣିବା ।

ସେସନାଗ ଙ୍କ ଏହି ଚମତ୍କାରି ଘଟଣା କଲିକତା ର ରୋସଲା ଗ୍ରାମର ଅଟେ । ଯେଉଁଠାରେ ସୋନାକ୍ଷି ନାମର ଜଣେ ମହିଳା ରହୁଥିଲେ । ସୋନାକ୍ଷି ଙ୍କ ବିବାହରେ ଦୀର୍ଘ ୧୨ ବର୍ଷ ପରେ ମଧ୍ୟ ତାଙ୍କର କୌଣସି ଶିଶୁ ଜନ୍ମ ହୋଇନଥିଲା । ଯେଉଁ କାରଣରୁ ସୋନାକ୍ସି ବିଭିନ୍ନ ମନ୍ଦିରରେ ପୂଜା ଅର୍ଚ୍ଚନା ଏବଂ ମାନସିକ କରିଥିଲେ । ଏତେ ତପସ୍ୟା କଲା ପରେ ତାଙ୍କୁ ଗୋଟେ ଶିଶୁ କନ୍ୟା ପ୍ରାପ୍ତି ହେଲା । ସେହି ଶିଶୁ କନ୍ୟାର ନାମ ଶୋଭା ରଖାହେଇଥିଲା । ଯେତେବେଳେ ସୋନକ୍ଷି ର ଝିଅକୁ ଦସ ବର୍ଷ ହୋଇଗଲା ସେତେବେଳେ ସେମାନେ ଠାକୁରଙ୍କ ଦର୍ଶନ ପାଇଁ ମନ୍ଦିର ଯିବେ ବୋଲି ନିର୍ଣ୍ଣୟ ନେଲେ ।

ସୋନାକ୍ଷି ନିଜର ସ୍ବାମୀ ରିସବ ସହିତ ଟ୍ରେନ ରେ ବୈଷ୍ଣୋଦେବୀ ଯାଉଥିଲା । ତାଙ୍କର ଯାତ୍ରା ବହୁତ ଭଲ ରହିଥିଲା । ଦୁହେଁ ସ୍ୱାମୀ ସ୍ତ୍ରୀ ଭଗବାନ ଙ୍କ ନାମ ଜପ କରି କରି ଯାଉଥିଲେ । କିନ୍ତୁ ଅଚାନକ ତାଙ୍କର ଟ୍ରେନ ର ସନ୍ତୁଳନ ବିଗିଡିବାରେ ଲାଗିଲା ଆଊ ଟ୍ରେନ ମଝିରେ ଅଟକିଗଲା । ଯେତେବେଳେ ଟ୍ରେନ ର ଡ଼୍ରାଇଭର ତକଲୁ ଓହ୍ଲେଇ ଦେଖିଲା ସେ ଆଶ୍ଚର୍ଯ୍ୟ ହୋଇଗଲା କାରଣ ସେଠାରେ ଗୋଟେ ସେଶନଗା ଜଗିଥିଲା । ବନ୍ଧୁଗଣ ଆମେ ସମସ୍ତେ ଜାଣିଛନ୍ତି କି କଳିଯୁଗରେ ସେଶନାଗ ଙ୍କ ଦର୍ଶନ ପାଇବା ବହୁତ ଆଶ୍ଚର୍ଯ୍ୟ ଜନକ ଘଟଣା ଅଟେ । ଯାହାଙ୍କୁ ଦେଖିବା ପରେ ସେହି ଟ୍ରେନ ରେ ଥିବା ସମସ୍ତଙ୍କ ଆଖି ଖୋଲା ରହିଗଲା ।

ସେଶନାଗ ସେହିଠାରେ ସେମିତି ଜଗି ବସିଥାନ୍ତି । ଯେତେବେଳେ ବହୁତ ଚେଷ୍ଟା କଲା ପରେ ମଧ୍ୟ ସେଠାରୁ ସେଶନାଗ ଗଲେନି ସେତେବେଳେ ଟ୍ରେନ ଡ଼୍ରାଇଭର ନିଜର ସାହାଯ୍ୟ ବିଭାଗ କର୍ମଚାରୀ ଙ୍କ ସହ ଯୋଗାଯୋଗ କରିଥିଲେ । ଏବଂ ସବୁ ସୂଚନା ଦେଇଥିଲେ । ଏହାପରେ ରେଲୱେ ବିଭାଗ ନିଜର ଗୋଟେ ଟିମ ସେଠାକୁ ପଠାଇଥିଲେ । ଏବଂ ସାଥୀରେ ବନ ବିଭାଗ କର୍ମଚାରୀ ମାନଙ୍କୁ ମଧ୍ୟ ନେଇଥିଲେ ।

ଏହାପରେ ସମସ୍ତେ ସେଶନାଗ ଙ୍କୁ ସେଠାରୁ ଉଠାଇବାକୁ ଚେଷ୍ଟା କରିଥିଲେ । ସେତେବେଳେ ଟ୍ରେନ କର୍ମଚାରୀ ମାନେ ଟ୍ରେନ କୁ ଯାଞ୍ଚ କଲେ ଯେତେବେଳେ ତାଙ୍କୁ ଯାହା ମିଳିଲା ତାହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ସେହି ଟ୍ରେନ ଇଞ୍ଜିନ ରେ ଏମିତି କିଛି ଅସୁବିଧା ହୋଇଥିଲା ଯାହା ଦ୍ଵାରା ଆଊ ଅଳ୍ପ ସମୟ ମଧ୍ୟରେ ଟ୍ରେନ ରେ ନିଆ ଲାଗିଯାଇଥାନ୍ତା । ଯାହା ଦ୍ଵାରା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଇଥାନ୍ତା । ଟ୍ରେନ ଡ଼୍ରାଇଭର ସେଶନାଗ ଙ୍କ ଆଗରେ ମୁଣ୍ଡ ନୁଆଁଇ ଦେଲା ଆଊ ସମସ୍ତଙ୍କୁ କହିଲା କି ଯଦି ଆଊ ସେଶନାଗ ସାମ୍ନାକୁ ଆସିନଥାନ୍ତେ ତେବେ ଆଜି ଆମର ଜୀବନ ଚାଲିଯାଇଥାନ୍ତା ।

ଏହା ପରେ ସମସ୍ତେ ଭଗବାନ ସେଶନାଗ ଙ୍କୁ ମୁଣ୍ଡିଆ ମାରିଲେ ଏବଂ ରେଲୱେ ଟିମ ସବୁ ଯାତ୍ରୀ ଏବଂ ଟ୍ରେନ କୁ ସୁରକ୍ଷିତ ଭାବେ ବୈଷ୍ଣଦେବି ଙ୍କ କଟର ଷ୍ଟେସନ ରେ ପହଞ୍ଚାଇଦେଲେ । ସମସ୍ତେ ସେଠାରେ ପହଞ୍ଚି ସେଶନାଗ ଙ୍କୁ ଆଊ ଥରେ ସ୍ମରଣ କଲେ । ଆଊ ସୋନାକ୍ଷି ଭଗବାନ ଙ୍କୁ ଧନ୍ୟବାଦ ଜଣାଇଲା କାରଣ ଏତେ ବର୍ଷ ପରେ ତାକୁ ଛୁଆ ଜନ୍ମ ହେଲା ଆଊ ଯଦି ଏମିତି ଦୁର୍ଘଟଣା ହୋଇଥାନ୍ତା ତେବେ ସେମାନେ କଣ କରିଥାନ୍ତେ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *