Jyotish Shastra- ଗଙ୍ଗା ପରି ପବିତ୍ର ହୋଇଥାନ୍ତି ଏହି 4 ନାମର ଝିଅ

ପ୍ରେମ,ବିଶ୍ୱାସ ଏବଂ ସମ୍ମାନ ଏହି ତିନୋଟି ଜିନିଷ ଉପରେ ପତି ପତ୍ନୀ ଙ୍କ ଜୀ-ବ-ନ ନିର୍ଭର କରିଥାଏ । ଯଦି କୌଣସି କାରଣ ବଶତଃ ଏହି ୩ ଟି ମଧ୍ୟରୁ ଗୋଟିଏ ର ଅଭାବ ହୋଇଥାଏ ତେବେ ସମ୍ପର୍କରେ ଫା-ଟ ସୃଷ୍ଟି ହୋଇଥାଏ । ତେଣୁ ସୁଖମୟ ଦା-ମ୍ପ-ତ୍ୟ ଜୀ-ବ-ନ ପାଇଁ ଏହି ୩ ଟି ଜିନିଷ ରହିବ ଅତ୍ୟନ୍ତ ଆବଶ୍ୟକ । ତେଣୁ ଜୀ-ବ-ନ ସାଥିଙ୍କ ଖୁସିରେ ରଖିବା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାରର ଉପାୟ କରିଥାନ୍ତି ।

ଆଜି ଆମେ ଆପଣଙ୍କୁ ଜଣାଇବୁ ଏହି ୪ ଟି ଅକ୍ଷରର ନାମ ଥିବା ଝିଅ ଙ୍କ ବିଷୟରେ ଯେଉଁମାନେ ଗଙ୍ଗା ପରି ପ-ବି-ତ୍ର ଏବଂ ନିଜର ଜୀ-ବ-ନ ସାଥିଙ୍କ ଖୁସି କରିବା ସହିତ ତାଙ୍କର ସବୁ ଇଚ୍ଛା କୁ ପୁରଣ କରିଥାନ୍ତି । ତେବେ ଚାଲନ୍ତୁ ଜାଣିବା ।

K:- କେ ଅକ୍ଷର ଥିବା ଝିଅ ନିଜ ଜୀ-ବ-ନ ସାଥିଙ୍କୁ ବହୁତ ଭଲ ପାଇଥାନ୍ତି । ଏହି ଅକ୍ଷରର ଝିଅ ମାନେ ସ୍ୱଚ୍ଛ ମନରେ ନିଜ ଜୀ-ବ-ନ ସାଥିଙ୍କର ସେବା କରିଥାନ୍ତି । ଏବଂ ସାରା ଜୀ-ବ-ନ ସାଥିରେ ରହିଥାନ୍ତି । ଏହି ଝିଅ ମନେ ବହୁତ ସରଳ ହୋଇଥାନ୍ତି ଏବଂ ନିଜ ବୈବାହିକ ଜୀ-ବ-ନରେ କୌଣସି ବା-ଧା ବି-ଘ୍ନ ଆସିବାକୁ ଦିଅନ୍ତି ନାହିଁ ।

D:- ଡି ନାମର ଝିଅମାନେ ନିଜ ସ୍ବାମୀ ଙ୍କ ପ୍ରତି ସେବା ଭାବ ରଖିଥାନ୍ତି । ସ୍ବାମୀ ଙ୍କ ସବୁ କଥାକୁ ସୁଣିଥାନ୍ତି । ଏମାନେ ନିଜ ସ୍ବାମୀଙ୍କର ଏତେ ବି-ଶ୍ଵ-ସ୍ତ ହୋଇଥାନ୍ତି ଯେ ସାରା ଜୀ-ବ-ନ ନିଃ-ସ୍ଵା-ର୍ଥ ସହ ତାଙ୍କର ସେବା କରିଥାନ୍ତି । ଏହି ଝିଅ ମାନେ ନିଜ ସ୍ବାମୀ ଙ୍କ ଉପରେ ବହୁତ ବିଶ୍ବାସ କରିଥାନ୍ତି । ଏବଂ ନିଜ ଜୀ-ବ-ନର ସବୁ କଥା ନିଜ ସ୍ବାମୀ ଙ୍କ ସହିତ ଆଲୋଚନା କରିଥାନ୍ତି । ଏହି ଝିଅମାନେ କିଛି ନିଷ୍ପତି ନେବା ଆଗରୁ ନିଜ ସ୍ବାମୀ ଙ୍କ ନିଷ୍ପତି ଶୁଣିଥାନ୍ତି । ଏହି ଝିଅ ମନେ ନିଜ ସ୍ବାମୀ ଙ୍କୁ ବହୁତ ଭଲ ପାଇଥାନ୍ତି ।

M:- ଏମ ନାମର ଝିଅ ମାନେ ସ୍ୱଚ୍ଛ ହୃଦୟର ହୋଇଥାନ୍ତି । ଏହି ଝିଅ ମନେ ନିଜ ଜୀ-ବ-ନ ସାଥିଙ୍କୁ ନିଜଠୁ ବେଶି ଭଲ ପାଇଥାନ୍ତି । ନିଜ ସ୍ବାମୀ ଙ୍କ ସେବା କରିବା ରେ ଟିକେ ମଧ୍ୟ ହେଳା କରନ୍ତି ନାହିଁ । ନିଜ ସ୍ବାମୀଙ୍କୁ ସବୁ ପ୍ରକାରର ଖୁସି ଦିଅନ୍ତି । ଏହି ଝିଅମାନେ ନିଜ ସ୍ବାମୀ ଙ୍କ ଖୁସିରେ ଖୁସି ହୁଅନ୍ତି । ଏମାନେ ନିଜ ସ୍ବାମୀଙ୍କୁ ଦୁଃଖୀ ଦେଖି ପାରନ୍ତି ନାହିଁ । ଏହି ଝିଅ ମାନେ ଅତ୍ୟନ୍ତ ସୁନ୍ଦର ହୋଇଥାନ୍ତି । ଏବଂ ଏମାନେ ନିଜ ବୈବାହିକ ଜୀ-ବ-ନକୁ ସବୁବେଳେ ଖୁସିରେ ରଖନ୍ତି ।

A:- ଏ ଅକ୍ଷର ଥିବା ଝିଅ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କୁ ସ୍ୱଚ୍ଛ ହୃଦୟର ଜୀ-ବ-ନ ସାଥୀ ମିଳିଥାନ୍ତିି । ଏମାନେ ମଧ୍ୟ ନିଜ ସାଥୀ ଙ୍କ ପ୍ରତି ସଚୋଟ ରହିଥାନ୍ତି । ସାରା ଜୀ-ବ-ନ ନିଜ ସ୍ବାମୀ ଙ୍କ ସେବା କରିଥାନ୍ତି । ତାହା ସହିତ ନିଜ ପରିବାରର ମଧ୍ୟ ଯତ୍ନ ନେଇଥାନ୍ତି । ଏହି ଝିଅ ମାନେ ନିଜ ଜୀ-ବ-ନ ସାଥିଙ୍କୁ ବହୁତ ଭଲ ପାଇଥାନ୍ତି ଏବଂ ତାଙ୍କ ସହିତ ଖୁସିରେ ରୁହନ୍ତି । ତେବେ ଆପଣଙ୍କ ନାମର ପ୍ରଥମ ଅକ୍ଷର ଆମକୁ କମ୍ମେନ୍ଟ ରେ ଲେଖି ଜଣାନ୍ତୁ । ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *