ଭୁବନେଶ୍ଵରରେ ଯେତେବେଳେ ପୋଲିସ ଠାରୁ ଭକ୍ତକୁ ବଞ୍ଚାଇବାକୁ ହନୁମାନ ନିଜେ ମାଙ୍କଡ ବେଶରେ ଆସିଲେ, ତା ପରେ ଯାହା ହେଲା ବିଶ୍ଵାସ କରି ପାରିବେ ନାହିଁ…

 ଭକ୍ତ ଓ ଭଗବାନଙ୍କ ର ସମ୍ପର୍କ ନିଆରା ଅଟେ । ଭକ୍ତ ଯଦି ନିସ୍ଵାର୍ଥ ମନରେ ନିଜର ପ୍ରଭୁ ଙ୍କୁ ଆରାଧନା କରିଥାଏ ତେବେ ଭଗବାନ ନିଶ୍ଚୟ ନିଜ ଭକ୍ତର ସାହାର୍ଯ୍ୟ କରିଥାନ୍ତି । ତେବେ ହନୁମାନ ଜି ନିଜେ ଜଣେ ବହୁତ ଶ୍ରଦ୍ଧାଳୁ  ଭକ୍ତ ଅଟନ୍ତି ସେ ନିଜର ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଙ୍କୁ ବହୁତ ଭଲ ପାଇଥାନ୍ତି । ତେବେ ସେ ଯେପରି ଏକ ଭଲ ଭକ୍ତ ସେହିଭଳି ଭଲ ପ୍ରଭୁ ମଧ୍ୟ ଅଟନ୍ତି । ସେ ନିଜର ଭକ୍ତଙ୍କ ର ଆକୁଳ ବିନତି ଓ ଭକ୍ତି ରେ ବହୁତ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି । ସେ ନିଜର ଭକ୍ତ ର ସବୁ ସମସ୍ଯା ଦୂର କରିଥାନ୍ତି । ନିଜ ଭକ୍ତଙ୍କର ଦୁଖ କଷ୍ଟ ଦେଖି ପାରନ୍ତି ନାହିନ ।

ତାଙ୍କ ଭକ୍ତଙ୍କୁ ଯଦି କେହି ଦୁଖ କେଏସଟି ଦେଇଥାଏ ତେବେ ତାହାର ବେଳା ଖରାପ କରିଥାନ୍ତି ପ୍ରଭୁ ବଜରଙ୍ଗ ବାଲି । ତେବେ ଏହିପରି ଏକ ସତ୍ୟ ଘଟନା ଲୋକ ଲୋଚନକୁ ଆସି ଅଛି । ତେବେ ଏହି ଘଟନା ଟି ହରିୟଣା ର ଏକ ଭକ୍ତ ଙ୍କର ଅଟେ ।   ଭକ୍ତ ଓ ଭଗବାନ ଙ୍କର ନିସୱର୍ଥ ପ୍ରେମ ର ବିରଳ କାହାଣୀ ଆମେ ଆପଣଙ୍କୁ କହିବୁ ।

ତେବେ ଭୁବନେଶ୍ବର ର ଜଣେ ବାସିନ୍ଦା ସତେଶ ଦାସ । ସେ ହନୁମାନ ଜି ଙ୍କର ବହୁତ ବଡ ଭକ୍ତ । ସେ ପ୍ରତିଦିନ ହନୁମାନ ଜି ଙ୍କ ନିକଟରେ ଚୁରମା ଭୋଗ କରିଥାନ୍ତି । ସେ ହନୁମାନ ଯୀଙ୍କୁ ହୃଦୟରୁ ପୂଜା କରନ୍ତି । ତେବେ ସେ ଦିନେ ଭୁବନେଶ୍ବର ରେ ଥିବା ବାଲାଜୀ ଙ୍କୁ ଦର୍ଶନ କରିବା ପାଇଁ ଯାଉଥିଲେ ।

ଭୁବନେଶ୍ବର ର ବାଇପାସ ରେ  ତାଙ୍କୁ କିଛି ପୋଲିସ ଗାଡି ଅଟକେଇବା ପାଇଁ ନିର୍ଦ୍ଧେଶ ଦେଲେ । ସତିଶ ଗାଡି ଅଟକାଇଲେ । ଏହାପରେ ତାଙ୍କୁ ପୋଲିସ କର୍ମଚାରି ତାଙ୍କୁ ଗାଡିର କାଗଜ ମାଗିଲେ । ସତିଶ ଦେବା ପରେ ପୋଲିସ କର୍ମଚାରୀ ତାଙ୍କୁ ହଇରାଣ କଲେ । ତାଙ୍କୁ ପଇସା ମାଗିଲେ । ସତୀଶ ନ ଦେବାରୁ ତାଙ୍କୁ ଥାନାକୁ ଯିବାକୁ ଧମକ ଦେଲେ ।

ଏହା ପରେ ହଠାତ କିଛି ବାନର ସେନା ସେଟାକୁ ଆସି ସେହି ପୋଲିସ ଲୋକଙ୍କୁ  ଗୋଡାଇଲେ । ବାନରଏନକେ ଏପରି କ୍ରୋଧ କେହି କେବେବି ଦେଖି ନଥିବେ । ଏହା ବହୁତ ଭୟାନକ ଥିଲା । ପୋଲିସ କର୍ମଚାରୀଙ୍କ ଜୀବନ ବଞ୍ଚାଇବା ପାଇଁ ସତୀଶ ତାଙ୍କୁ ନିଜ ଗାଡିରେ ଆଶ୍ରୟ ଦେଲେ ।

ଏହା ପରେ ପୋଲିସ ମାନେ ସତିଶଙ୍କୁ ଯିବା ପାଇଁ ଅନୁମତି ଦେବାରୁ ସେହି ବାନର ସେନା ହଠାତ କୁଆଡେ ଉଭାନ ହୋଇ ଗଲେ । ଏହି କାହାଣୀ ଯେତେବେଳେ ସତିଶ ମନ୍ଦିରର  ପୂଜକଙ୍କୁ କହିଲେ । ଏହା ଶୁଣି ପୂଜକ କହିଲେ ସେହି ବାନର ଆଉ କେହି ନୁହେ ସ୍ଵୟଂ ହନୁମାନ ଜି ଥିଲେ । ହନୁମାନ ଜି ନିଜ ଭକ୍ତଙ୍କୁ ସାହାର୍ଯ୍ୟ କରିବାକୁ କୌଣସି ସ୍ଥାନରେ କୌଣସି ବେସ ରେ ମଧ୍ୟ ପହଞ୍ଚି ଯାଇଥାନ୍ତି । ତେବେ ବନ୍ଧୁଗଣ ପ୍ରଭୁ ହନୁମାନ ଙ୍କ କୃପା ଲାଭ କରିବା ପାଇଁ  କମେଣ୍ଟ ରେ ଲେଖନ୍ତୁ ଜୟ ହନୁମାନ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।  

Leave a Reply

Your email address will not be published. Required fields are marked *