Vastu Tips- ବାସ୍ତୁଶାସ୍ତ୍ର ରେ ଶିଡିଘର, କେଉଁ ଦିଗକୁ ଥିଲେ ଘରର ମୁରବୀ କୁ କ୍ଷତି ନିଶ୍ଚୟ ଜାଣି ରଖନ୍ତୁ

ପ୍ରତେକ ମଣିଷ ରହିବା ପାଇଁ ଏକ ସ୍ଥାୟୀ ବାସ ସ୍ଥାନ ଖୋଜିଥାଏ । ତେଣୁ ସବୁ ମଣିଷ ଘର କରି ବସ ବାସ କରିଥାଏ । ତେବେ ପର୍ଟେକ ମଣିଷ ଚାହେଁ ଏକ ସୁନ୍ଦର ଘର କରିବାକୁ । ଯେଉଁ ଘରେ ଶାନ୍ତି ସୁଖ ଆଦି ରହିବ । ତେବେ ଘର କରିବା ଅନେକ ଲୋକଙ୍କର ସ୍ଵପ୍ନ ମଧ୍ୟ ରହିଥାଏ । ତେବେ ଯଦି ଆପଣ ବାସ୍ତୁ ଅନୁସାରେ ଘର ନ କରନ୍ତି ତେବେ ଆପଣଙ୍କ ଘରେ ବହୁତ ସମ୍ସ୍ଯ୍ଯା ଲାଗି ରହିବ । ଘରେ କ୍ଲେଶ , ନ୍କାରତ୍ମକ ଊର୍ଜା , ଦୁଖ ଆଦି ଲାଗି ରହିବ । ତେଣୁ ଘରର ପ୍ରତେକ କକ୍ଷ ବାସ୍ତୁ ଅନୁସରେ କରିବା ଉଚିତ ।

ତେବେ ସେହି ଭଳି ଘର ର ସିଢି ଓ ସିଢି ଘର ପାଇଁ ମଧ୍ୟ କିଛି ନିୟମ ବାସ୍ତୁ ଶାସ୍ତ୍ର ରେ ରହି ଅଛି । ଯାହାକୁ ଯଦି ଆପଣ ନ ମାନିବେ ତେବେ ଆପଣଙ୍କୁ ବିଭିନ୍ନ କଷ୍ଟ ସହିବାକୁ ପଡିବ । ତେବେ ଘରେ ସିଢି ଘର କିପରି କରିବା ଉଚିତ ତାହା ଆମେ ଆପଣଙ୍କୁ କହିବା । ସିଢି ଘର ଗୃହର ଦକ୍ଷିଣ- ପଶ୍ଚିମ ଦିଗ ବା ନଇରାତ କୋଣ , ଦକ୍ଷିଣ ବା ପଶ୍ଚିମ କ୍ରାଯାଇପାରେ ।

ଦକ୍ଷିଣ ପଶ୍ଚିମ ଦିଗ ବା ନୈରତ କୋଣରେ କରାଗଲେ ସବୁ ଦୃଷ୍ଟିରୁ ଭଲ ଅଟେ । ସିଢି ଘର ଯଦି ଉତ୍ତର – ପୂର୍ବ ବା ଏଐଶାନ୍ୟ କୋଣରେ ହୁଏ ତେବେ ଏହା ପରିବାରକୁ ମହାକ୍ଷତି ପ୍ରଦାନ କରିଥାଏ । ପ୍ରବଳ ଧନ ହାନି ଏବଂ ଦୁଷ୍କିନ୍ତା ବଢାଇଥାଏ । ଏପରି ଘରେ ବେପାର ବାଣିଜ୍ୟ କଲେ ସର୍ବସ୍ଵ କ୍ଷତି ହୋଇଥାଏ ।

ଘର ର ସିଢି ପୂର୍ବରୁ ପଶ୍ଚିମକୁ କିମ୍ବା ଉତ୍ତର ରୁ ଦକ୍ଷିଣ କୁ ଉଠୁଥିବା ଉଚିତ । ଯଦି ସିଢି କୁ ସିଧା କରାଯାଇ ନ ପାରେ , ଏଥିପାଇଁ ସ୍ଥାନ କମ ଥାଏ । ସିଢି କୁ ମୋଡ କରିବାକୁ ପଡେ । ତେବେ ସିଢି କୁ ଦକ୍ଷିଣ କୁ ମୋଡ କଲେ ଭଲ ଅଟେ । ସିଢି କୁ ଗୋଲାକାର କରିବା ଉଚିତ ନୁହେ ।

ସିଦଢି ର ପ୍ରଥମ ପାହାଚ ଗୋଲାକାର କରିବା ଉଚିତ ନୁହେ । ସିଢି ର ମୋଟ ପାହାଚ ସଂଖ୍ଯାକୁ ୩ ଦ୍ଵାରା ଭାଗ କାଲେ ଭଗ୍ନାଂଶ ୨ ରହିଲେ ଭଲ । ଶୁନ ରହିଲେ ଖରାପ । ପାହାଚ ସଂଖ୍ୟା ୨ ଦ୍ଵାରା ବିଭାଜ୍ୟ ନ ହେବା ଉଚିତ । ୧୦ ,୨୦, ୩୦ ଆଦି ଶୂନ ଥିବା ସଂଖ୍ୟା ଭଲ ନୁହେ ।

୧୧ , ୧୩ , ୩୩ ଆଦି ଭଲ ଅଟେ । ସିଢି ଘର ତଳେ ରୋଷେଇ ଘର , ପାଇଖନା ଘର , ଠାକୁର ଘର କରିବା ଉଚିତ ନୁହେ । ସିଢି ର ପାହାଚରେ ଫାଟ ଥିଲେ ଏହାକୁ ଜଲ୍ଦି ମରାମତି କରିବା ଉଚିତ । ଏହା ଭଲ ନୁହେ ।  ସିଢି ରେ ଯଦି ଦୁଇ ଟି କବାଟ ଥାଏ ତେବେ ଉପର କବାଟ ଠାରୁ ତଳ କବାଟ ଛୋଟ ରହିବା  ଉଚିତ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ । 

Leave a Reply

Your email address will not be published. Required fields are marked *