ବିବାହ ଆଗରୁ ଝିଅକୁ ନିଶ୍ଚୟ ପଚାରି ନିଅନ୍ତୁ ଏହି 5ଟି ପ୍ରଶ୍ନ- Chanakya Niti

ବାହାଘର ନିଜ ଜୀବନର ଏହି ବଳି ଏକ ନଗ ଥାଏ ଯାହା ଆମକୁ ସାରା ଜୀବନ ଏକ ଅଜଣା ଲୋକ ସହ ବାନ୍ଧି କରି ରାଖୀ ଥାଏ । କୁହାଯାଏ କି ଅଜଣା ହୋଇକି ମଧ୍ୟ ପରସ୍ପର ପାଇ ଏମାନେ ବହୁତ କିଛି କରିଥାନ୍ତି ଏହାକୁ ନେଇକି ଆମ ଶାସ୍ତ୍ର ରେ ଅନେକ ପ୍ରକାର ଆମ ଶାସ୍ତ୍ର ମାନରେ ଅଛି । ଏହା ପାଇଁ ପରସାପର ଙ୍କୁ ବହୁତ କମ ସମୟ ମିଳି ଥାଏ ଯାହା ଦ୍ଵାରା ସେମାନେ ବହୁତ କଥା ଚିନ୍ତା କରିଥାନ୍ତି ।

ଆଜି ଆମେ ଅକ୍ଷୀବ ଆକି ଏହି ଭଳି ପ୍ରତହମ ଦେଖାରେ କଣ ପଚାରିବ ଏକ ଝିଅ ଭାବୁ ଥାଏ ଯାହା ଦ୍ଵାରା ସେ ନିଜ ଜୀବନ ସାଥି କୁ ବାଛି ପାରିବ । କାରଣ ଏକ ଭୁଲ ଜୀବନ ସାଥି ଆପଣଙ୍କ ଜୀବନକୁ ଖରାପ କରି ଦେଇ ପାରିବ । ଆଜି ଆମେ ଆପଣଙ୍କୁ ସେହି କଥା କହିବା କି ସେ କେଉଁ ଭଳି ପ୍ରଶ୍ନ ପଚାରିବ ଏକ ପୁଅ ଝିଅ କୁ ।

ତେବେ ସେ ପ୍ରଥମ ପ୍ରଶ୍ନ ପଚାରିବା କଥା ଆକି ସେ ବିବାହ ପାଇଁ ଏବେ ପ୍ରସ୍ତୁତ ହୋଇଛି କି ସେ ନିଜ ଇଚ୍ଛାରେ ବିବାହ କରୁଛି କି । ଏହା ଦ୍ଵାରା ଆପଣ ତା କଥା କହିବା ତାରିକା ରୁ ଜାଣି ପାରିବେ କି ସେ ଏହା ପାଇଁ ପ୍ରସ୍ତୁତ ଅଛି କି ନାଇ ଯଦି ଆପଣ ଏହା ନ ପଚାରୁ ଛନ୍ତି ତେବେ ଏହା ଆଗକୁ ଯାଇକି ଉଭୟଙ୍କ ପାଇଁ ସମସ୍ଯା ଆରମ୍ଭ କରିଦେବ ।

ଏହା ସହ ଯଦି ବିବାହ ରେ କାହାର ଭି ମନ ନାଇ ଏହା ନୂଆ ଯିବନକୁ ଏକ ଖରାପ ଜୀବନରେ ପରିଣତ କରିଦେବ । ଏହା ଲାମ୍ବା ସମୟ ଯାଏ ଚାଲିଆବ ନି । ଅପାନ ଯଦି ବିବାହ ପାଇଁ ଝିଅ କୁ ବାଛିବା ପାଇଁ ଯାଉଛନ୍ତି । ତେବେ ଏହା ମଧ୍ୟ ପଚାରିବା ନିହାତି ଭାବେ ଜାଣିବା ଦରକାର କି ସେ କେଉଁ ଭଳି ଜୀବନ ସାଥି ପାଇବା ପାଇଁ ଇଛାକୁ କରୁଛନ୍ତି ।

ସେ ଧନୀ ପୁଅ ଚାହୁଁ ଛନ୍ତି କିମ୍ବା ସାଧାରଣ ଲୋକ ଚାହୁଁ ଛନ୍ତି । ଏହା ସହ ଏହା ମଧ୍ୟ ଆପଣଙ୍କ ଧର୍ମ ଅଟେ । ଏହା ସହ ଏହା ମଧ୍ୟ ଜାଣିବା ନିହାତି ଭାବେ ଦରକାର କି ସେହି ମହିଳା ଯାହାକୁ ଆପଣ ନିଜ ଜୀବନ ସାଥି ପାଇଁ ଦେଖିବା ପାଇଁ ଯାଇଛନ୍ତି ସେ କେଉଁ ଭଳି ଭୋଜନ କରିବା ପାଇଁ ଭଲ ପାଇଥାଏ ।

ସେ କେଉନଭଳି ଖାଦ୍ଯ ଖାଇ ଥାଏ । ସେ ମାଂସହାରୀ ଭୋଜନ ଭଲ ପାଇ ଥାଏ କି ସାଧା । ଏହା ସହ ଆପଣ ତାର ମନର ସବୁ କଥା ଜାଣିବା ପାଇଁ ଚେଷ୍ଟା କରିବା ନିହାତି ଭାବେ ଦରକାର । ଆପଣ ଯଦି ଖାଇବା ବେଳେ ଯେଉଁ ଭଳି ଆପଣ ଆଉ କିଛି ଭାବି ନପାଇ ପାରନ୍ତୁ ।

ଆପଣ କେଉଁ ଭଳି ଜୀବନ ଦେଇ ପାରିବେ ଏହା ସହ ସେ କେଉଁ ଭଳି ଜୀବନ ପସନ୍ଦ ଜାଣିବା ଅନିହାତି ଭାବେ ଦରକାର । ଆପଣ ସେହି ମହିଳା କୁ ନେଇକି ନିଜ କ୍ଯାରିୟର ରେ ସେ କଣ କରିବା ପାଇଁ ଚାହିଞ୍ଛି । କାରଣ ସେ କେଉଁ ଭଳି ଜୀବନ କୁ ଅଧିକା ଭଲ ପାଇ ବିବାହ ଜୀବନ କିମ୍ବା ଚାକିରି ଜୀବନ । ଏହା ଜାଣିବା ପରେ ଆପଣ ବିବାହ କରିବେ କି ନାଇ ଜାଣିବା କଥା ।

Leave a Reply

Your email address will not be published. Required fields are marked *