କଚ୍ଚା ବାଦାମ ପରେ ଏବେ ଭାଇରାଲ ହେଉଛି ନୂଆ ମଜାଦାର ଗୀତ ଲେମ୍ବୁ ପାଣି, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଶୁଣିଥିବେ ବା ଦୁଖିବେ ଗତ କିଛି ଦିନ ତଳେ କାଚ୍ଚା ବାଦାମ ଗୀତ ଟି ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହୋଇଥିଲା । ଯାହାକୁ ଦର୍ଶକେ ବହୁତ ପସନ୍ଦ କରିଥିଲେ । ଏହି ଗୀତ ଟି ଏବ ବି ଚର୍ଚ୍ଚା ରେ ରହିଛି । ତେବେ କାଚ୍ଚା ବାଦାମ ଭଳି ବର୍ତ୍ତମାନ ସୋସିଆଲ ମିଡିଆରେ ଲେମ୍ବୁ ପଣି ଗୀତ ଭାଇରାଲ ହେବାରେ ଲାଗିଛି । ଗ୍ରାହକ ଙ୍କୁ ଆକୃଷ୍ଟ କରିବା ଲାଗି ଅନେକ ସମୟରେ ଦୋକାନି ମାନେ ଭିନ୍ନ ଭିନ୍ନ କୌଶଳ ଆପଣେଇଥାନ୍ତି । ଯାହା ଦ୍ଵାରା ଗ୍ରାହକ ମାନେ ଦୋକାନୀ ଆଦାକୁ ଆଗ୍ରହ ହୋଇ ଆସିଥାନ୍ତି ।

ଠିକ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଲେମ୍ବୁ ଦୋକାନୀ ଜଣକ ଏପରି ଢଙ୍ଗରେ ଲେମ୍ବୁ ପାଣି ବିକ୍ରି କରୁଛନ୍ତି ଯାହାକୁ ଦେଖିଲେ ଆପଣ ଚାହିଁ ରହିବେ । ଏହି ଭିଡିଓ ରେ ଦୋକାନୀ ଜଣକ ଲେମ୍ବୁ ପାଣି ବିକ୍ରି କରିବା ପାଇଁ ଏମିତି ଶୁଣ୍ଡା ଢଙ ରେ ଗୀତ ଗାଉଛନ୍ତି ଯାହା ଖୁବ ମଜାଦାର ହୋଇଛି । ଏହି ଗୀତ ବୁଝିବା ଆପଣଙ୍କ ପାଇଁ ସହଜ ହେବ ନାହି ।

ଏହି ଭିଡିଓ କୁ ଗୌରବ ସାଗର ନାମକ ଜଣେ ବ୍ୟକ୍ତି ନିଜର ଇଂଷ୍ଟାଗ୍ରାମ ରେ ପୋଷ୍ଟ କରିଛନ୍ତି । ତେବେ ଭୁବନ ବାଦ୍ୟକର ଙ୍କ କାଚ୍ଚା ବାଦାମ ଗୀତ ପରେ ଏବେ ଲେମ୍ବୁ ପାଣି ର ଭିଡିଓ ସମସ୍ତଙ୍କର ଦ୍ରୁଷ୍ଟି ଆକର୍ଷଣ କରିଛି । ତେବେ ଭିଡିଓ ଟି କେଉଁ ସ୍ଥାନର ତାହାର ସ୍ପଷ୍ଟ ସୂଚନା ମିଳି ନାହାଇ ।

ତେବେ ଦୋକାନୀ ଜଣକ ଲେମ୍ବୁ ରେ ସୋଡା ମିଶାଇ ଲେମ୍ବୁ ପାଣି ତିଆରି କରୁଛତି । ଏହି ଗ୍ରୀଷ୍ମ ଦିନରେ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ସବୁ ଫାଇଦା ହେବ ତାହା କହୁଛନ୍ତି । ଏହା ସହ ସେ ତାଙ୍କ ସରବତ ରେ କଣ ସବୁ ମିଶାଉଛନ୍ତି ତାହା ମଧ୍ୟ କହୁ ଥିବାର ନଜର ଆସିଛି ।

ଏଥିରୁ ସ୍ପଷ୍ଟ ହେଉଛି କି ଲେମ୍ବୁ ଗୋଟାକର ମୂଲ୍ୟ ୧୦ ଟଙ୍କା ରହିଛି । ତେଣୁ ଖାଇବା ଥାଳି ଠାରୁ ଆରମ୍ବ କରି ରେଷ୍ଟୁରାଣ୍ଟ ଯାଏଁ ଲେମ୍ବୁ ବ୍ଯବହର କରା ଯାଉଛି । ତେଣୁ ଲେମ୍ବୁ ପାଣି କଥା କିଏ ବା ପଚାରେ । ସେ ଯାହା ବି ହେଉ ଲେମ୍ବୁ ପାଣିର ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ ଜୋର ସୋର ରେ ଭାଇରାଲ ହେବାରେ ଲାଗିଛି ।

ବନ୍ଧୁଗଣ ଆପଣ ମାନଙ୍କର ଲେମ୍ବୁ ପାଣି ଟି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *