ବାଛନ୍ତୁ ଗୋଟିଏ ଚିତ୍ର ଏବଂ ଜାଣନ୍ତୁ ନବରାତ୍ରି 2023 ରେ ଭଗବାନ ଆପଣଙ୍କୁ କେଉଁ ଖୁସି ଖବର ଦେବାକୁ ଯାଉଛନ୍ତି ? ( Personality Test )

ବନ୍ଧୁଗଣ ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ମାର୍ଚ୍ଚ 22ରୁ 30 ତାରିଖ ରେ ପଡିବାକୁ ଯାଉଛି ଚୈତ୍ର ନବରାତ୍ରି । ଏହି 9 ଦିନରେ ମା ଦୂର୍ଗାଙ୍କର ଉପାସନା କରାଯାଇଥାଏ । ନବରାତ୍ରିରେ 9 ଦିନ ଲଗାତାର ମାଙ୍କର ପୂଜା ଚାଲିଥାଏ । ବର୍ଷକୁ 4 ଥର ନବରାତ୍ରି ପାଳନ କରାଯାଏ । ଆଉ ସେଥିମଧ୍ୟରୁ ମୁଖ୍ୟ ହୋଇଥାଏ ଚୈତ୍ର ନବରାତ୍ରି ଓ ଶାରଦୀୟ ନବରାତ୍ରି । ଏହି ଥର ନବରାତ୍ରି ମାର୍ଚ୍ଚ 22 ରୁ ଆରମ୍ଭ ହୋଇ ସାରିଛି ଆଉ ମାର୍ଚ୍ଚ 30 ରେ ଶେଷ ହେବ ।

ତେବେ ଏଥର ନବରାତ୍ରି ରେ ଆପଣଙ୍କୁ କେଉଁ ଖୁସି ଖବର ମିଳିବାକୁ ଯାଉଛି ତାହା ଆପଣ 4ଟି ନମ୍ବର ମଧ୍ୟରୁ କୌଣସି ଗୋଟେ ବାଛି ଜାଣିପାରିବେ । 1- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ପାଇଁ ବହୁତ ପଜେଟିଭ ପାୱାର ଫୁଲ ଏନର୍ଜି ରହିଛି । ଆପଣଙ୍କ ଲାଇଫରେ ବଡ ପରିବର୍ତ୍ତନ ଆସୁଛି । ଏହି ପରିବର୍ତ୍ତନ ଆପଣଙ୍କ ଜୀବନକୁ ବଦଳାଇ ଦେବ ।

ଆପଣଙ୍କ ଉପରେ ଈଶ୍ବରଙ୍କ କୃପା ରହିଛି । ଆପଣ ଏ ଯାଏଁ ଅନୁଭବ କରିସାରିଛନ୍ତି କି ଆପଣଙ୍କ ନିକଟରେ କେହି ନା କେହି ଅଛି । ଆପଣଙ୍କର କିଛି କାମ ବିଗିଡିବ ନାହି । ଯାହା ବି ପରିବର୍ତ୍ତନ ହେବ ତାହା ପରମାନେଣ୍ଟ ହେବ ଯାହା ଆଗାମୀ ସମୟରେ ଦେଖାଯିବ ।

2- ଦ୍ଵିତୀୟ ନମ୍ବର : ଆପଣ ଦ୍ଵିତୀୟ ନମ୍ବର ଚୟନ କରିଥିଲେ ନବରାତ୍ରି ରେ ମା ଦୂର୍ଗାଙ୍କ କୃପାରୁ ଆପଣଙ୍କ ପାଇଁ ସମୟ ଖାସ ରହିବ । ଯେଉଁ ମାନେ ବ୍ୟାପାରରେ ଅଛନ୍ତି ବା ପାର୍ଟନରସିପ କରୁଛନ୍ତି ସେମାନଙ୍କ ପାଇଁ ବହୁତ ଭଲ ସମୟ ଅଛି । ଆପଣଙ୍କୁ ଇନକମରେ ଫାଇଦା ମିଳିବ । ଆପଣ ଏକତ୍ର ହୋଇ କାମ କରିଲେ ନିଶ୍ଚୟ ବଡ ଲାଭ ପାଇବେ । ଆପଣ ଏହାକୁ ଧ୍ୟାନରେ ରଖନ୍ତୁ । ପଇସାର ବହୁତ ଅଧିକ ଫାଇଦା ମିଳିବ । ଯେତେ ଅଧିକ କାମ କରିବେ ସେତେ ଉନ୍ନତି ହେବ ।

3- ତୃତୀୟ ନମ୍ବର : ଏହି ନବରାତ୍ରି ରେ ଆପଣଙ୍କୁ ସଫଳତା ମିଳିବାକୁ ଯାଉଛି । ନବରାତ୍ରି ପରେ ସମୟ ବହୁତ ଭଲା ଅଛି । ଚାକିରି, ବ୍ୟାପାରରେ ଉନ୍ନତି ହେବ । ଆପଣ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ସଫଳ ହେବେ । ଆପଣଙ୍କୁ ଭଲ ପରିଣାମ ମିଳିବ । ପରୀକ୍ଷା ରେ ବହୁତ ଭଲ ନମ୍ବର ଓ ପୋଜିଶନ ପାଇବେ । ଆପଣଙ୍କୁ ଚାକିରିରେ ବହୁତ ଉନ୍ନତି ଦେଖିବାକୁ ମିଳିବ ।

4- ଚତୁର୍ଥ ନମ୍ବର : ଆପଣ ଯଦି ଚତୁର୍ଥ ନମ୍ବର ବାଛିଛନ୍ତି ତେବେ ତେବେ ଆପଣ ଅନେକ ଦିନରୁ ବହୁତ ଚିନ୍ତା ରେ ରହୁଛନ୍ତି । ଆପଣଙ୍କ ଜୀବନରେ ବହୁତ ଖରାପ ହୋଇ ସାରିଛି । କିନ୍ତୁ ଏହି ନବରାତ୍ରି ଆପଣଙ୍କ ଜୀବନରେ ଖୁସି ନେଇକି ଆସୁଛି । ଆପଣଙ୍କ ଲାଇଫରେ ନୂଆ ଚାନ୍ସ ଆସୁଛି । ଆପଣଙ୍କ ଜୀବନରେ ଏମିତି କିଛି ହେବ ଯାହାର କଳ୍ପନା କେବେ କରି ନ ଥିବେ । ଆପଣଙ୍କୁ ବଡ ଖୁସି ଖବର ମିଳିବାକୁ ଯାଉଛି ।

Leave a Reply

Your email address will not be published. Required fields are marked *