ଡାଇବେଟିସ ପାଇଁ ଘରୋଇ ଉପଚାର, ବାସ 1 ମାସ ପର୍ଯ୍ୟନ୍ତ କରନ୍ତୁ ଏହି ପତ୍ରର ସେବନ, କଣ୍ଟ୍ରୋଲ ହେବ ଡାଇବେଟିସ- Health Tips

ଆଜି ଆମେ ଆପଣଙ୍କ ପାଇଁ ଏକ ଚମତ୍କାରୀ ଉପାୟ ନାମ ଆଣିଛୁ ଏହି ଭଳି ଧାରଣା ଅଛି କି ଡାଇବେଟିସ ଅଧିକ ବଡ ଥିବା କିମ୍ବା ବୟସ୍କ ଲୋକଙ୍କୁ ହୋଇ ଥାଏ ମାତ୍ର ଏବେ ଆମେ ଯଦି ଦେଖିବା ତ ଆମ ଘର ପରିବାରରେ ଏହି ଭଳି କିଛି ଜଣ ଅଛନ୍ତି ଯେଉଁ ମାନେ କମ ବୟଶ ରେ ମଧ୍ୟ ଏହି ବେମାରି ରେ ପଡିଛନ୍ତି । ଆପଣ ଯଦି ଏହାକାଉ ଦେଖିବେ ତ ଆପଣ ଜାଣି ନିଅନ୍ତୁ କି ଆପଣ ଏହି ରୋଗରେ ଆକ୍ରାନ୍ତ ହେଲେ ମଧ୍ୟ ଏହା ମଧ୍ୟରୁ ବାହାରକୁ ବାହାରିବା ପାଇଁ ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ଆପଣଙ୍କ ଉପରେ ଅନେକ ପ୍ରକାର ପାବନ୍ଧି ଲାଗିଯିବ ।

ଏହାର କାରଣ ହେଉଛି କି ଆପଣ ଯଦି ଦେଖି ଥିବେ ତ ଏହା ମଧ୍ୟ ଆପଣ ଜାଣି ରଖନ୍ତୁ କି ଆମ ଶରୀରୀ ରେ ଯେଉଁ ଭଳି ରକ୍ତ ପ୍ରବାହ ହେଉଛି ଏହା ଆମ ପାଇଁ ଏକ ପ୍ରକାର ଭଲ ହୋଇ ଥାଏ ଆପଣ ଯଦି ଏହାକୁ ଦେଖିବେ ର ଆପଣ ମଧ୍ୟ ଜାଣି ପାରିବେ କି ଆମେ ଆମ ଶରୀରର ଯତ୍ନ ନେବା ନିହାତି ଭାବେ ଦରକାର ।

କାରଣ ଡାଇବେଟିସ ହେଲେ ସାଧାରଣ ଭାବେ ଆପଣ ଯାନନୀ ଥିବେ କି ରକ୍ତ ମୋଟା ହୋଇ ଯାଇ ଥାଏ ଏହା ଗରିଷ୍ଠ ହୋଇଯିବା ଦ୍ଵାରା ଅନେକ ପ୍ରକାର ସମସ୍ଯାମାନ ଆରମ୍ଭ ହୋଇ ଥାଏ । ଆଜି ଆମେ କହିବ ପାଇଁ ଯାଉଥିବା ଏକ ଘରୋଇ ଉପଚାର କୁ ଆପଣ ଯଦି ବ୍ୟବହାର ଅକରିବେ ଯଦି ଆପଣଙ୍କ ଡାଇବେଟିସ ଖୁବ ଉଚ୍ଚ ଅଛି ।

ତେବେ ଏହା କଣ୍ଟ୍ରୋଲ ରେ ରହିବ ଓ ଯଦି ଏହା ବାହାରିବା ପାଇଁ ଯାଉଛି ଏହା ମଧ୍ୟ ଅଟକି ଜୀବ । ତେବେ ଆସନ୍ତୁ ଜାଣିବା । ଦେଖନ୍ତୁ ଆମେ ପିଲା ଦିନୁ ପଢିଛେ କି ଗଚ୍ଚ ଆମର ବନ୍ଧୁ ଅଟେ । ତେବେ ଆଜି ଯେଉଁ ପତ୍ର ର ବ୍ୟବହାର ଆମେ ଅକରିବା ଏହା ଆମ ପାଇଁ ଖୁବ ଭଲ ପରିଣାମ ଦେବ ।

ବେଲ ପତ୍ର ଯାହା ଆମେ ଭଗବାନ ମହାଦେବ ଙ୍କୁ ଅର୍ପଣ କରୁଛୁ ତାକୁ ନେବା । ଏହା ମଧ୍ୟରେ ଆଣ୍ଟିବାଇୟତିକ ଗୁଣ ଥାଏ । ଆପଣ ଏହାକୁ ବନାଇବା ପାଇଁ 8 ରୁ 10 ବେଲ ପାତ୍ର କୁ ନେଇକି ଏହାକୁ ରସ କାଢନ୍ତୁ ।

ଏହା ପରେ ଆପଣ ଗୋଲ ମରୀଚ କୁ ନେବେ ଏହା ଆପଣଙ୍କ ରୋଷେଇ ଘରେ ଅତି ସହଜରେ ମିଳିଯିବ । ଆପଣ ଏହା ମଧ୍ୟରେ ଭିଟାମିନ B, ଭିଟାମିନ C, ଭିଟାମିନ D ର ବ୍ୟବହାର କରିବା ଏହା ସହ ଆଣ୍ଟିଆକ୍ସିଡେଣ୍ଟ ଗୁଣ ମଧ୍ୟ ଏହା ମଧ୍ୟରେ ଅଛି ।

ଆପଣ ଏହାକୁ ଗୁଣ୍ଡା କରିକି ବେଲ ପତ୍ର ରସରେ ପକାଇବେ । ଏବେ ଆପଣ ଭଲ ଭାବେ ଏହାକୁ ଗୋଳେଇ ନିଅନ୍ତୁ । ଆପଣ ଏହାକୁ ସକାଳେ ଖାଲି ପେଟରେ କ୍ଷାନ୍ତୁ । ଆପଣ ଏହାକୁ ସବୁ ବେଳେ ଖାଇ ପାରିବେ । ମାତ୍ର ଗର୍ଭବର୍ତ୍ତୀ ମହିଳା ମାନେ ଏହାକୁ କେବେହେଲେ ନେବେ ନି । ଏହା ସେମାନଙ୍କ ପାଇଁ ଭଲ ନୁହେଁ ।

Leave a Reply

Your email address will not be published. Required fields are marked *