ଧନକୁ ଚୁମ୍ବକ ଭଳି ଟାଣି ଥାଏ ଏହି ଗଛ, ଘରର କେଉଁ ବି ସ୍ଥାନରେ ଲାଗିଲେ ବଢିଥାଏ ଧନ

ସବୁ ଲୋକମାନେ ନିଜ ବାଡିରେ ଅନେକ ପ୍ରକାର ଅଛ ଲଗାଇବା ପାଇଁ ଭଲ ପାଇ ଥାନ୍ତି । କୁହାଯାଏ କି ଆଗ କାଳରେ ଲୋକମାନେ ଏହି ଭଳି ସବୁ ଗଛ କୁ ଲଗାଇ ଥାନ୍ତି ନିଜ ବଗିଚା କିମ୍ବା ବାରିରେ । ତେବେ ଆଜି ଆମେ କହିବା କି କେଉଁ ଗଛ କୁ ଆମେ ଆମ ଘରର ସାମନାରେ ରଖିବା ଭଲ ହୋଇ ଥାଏ । ସର୍ବ ପ୍ରଥମେ ଆମେ କହିବା ତୁଳାଷୀ ଗଛ ଆପଣ ଜାଣି ଥିବେ କି ଏହାକୁ ଆମେ ସାଧାରଣ ଭାବେ ଅଗଣାରେ ଲଗାଇ ଥାଉ ଏହାକୁ ଆମେ ଲଗାଇବା ଦ୍ଵାରା ଏହା ଆମକୁ ବହୁତ ଭଲ ପରିଣାମ ଦେଇ ଥାଏ ।

ଆପଣ ଏହା ମଧ୍ୟ ଜାଣି ଥିବେ କି ଏହି ଗଛ ଯାହା ଆମେ ଲଗାଇବା ତାହା ଆମର ଘରକୁ ସମୃଦ୍ଧି ଆଣି ଦେବ ଏହା ସହ ଏହା ଆମକୁ ସବୁ କିଛି ପ୍ରଦାନ କରିବ । ପ୍ରଥମ ଗଛ ତୁଳଶି ଗଛ କୁ ଆପଣ କେବଳ ଲଗାଇ ଦେଲେ ହେବନି ଏହାକୁ ସବୁ ଦିନ ପୂଜା କରିବା ଭଲ ହୋଇଥାଏ ।

କୁହାଯାଏ କି ଏହି ଗଛ ମୂଳରେ ସକାଳ ବେଳା ସ୍ନାନ ସାରିବା ପରେ ଆପଣ ପୂଜା କରିବା ଭଲ ହୋଇ ଥାଏ । ଏହା ସହ ସଙ୍କରାନ୍ତି ରେ ଯଦି ଆପଣ କିଛି କ୍ଷୀର ଏହାର ମୂଳରେ ଢାଳିବେ ଏହା ଆପଣଙ୍କୁ ଭଲ ପରିଣାମ ଦେବ ।

ଆଜି ଆମେ କହିବାକି ଆଉ ଏକ ଗଛ ହେଉଛି ବେଳ ଗଛ ଏହାକୁ ଭଗବାନ ଶିବ ଙ୍କ ପ୍ରିୟ ଗଛ ମଧ୍ୟ କୁହାଯାଏ । କୁହାଯାଏ କି ଏହାକୁ ଯଦି ଆପଣ ଘରେ ଲଗାଇ ଛନ୍ତି ଆପଣ ଏହା ଦ୍ଵାରା ଅନେକ ଫାଇଦା ପାଇବେ ଆପଣଙ୍କ ବଂଶ ବୃଦ୍ଧି ହେବ ।

ଆପଣ ଯଦି ଏହାକୁ କାଟିବେ ଏହା ଦ୍ଵାରା ଆପଣଙ୍କ ସମୟ ଖରାପ ହେବ । ଯଦି ଆମେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଏହାର ମୂଳରେ ବେଳେ ବେଳେ ହଳଦୀ ପାଣି ଢାଳିବା ଭଲ ହୋଇ ଥାଏ ଆପଣ ଘଇଆ ଦୀପ ଲଗାଇ ପାରିବେ ଏହାର ମୂଳରେ ।

ଏହା ଦ୍ଵାରା ମା ଲକ୍ଷ୍ମୀ ଙ୍କ ଆଗମନ ମଧ୍ୟ ହୋଇ ଥାଏ । ଏହା ପର ଗଛ ହେଉଛି ସମି ଗଛ ଏହି ଗଛ ମୂଳରେ ଆପଣ ସୋରିଷ ଓ ରାଶି ତେଲ ର ଦୀପ ଲଗାଇବା ଦ୍ଵାରା ଏହା ଆପଣଙ୍କ ଘରକୁ ଶତ୍ରୁ ଠାରୁ ଦୂରେଇ ରଖେ । ଏହି ଗଛ ଭଗବାନ ଶନି ଦେବଙ୍କ ର ପ୍ରତୀକ ବୋଲି ଜଣା ଯାଏ ।

ବିଜୟ ଦଶମୀ ରେ ଏହି ଗଛ କୁ ପୂଜା କରିବା ଭଲ ହୋଇ ଥାଏ ଅଶ୍ଵଗନ୍ଧା ଗଛ ଆପଣ ଏହାକୁ ଲଗାଇବା ଦ୍ଵାରା ଘରର ବାସ୍ତୁ ଦୋଷ ଦୂରେଇ ଯାଇ ଥାଏ । ଅଁଳା ଗଛ କୁ ଆମେ ଉତ୍ତର ଦିଗ କିମ୍ବା ପୂର୍ବ ଦିଗରେ ରଖିବା ଭଲ ହୋଇଥାଏ । ଏହାକୁ ଆପଣ ଯିବା ସମୟରେ ଦର୍ଶନ କରିବା ଭଲ ହୋଇଥାଏ ।

Leave a Reply

Your email address will not be published. Required fields are marked *