ଜଣେ ଧନୀ ଲୋକ ଏବଂ ଜଣେ ଗରିବ ଲୋକର ଘରେ ନିଆଁ ଲାଗିଛି । ପୋଲିସ ଆସିଲେ ପ୍ରଥମେ କାହାର ଘର ନିଆଁ ଲିଭାଇବ ? ୯୯% ଲୋକ ଜାଣନ୍ତି ନାହିଁ ଉତ୍ତର, ଏହା ସହିତ 10 ଟି GK ପ୍ରଶ୍ନ ଓ ଉତ୍ତର

ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆମ ଦେଶ ମାନେ ଭାରତ ବିଷୟରେ କିଛି ଜାଣିବା । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସୁଛି କିଛି ଚତୁର ପ୍ରଶ୍ନ ଉତ୍ତର । ଯାହା ଆପଣଙ୍କୁ ନିଜ ଜ୍ଞାନ ବଢ଼ାଇବାରେ ସାହାଯ୍ୟ କରିବ । ଆପଣ ଏହି ପ୍ରଶ୍ନ ର ଉତ୍ତର ଦିଅନ୍ତୁ ଏବଂ ନିଜ ସାଙ୍ଗ ସାଥୀ,ପରିବାର ଲୋକଙ୍କ ସହ ଆଲୋଚନା କରି ଜ୍ଞାନ ବାଣ୍ଟନ୍ତୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

ଗୋଟିଏ ଗୁମ୍ଫାରେ ବତିଶି ଚୋର, ଦିନରେ କରନ୍ତି କାମ, ରାତି ହେଲେ ସିଏ ଆରାମ କରନ୍ତି, କୁହା ତେବେ ତାଙ୍କ ନାମ ?

ଉତ୍ତର:- ଦାନ୍ତ

ସିଏ କିଏ ଯିଏ ମାସରେ ଥରେ ଆସେ ଆଊ ମାତ୍ର ଗୋଟିଏ ଦିନ ଆପଣଙ୍କୁ ଦେଖା କରି ଚାଲିଯାଏ ?

ଉତ୍ତର:- ତାରିଖ

କେଉଁ ଜିନିଷକୁ ଟାଣିଲେ ତାହା ବଡ ହେବା ସତ୍ବେ ଛୋଟ ହୋଇଥାଏ ?

ଉତ୍ତର:- ସିଗାରେଟ

ଗୋଟିଏ ଲୋକ ଆଠ ଦିନ ନ ସୋଇ କିପରି ରହିପାରିବ ?

ଉତ୍ତର:- ସେହି ଲୋକ ଦିନରେ ନ ସୋଇ ରାତିରେ ସୋଇପାରିବ

ଠକ ଠକ ଠକସା, ତିନି ଗୋଡ ଗୋଡ ମୁଣ୍ଡ ଦେଖିଛକି ମଉସା ?

ଉତ୍ତର:- ହଳ ଓ ହଳିଆ

ଜଳ ମଧ୍ୟେ ରହି ନଛୁଏ ପାଣି, ପଶୁ, ପକ୍ଷୀ, ଜୀବେ ନ ହୁଏ ଗଣି, ହାତ,ଗୋଡ ନାହିଁ ଲଙ୍ଗୁଡ ଅଛି, ଏକ ଅକ୍ଷରରେ ନାମ ବହିଛି ? ଏହାର ଉତ୍ତର କଣ

ଉତ୍ତର:- ର

ଦୁଇ ଜଣ ଯାଆଁଳା ପୁଅ ୨୦୦୩ ରେ ମସିହା ମଇ ରେ ଜନ୍ମ ଗ୍ରହଣ କରିଥିଲେ କିନ୍ତୁ ତାଙ୍କର ଜନ୍ମଦିନ ସମାନ ନୁହେଁ । ଏହା କିପରି ସମ୍ଭବ ?

ଉତ୍ତର:- ମଇ ଏକ ସହରର ନାମ

ଗୋଟିଏ ଟେବୁଲ ଉପରେ ଗୋଟେ ପ୍ଲେଟ ରେ ୭ ଟି କଦଳୀ ଅଛି । ୮ ଜଣ ଲୋକ ନକାଟି, ନଭାଙ୍ଗି ଗୋଟିଏ ଗୋଟିଏ କେମିତି ଖାଇବେ ?

ଉତ୍ତର:- ଏହା ଉତ୍ତର ହେଉଛି ଗୋଟିଏ କଦଳୀ ଟେବୁଲ ଉପରେ ରହିଛି ଆଊ ୭ ଟି ପ୍ଲେଟ ରେ ଅଛି ଯାହା ସମୁଦାୟ ୮ ଟି ହେଲା ତେଣୁ ସମସ୍ତେ ଗୋଟେ ଗୋଟେ ଖାଇ ପାରିବେ ।

ଜଣେ ଧନୀ ଲୋକ ଏବଂ ଜଣେ ଗରିବ ଲୋକର ଘରେ ନିଆଁ ଲାଗିଛି । ପୋଲିସ ଆସିଲେ ପ୍ରଥମେ କାହାର ଘର ନିଆଁ ଲିଭାଇବ ?

ଉତ୍ତର:- ପୋଲିସ ନିଆଁ ଲିଭାଏ ନାହିଁ

ଜଣେ ବୁଲା ବିକାଳୀ ବୁଲି ବୁଲି କହୁଥିଲା ୧୦୦ ଟଙ୍କାରେ କିଣନ୍ତୁ । ପୁରା ପରିବାର ଜୀବନସାରା ବସି ଖାଆନ୍ତୁ । ସେ କଣ ବିକ୍ରି କରୁଥିଲା ?

ଉତ୍ତର:- ଆସନ

ତେବେ ବନ୍ଧୁଗଣ ଆପଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର କମେଣ୍ଟ ରେ ଲେଖନ୍ତୁ ।

Leave a Reply

Your email address will not be published. Required fields are marked *