ଦ୍ଵିତୀୟ ବିବାହ କରିଲେ ଓଡିଆ ହିରୋଇନ Barsha Priyadarshini, ସାମ୍ନାକୁ ଆସିଲା ଏମିତି ସତ, ଦେଖିଲେ ଆପଣ ବି ବିଶ୍ଵାସ କରି ପାରିବେ ନାହିଁ

ଦ୍ଵିତୀୟ ବିବାହ କରିଛନ୍ତି ବର୍ଷା । ଆପଣ ସବୁ ବେଳେ ବର୍ଷା ଙ୍କୁ କିଛି ନା କିଛି କାମରେ ସୋସିଆଲ ମିଡିଆରେ ଦେଖିବା ପାଇ ପାଇଥିବେ । ଏହା ପାଇଁ ଆପଣ କେବେହେଲେ ଚମକି ପଡନ୍ତୁ ନି କାରଣ ହେଉଛି କି ବର୍ଷା ଦ୍ଵିତୀୟ ବିବାହ କରିଛନ୍ତି କି ନାଇ ଆମେ ଆପଣଙ୍କୁ ଆଗକୁ ଯାଇକି କହିବା । ବର୍ଷା ଓ ଅନୁଭବ ବିବାହ କରିଥିଲେ ଭୁବନେଶର ଠାରେ ଖୁବ ଧୂମ ଧାମ ରେ ବିବାହ ହୋଇଥିଲା । କେବଳ ତାହା ନୁହେଁ ଉଭୟ ପରସ୍ପର ସହ ଖୁବ ସମୟ ବିତାଇ ଥିଲେ ।

ଦୁହେଁ ବାହାର କୁ ମଧ୍ୟ ବୁଲିବା ପାଇଁ ଯାଇ ଥିଲେ ଉଭୟ ଙ୍କ ଯୋଡିକୁ ଖୁବ ପସନ୍ଦ କରିଥିଲେ ବର୍ଷା । ମାତ୍ର  ଗତ ବର୍ଷ ଆରମ୍ଭ ହେବବା ଆଗରୁ ଆମେ ବର୍ଷା ଙ୍କ କିଛି ଜଳକ ଦେଖିକି ତାଙ୍କୁ ପଚାରି ଥିଲୁ କି ଆମେ  ଯାହା ସୂତ୍ରରୁ ଜାଣିବା ପାଇଁ ପାଇଛୁ କି ବର୍ଷା ଓ ଅନୁଭବ ଙ୍କ ମଧ୍ୟରେ ଅନେକ ପ୍ରକାର ତିକ୍ତତା ଚାଲିଛି । ଏହାର ଉତାର ଦେଇ ବର୍ଷା କହି ଥିଲେ କି ଏହା ସଂପୂର୍ଣ୍ଣ ମିଛ ଅଟେ । ମାତ୍ର ଏହା ପରେ ଆମେ ଯାହା ଶୁଣିବା ପାଇଁ ପାଇଲୁ ତାହା ବୋଧେ ହୁଏ ବର୍ଷା ଭି ଆଉ ଲୁଚାଇ ପରି ନଥିଲେ । ନିଜ ସ୍ଵାମୀ ନାମରେ ଜଘନ୍ୟ ଅଭିଯୋଗ ଆଣିଥିଲେ ବର୍ଷା ।

ସେ କହିଥିଲେ କି  ସେ ତାଙ୍କୁ ଖୁବ ଟଚର କରୁଛନ୍ତି ସେ ନିଜ ଅଧିକାର ପାଇଁ ଲଢିବା ପାଇଁ ଚାହିଁଲେ ସେ କହିଲେ କି ମୁ ତାଙ୍କଉ ଛାଡିବି ନି ମାତ୍ର ଅନୁଭବ ଶିଧା ସଳଖ ଭାବେ କହିଥିଲେ କି ସେ ବର୍ଷା ଙ୍କ ସହ କିଛି ଭି ସମ୍ପର୍କ ରଖିବା ପାଇଁ କାହୁଁ ନାହାଁନ୍ତି । ତେବେ ଏହା ପରେ ବର୍ଷା ଅଭିଯୋଗ ଆଣି ଥିଲେ କି ତାଙ୍କଉ ତାଙ୍କ ନିଜ ଗହରେ ସୁରକ୍ଷା ଦରକାର ଏହା ପାଇଁ ମଧ୍ୟ ଅନୁଭବ ଯୁକତିଇ କରିଥିଲେ । ଅନୁଭବ ବର୍ଷା ଙ୍କୁ ସମୟ ଦେଉ ନଥିବା କଥା ବର୍ଷା କହି ଛନ୍ତି ଏହା ମଧ୍ୟ କହିଥିଲେ କି ଅନୁଭବ ନିଜ ପରିବାର ସହ ବାହାରେ ଦିଲ୍ଲୀ ରେ ର୍ହାଉଥିଲେ କୋରଣା ରେ ଓ ବର୍ଷା ଙ୍କ ପାଇ କିଛି ବ୍ୟବସ୍ଥା କରି ନଥିଲେ ।

ବରଷାଙ୍କ ଅନୁସାରେ ଅନୁଭବ ତାଙ୍କ ଯିବାନକୁ ଖୁବ ନର୍କ କରି ଦେଇଛନ୍ତି । ଏହା ସହ ବର୍ଷା ଏହା ମଧ୍ୟ କହି ଥିଲେ କି ସେ ଏବେ ଭି ଅନୁଭବ ଙ୍କ ସହ ରହିବେ କାରଣ ସେ ଚାହୁଁ ନାହାନ୍ତି କି ଦୁନିଆ ତାଙ୍କ ସ୍ଵାମୀ ଙ୍କୁ ଖରାପ କହୁ । ମାତ୍ର ସେ ନିଜ କ୍ଯାରିୟର ର  ଯାତ୍ରା ରେ ଜାରି ରଖିଛନ୍ତି । ଏହା ମଧ୍ୟରେ ଭାଇରାଲ ହେଉଥିବା ସବୁ ଫୋଟୋ ତାଙ୍କ ଆଗ ଚଳଚିତ୍ର ର ଅଟେ । ମାତ୍ର ବର୍ଷା ଏବେ ବିବାହ କରୁ ନାହାଁନ୍ତି । ସେ ବିବାହ କରିବେ ବୋଲି ମଧ୍ୟ ଆଉ ଆସା କରି ନାହାଁନ୍ତି । ଆମ ପେଜ କୁ ଲାଇକ କରିବାକୁ ଅନୁରୋଧ ।

Leave a Reply

Your email address will not be published. Required fields are marked *