କୋଟିଏ ରେ ଗୋଟିଏ ହୋଇଥାନ୍ତି ଏହି 15ଟି ଲକ୍ଷଣ ଥିବା ଝିଅ ….

ନମସ୍କାର ବନ୍ଧୁଗଣ । ଝିଅମାନେ ମାତା ଲକ୍ଷ୍ମୀଙ୍କର ଗୋଟିଏ ଅବତାର । ଘରେ ଝିଅ ଜନ୍ମ ବହୁତ ଶୁଭହୋଇଥାଏ । କିଛି ଲୋକମାନେ ତାହାକୁ ଗ୍ରହଣ କରୁଥିବା ବେଳେ ଆଉ କିଛି ଲୋକମାନେ ତାହାକୁ ଅମାନ୍ୟ କରିଥାନ୍ତି । ଝିଅମାନଙ୍କ ଜନ୍ମ ଘରକୁ ମାତା ଲକ୍ଷ୍ମୀଙ୍କ ସାନିଧ୍ୟ କୁ ନେଇକି ଆସିଥାଏ । ଘରେ ଖୁସିର ବାତାବରଣ ସୃଷ୍ଟି କରିଥାଏ । ଝିଅମାନେ ଉଭୟ ଶାଶୁ ଓ ମା ‘ ଘରକୁ ସମ୍ଭାଳିବାର କ୍ଷମତା ରଖିଥାନ୍ତି ।

ଆଧୁନିକ ଯୁଗରେ ପୁରୁଷମାନେ ପିତାମାତାଙ୍କୁ ଘରୁ ତଡି ଦେଉଥିବା ବେଳେ ଝିଅ ବିବାହ ପରେ ମଧ୍ୟ ବାପାମା’ ଙ୍କ ପ୍ରତି ନିଜ କର୍ତ୍ତବ୍ୟକୁ ତୁଲାଇ ଥାଏ । କେତେକ  ଝିଅମାନେ ଭାଗ୍ୟଶାଳି ହୋଇଥାନ୍ତି । ସାମୁଦ୍ରିକ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯଥା କିଛି ଝିଅମାନେ ଏତେ ଭାଗ୍ୟଶାଳୀ ହୋଇଥାନ୍ତି , ଯଥା ସେମାନଙ୍କ ଭାଗ୍ୟ ହେତୁ ଉଭୟ ବାପଘର ଓ ଶାଶୁଘର ଉପରେ ଧନର ବର୍ଷା ହୋଇଥାଏ ।

ଏପରି ଝିଅମାନେ ଯେଉଁ ଘରେ ରହିଥାନ୍ତି ସେଠାରେ ସୁଖ, ସମବୃଦ୍ଧି ବଢିବାକୁ ଲାଗିଥାଏ । ତେବେ ଏବେ ଆପଣଙ୍କୁ ପ୍ରଶ୍ନ ଉଠିପାରେ ଯେ ସେହି ପରି ଝିଅମାନଙ୍କୁ ଚିହ୍ନିବା କିପରି । ଆଜି ଆମେ ଆପଣଙ୍କୁ ସେହି ସମ୍ବନ୍ଧୀୟ କିଛି ବିଷୟରେ ରଖିବାକୁ ଚାହୁଛୁ । ଭାଗ୍ୟଶାଳୀ ଝିଅମାନଙ୍କ ଅଙ୍ଗର ଆକାର ଶୈଳୀ ଦ୍ଵାରା ଆମେ ଜାଣିପାରିଥାଉ । ପ୍ରଥମ ହେଉଛି ସୁଲକ୍ଷଣୀ ଝିଅମାନଙ୍କ କାନ ଯଦି ଲାଲ ହୋଇଥାଏ । ତେବେ ଏହି ପରି ମହିଳା ଭାଗ୍ଯବାନ ହୋଇଥାନ୍ତି ।

2- ଯେଉଁ ମହିଳାମାନଙ୍କ ପାଦ ଆଙ୍ଗୁଠି ଲଗାଲାଗି ହୋଇ ମୋଟା ଆକାର ଉପରୁ ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ସେମାନଙ୍କ ଘରେ ସମବୃଦ୍ଧି ସର୍ବଦା ରହିଥାଏ । 3- ଭାଗ୍ୟଶାଳି ମହିଳାମାନଙ୍କ ହାତ ଲାମ୍ବା ହୋଇଥାଏ । 4- ଯେଉଁ ମହିଳାମାନଙ୍କ ନାଭି ଗଭୀର ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳି ହୁଅନ୍ତି । 5- ଜନ୍ମରୁ ଭାଗ୍ୟଶାଳୀ ହୋଇଥିବା ଝିଅମାନଙ୍କ ଆଖିର ଧଳା ଭାଗ କ୍ଷୀର ପରି ଧଳା ହୋଇଥାଏ ।

6- ମହିଳମାନଙ୍କ ପାଦର ତଳ ଭାଗ ଚିକନ ହୋଇଥାଏ ସେମାନେ ପରିବାର ପାଇଁ ଶୁଭ ହୋଇଥାନ୍ତି । ଏହାର ବିପରୀତ ଯେଉଁ ମହିଳାମାନଙ୍କ ପାଦର ତଳ ଭାଗ ପାଟୁଥାଏ ସେମାନେ ଦୁଃଖ ଜୀବନ କାଟୁଥାନ୍ତି  । 8- ମହିଳାମାନଙ୍କ କପାଳ ବାହାର ଆଡକୁ ରହିଲେ ଭାଗ୍ୟବନ ହୋଇଥାନ୍ତି । 9- ମହିଳାମାନଙ୍କ ଆଇବ୍ରୋ ରେ କଳା ଯାଇ ଥିଲେ ତାଙ୍କୁ ଶୁଭବିଚାର କରାଯାଇଥାଏ ।

10 – ଲାଲ ଜିଭ ଥିବା ମହିଳାମାନେ ଶୋଭାଗ୍ୟଶାଳି ହୋଇଥାନ୍ତି । 11- ନାଭିର ତଳ ଭାଗ କୁ କଳା ଯାଇ ଥିଲେ ଭାଗ୍ୟଶାଳି ହୋଇଥାନ୍ତି । 12- ଛୋଟ ବେକ ଥିବା ମହିଳାମାନେ ଅତ୍ୟଧିକ ଶୋଭାଗ୍ୟଶାଳି ହୋଇଥାନ୍ତି । 13- ଯେଉଁ ମହିଳାମାନଙ୍କ ଓଠ ସର୍ବଦା ଲାଲ ଥାଏ ସେମାନେ ଭାଗ୍ୟବାନ ହୋଇଥାନ୍ତି ।  14 – ସିଧା ନାକ ଥିବା ମହିଳା ଓ ଶଙ୍କ ଅଙ୍ଗୁଳି ଥିବା ମହିଳାମାନେ ଶୋଭାଗ୍ୟଶାଳି ହୋଇଥାନ୍ତି । ଆମ ପୋଷ୍ଟକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ, କମେଣ୍ଟ କରିବାକୁ ଭୁଲିବେ ନାହିଁ । 

Leave a Reply

Your email address will not be published. Required fields are marked *