Vastu Tips- ପାପମୋଚିନି ଏକାଦଶୀ (3 March) ବଡ ଶୁକ୍ରବାର ! ଚୁପଚାପ ଏହି 3 ଟି ଜାଗାରେ ଲୁଚାଇ ଦିଅନ୍ତୁ 1 ମୁଠି ଲୁଣ, ମା’ଲକ୍ଷ୍ମୀ କରିବେ ଧନର ବର୍ଷା

ବନ୍ଧୁଗଣ ମାର୍ଚ୍ଚ 3 ତାରିଖରେ ପଡୁଛି ବଡ ଏକାଦଶୀ ଯାହା ଶୁକ୍ରବାର ଦିନ ପଡୁଛି । ଏକାଦଶୀ ଭଗବାନ ବିଶୁଣୁଙ୍କ ବାର ହୋଇଥାଏ । ଶୁକ୍ରବାରର ଏକାଦଶୀ ଅତ୍ୟନ୍ତ ଦୁର୍ଲଭ ଓ ଶୁଭ ମାନାଯାଇଥାଏ । ଆପଣଙ୍କୁ ଜଣାଇ ଦେଇଛୁ ଏକାଦଶିର ବ୍ରତ ଗଙ୍ଗାଜଳର ବୁନ୍ଦା ଭଳି ପବିତ୍ର ମାନାଯାଏ । ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଏକାଦଶୀ ସବୁଠାରୁ ବ୍ରତ ମାନାଯାଏ ।

ଏହି ବ୍ରତ ଜୀବନରେ ମୋକ୍ଷ, ସୁଖ ସମୃଦ୍ଧି ପ୍ରାପ୍ତ କରାଇଥାଏ । ଚଳିତ ବର୍ଷ ପାପମୋଚିନି ଏକାଦଶିକୁ ସବୁଠାରୁ ବଡ ମାନାଯାଉଛି । 3 ମାର୍ଚ୍ଚକୁ ପଡିବାକୁ ଥିବା ଏକାଦଶିରେ ଦୁର୍ଲଭ ସଂଯୋଗ ବନୁଛି । ଏହି ଦିନ ଲୁଣର କେଉଁ ଉପାୟ କରିଲେ ଧନର ବର୍ଷା ହୋଇଥାଏ ଆସନ୍ତୁ ଜାଣିବା । ପୁରୁଣା ସମୟରୁ ଲୁଣର ବ୍ୟବହାର ହୋଇଆସୁଛି ।

ଲୁଣ ନା କେବଳ ଆମ ଭୋଜନକୁ ସ୍ଵାଦିଷ୍ଟ ବନାଇଥାଏ ବରଂ ଆମକୁ ଅନେକ ଫାଇଦା ଦେଇଥାଏ । ମାନାଯାଏ କି ଲୁଣ ସବୁଠାରୁ ଜଲ୍ଦି ଧନବାନ କରାଇଥାଏ । ଲୁଣ ଭିତରେ ପଜେଟିଭ ଭଣ୍ଡାର ରହିଥାଏ । ଲୁଣକୁ ନେଇ ଏମିତି କିଛି ଉପାୟ ପ୍ରଚଳିତ ଅଛି ଯଦି କେହି ମନୁଷ୍ୟ ଉପାୟ କରନ୍ତି ସେହି ମନୁଷ୍ୟ ଗରିବକୁ ଦୂର କରି ଧନୀ ହୋଇପାରେ । ଲୁଣର ଏହି ଉପାୟ ରାତାରାତି ଭାଗ୍ୟ ବଦଳାଇ ଦିଏ ।

୧୦୦ ଗ୍ରାମ ମୁଗ ଡାଲି, ୫୦ ଗ୍ରାମ ଚାଉଳ, ନାଲି ଲଙ୍କା, ୧୦୦ ଗ୍ରାମ ସୋରିଷ ତେଲ, ଲୁଣ ଗୋଟେ ପ୍ଯାକେଟ, ପାଣି ବୋତଲ ସବୁ ସାମଗ୍ରୀକୁ ଏକତ୍ର କରି କୌଣସି ମହିଳା ବା ପୁରୁଷଙ୍କୁ ଦାନ କରନ୍ତୁ । ଏହା ଦ୍ଵାରା ଭାଗ୍ୟ ଉଦୟ ହେବା ସହ ଚାକିରିରେ ବୃଦ୍ଧି ହେବ । ମା ଲକ୍ଷ୍ମୀ ଗୃହକୁ ଟାଣି ହୋଇ ଆସିବେ। ଆପଣଙ୍କ ଶୁକ୍ର ଗ୍ରହ ମଜବୁତ ହେବ । ଯେଉଁ ସାମଗ୍ରୀ ଏଠାରୁ କହିଛୁ ସେଥିରୁ ଗୋଟେ ବି ମିସ କରିବେ ନାହି ।

ଆପଣ ଯେ କୌଣସି କାମରେ ହାତ ଦେବେ ତାହା ସଫଳ ହେବ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଲୁଣକୁ ଯଦି ଆପଣ ଷ୍ଟିଲ ବା ଲୁହ ପାତ୍ରରେ ରଖୁଛନ୍ତି ତେବେ ଚନ୍ଦ୍ର ଓ ଶନିଙ୍କ ମିଳନ ହେବ । ଯାହାକି ବହୁତ ଘାତକ ସିଦ୍ଧ ହୋଇଥାଏ । ଲୁଣକୁ ସର୍ବଦା କାଚ ପାତ୍ରରେ ରଖିଲେ ଶୁଭ ମାନାଯାଏ । ଲୁଣକୁ କେବେ ତଳେ ପକାଇବା ଅନୁଚିତ । ଏହା ଦୁର୍ଭାଗ୍ଯର ସୂଚକ ହୋଇଥାଏ । କାହା ଠାରୁ ଲୁଣ ଉଧାର ଆଣନ୍ତୁ ନାହି ।

ଲୁଣକୁ ଟଙ୍କା ଦେଇ ସର୍ବଦା କିଣିବା ଉଚିତ । ଆଉ ଏକ ଉପାୟ ହେଉଛି ଅଳ୍ପ ଲୁଣ, ଅଟା, ନାଲି ଲଙ୍କା, ଗୋଟେ ଖଣ୍ଡ କୋଳି, ହଳଦୀ କୁ ଏକାଠି କରି କାଗଜରେ ବାନ୍ଧି ଦିଅନ୍ତୁ । ଯାହାକୁ ନଜର ଲାଗିଯାଇଛି ତା ମୁଣ୍ଡ ଉପରେ ୭ ଥର ବୁଲାଇ ଚୁପଚାପ ଏହାକୁ ନିଆଁରେ ଜଳାଇ ଦିଅନ୍ତୁ । ଦେଖିବେ ସବୁ ନଜର ଦୋଷ ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *