Gk Questions & Answers- ଜଣେ ବ୍ୟକ୍ତି ଫ୍ରାଇଡେ କୁ ଆସିଲା, ତିନିଦିନ ରହିଲା ଏବଂ ଫ୍ରାଇଡେ କୁ ଚାଲିଗଲା । ଏହା କେମିତି ସମ୍ଭବ ହେଲା ? ଏହାର ଉତ୍ତର ଦେବାରେ 99 % ଲୋକ ଫେଲ…

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଯେତେବେଳେ ଆପଣ କିଛି ସିଭିଲ ସର୍ଭିସରେ ଭର୍ତ୍ତି ହେବାକୁ ଚାହାଁନ୍ତି ସେତେବେଳ ସେହି ସବୁ ପରୀକ୍ଷା ରେ ପ୍ରଥମେ ଲିଖିତ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବାପରେ ସେଥିରେ ଭର୍ତ୍ତି ହେବା ପୂର୍ବରୁ ମୌଖିକ ପରୀକ୍ଷା କରା ଯାଇଥାଏ । ଏହି ମୌଖିକ ପରୀକ୍ଷା ରୁ ଜଣେ ଛାତ୍ର ବା ଛାତ୍ରୀ ର ବୌଦ୍ଧିକ ପରୀକ୍ଷା ର ପରିମାପ କରା ଯାଇଥାଏ । ତେବେ ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା ମାନଙ୍କରେ ଲିଖିତ ପରୀକ୍ଷା ସହିତ ସାକ୍ଷାତକାର ର ମଧ୍ୟ ବହୁତ୍ ଭୂମିକା ରହିଥାଏ ।

ତେବେ କିଛି ପ୍ରଶ୍ନ ଏମିତି ହୋଇଥାଏ କି ଯାହା ର ଉତ୍ତର କେବଳ ଉପସ୍ଥିତ ବୁଦ୍ଧି ବଳରେ ହିଁ ଦେଇଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ସେହିପରି କିଛି ପ୍ରଶ୍ନ ଏବଂ ତାହାର ଉତ୍ତର ନେଇ ଆସିଛୁ । ପ୍ରଥମେ ଆପଣ ଏହି ପ୍ରଶ୍ନ ଗୁଡିକର ଉତ୍ତର ନିଜେ ଦେବାକୁ ଚେଷ୍ଟା କରନ୍ତୁ । ଏବଂ ଏହାକୁ ନିଜ ବନ୍ଧୁ ଓ ପରିବାର ଙ୍କ ସହ ଆଲୋଚନା ମଧ୍ୟ କରନ୍ତୁ । ତେବେ ଚାଲନ୍ତୁ ଜାଣିବା ।

୧:- ଏମିତି କେଉଁ ଜୀବ ରହିଛି ଯାହାର କ୍ଷୀର ପିଇଲେ ଆପଣଙ୍କୁ ନିଶା ହୋଇ ଯାଇଥାଏ ?

ଉତ୍ତର- ହାତୀର କ୍ଷୀର

୨:- ବାବାଜୀ ନୁହେଁ ତାର ବଢିଛି ଦାଢି, ପାଦ ତଳ ଯାଏ ଆସିଛି, ମାଡି ପିଲାଏ ଖେଳନ୍ତି ଦୋଳି, ପକ୍ଷୀ ଖାଆନ୍ତି ତା ନାଲି କୋଳି ?

ଉତ୍ତର:- ବର ଗଛ

୩:- ସେଇଟା କେଉଁ ଜିନିଷ ଯାହାକୁ ସବୁ ଛୋଟ ପିଲା ଖାଉଛନ୍ତି କିନ୍ତୁ କେହି ପସନ୍ଦ କରୁ ନାହାନ୍ତି ?

ଉତ୍ତର:- ପୋଲିଓ

୪:- ମୁଁ ସମସ୍ତଙ୍କ ଠାରେ ଅଛି ହେଲେ ମୋତେ କେହି ପସନ୍ଦ କରନ୍ତି ନାହି ?

ଉତ୍ତର:- ଡର

୫:- ଇଂରାଜିରେ ଏମିତି ଏକ ଶବ୍ଦ କୁହ ଯେଉଁଥିରେ A ଠାରୁ F ପର୍ଯ୍ୟନ୍ତ ସବୁ ଅକ୍ଷର ଥିବ ?

ଉତ୍ତର:- Feedback

୬:- ଭାରତର କେଉଁଠାରେ ବଡ଼ ପାଗଳଖାନା ରହିଛି ?

ଉତ୍ତର- ଆଗ୍ରା ଠାରେ

୭:- ଏମିତି କେଉଁ ଜିନିଷ ଅଛି, ଯଦି ସେ ଚାଲୁ ଚାଲୁ ଥକିଯାଏ ତେବେ ତାର ବେକକୁ କାଟି ଦେଲେ ସେ ପୁଣି ଚାଲେ ?

ଉତ୍ତର:- ପେନସିଲ

୮:- ମଶାକୁ କେଉଁ ରଙ୍ଗ ସବୁଠୁ ଅଧିକ ପସନ୍ଦ ହୋଇଥାଏ ?

ଉତ୍ତର:- ନୀଳ ରଙ୍ଗ

୯:- କେଉଁ ଜିନିଷ ସକାଳେ ଦେଖିଲେ ସବୁଜ,ଦିପହର ଦେଖିଲେ କଳା,ସନ୍ଧ୍ୟାରେ ଦେଖିଲେ ନୀଳ ଓ ରାତିରେ ଦେଖିଲେ ଧଳା ହେଇଥାଏ ?

ଉତ୍ତର:- ବିଲେଇ ଆଖି

୧୦:- ଏମିତି କେଉଁ ଦେଶ ଅଛି ଯେଉଁଠିକାର ଲୋକମାନେ ସବୁଠୁ ଅଧିକ ପୂଜା କରନ୍ତି ?

ଉତ୍ତର:- ଭାରତ

୧୧:- ଇତିହାସରେ ସବୁଠୁ ଅଧିକା କେଉଁ ଜୀବର କାମୁଡିବା ଦ୍ଵାରା ମନୁଷ୍ୟଙ୍କ ଅଧିକ ମୃତ୍ୟୁ ହୋଇଥାଛି ?

ଉତ୍ତର:- ମଶା

୧୨:- ଗୋଟେ ଝିଅ ୧୯୪୦ ମସିହାରେ ଜନ୍ମ ହେଇଥିଲା ଏବଂ ୧୯୫୦ ରେ ମରିଗଲା । ଯେତେବେଳେ ସେ ମରିଲା ତାର ବୟସ ୨୦ ବର୍ଷ ହୋଇଥିଲା । ଏହା କେମିତି ହେଲା ?

ଉତ୍ତର:- ସେ ଝିଅ ରୁମ ନମ୍ବର ୧୯୫୦ ରେ ମରିଥିଲା

୧୩:- ଭାରତ ବ୍ୟତୀତ ଅନ୍ୟ କେଉଁ ଦେଶର ରାଷ୍ଟ୍ରୀୟ ପଶୁ ବାଘ ଅଟେ ?

ଉତ୍ତର:- ବାଙ୍ଗଲାଦେଶ

୧୪:- ଜଣେ ବ୍ୟକ୍ତି ଫ୍ରାଇଡେ କୁ ଆସିଲା, ତିନିଦିନ ରହିଲା ଏବଂ ଫ୍ରାଇଡେ କୁ ଚାଲିଗଲା । ଏହା କେମିତି ସମ୍ଭବ ହେଲା ?

ଉତ୍ତର:- ହୋଟେଲ ର ନାମ ଫ୍ରାଇଡେ ଥିଲା

ତେବେ ବନ୍ଧୁଗଣ ଏହି ପ୍ରଶ୍ନ ଗୁଡିକର ଉତ୍ତର କମେଣ୍ଟ ରେ ଲେଖନ୍ତୁ ଏବଂ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *