ବାଛନ୍ତୁ ଆପଣଙ୍କ ପସନ୍ଦର ଠାକୁର, ଦେଖିବା ଆପଣଙ୍କର ଇଚ୍ଛା ପୁରା ହେବ ନା ନାହିଁ ! ( Personality Test )

ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ର ପସନ୍ଦ ନ ପସନ୍ଦ ପରସ୍ପର ଠାରୁ ଭିନ୍ନ ହୋଇଥାଏ ସେହି ପରି ବ୍ୟକ୍ତି ର ଶୋଭାବ ଚରିତ୍ର ଓ ଭବିଷ୍ୟତ ଅଲଗା ଅଲଗା ରହିଥାଏ । ତେବେ ଆଜି ଆମେ ଆପଣ ଙ୍କ ପାଇ 3 ଟି ଭଗବାନ ଙ୍କ ଚିତ୍ର ନାଏ ଆସିଚୁ ଏଥି ମଧ୍ୟ ରୁ ନିଜ ପସନ୍ଦ ର ଭଗବାନ ଙ୍କୁ ଚୟନ କରନ୍ତୁ ଯାହା ଫଳ ରେ ଆମେ ଆପଣଙ୍କୁ ଆପଣ ଙ୍କ ଭବିଷ୍ୟ ବିଷୟ ରେ କହିବୁ ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ଆମ ବିଷୟ ବସ୍ତୁ ‘ ପ୍ରଥମେ କୌଣସି ଜଣେ ଠାକୁର ଙ୍କ ଫଟୋ କୁ ବାଛନ୍ତୁ ଏହା ପରେ ସେହି ଠାକୁର ଙ୍କ ନିର୍ଣ୍ଣୟ ରେ ଦର ଯାଇଥିବା ବିଷୟ ବସ୍ତୁ କୁ ଦେଖନ୍ତୁ କଣ ରହିଛି ଆପଣ ଙ୍କ ଭାଗ୍ୟ ରେ ।

ଶ୍ରୀ ଗଣେଷ;- ଭଗବାନ ଗଣେଶ ଅଗ୍ର ପୂଜ୍ୟ ଅଟନ୍ତି । ସମସ୍ତ ଦୁଃଖ ଦୂର ହେବ । ସମସ୍ତ ମନସ୍କାମନା ପୂରଣ ହେବ । ଆପଣ ଯେଉଁ କାର୍ଯ୍ୟ ରେ ହାତ ଦେବେ ତାହା ପୂର୍ଣ୍ଣ ହେବ । ମିତ୍ର ମାନ ଙ୍କ ସହ ଯଦି କୌଣସି କାରଣ ଯୋଗୁ କିଛି ଛୋଟ ଘଟଣା ଘଟି ଥିବା ତେବେ ତାହା ସମାଧାନ ହେବ । ଶତ୍ରୁ ମାନେ ଆପଣ ଙ୍କ ଠାରୁ ପରାଜୟ ରହିବେ । ଶତ୍ରୁ ଆପଣଙ୍କ ଙ୍କ ପାଖରେ ପରାଜୟ ରହିବେ । ଯେଉଁ ବିବାଦ ରେ ଫାଶୀ ରହିଥିବେ ସେଥିରୁ ଜଲଦି ମୁକ୍ତି ମିଳିବ । କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବ ରୁ ନିଜର ବିବେକ ଏବଂ ଚିନ୍ତା ଦୁଇଟିକୁ ଠିକ୍ ସେ କାର୍ଯ୍ୟ ରେ ଲଗାନ୍ତୁ ।

ସମସ୍ତ ଦୁଃଖ ଦୁର ହେବ । ସନ୍ତାନ ସୁଖ ପ୍ରାପ୍ତି ହେବ । ଯଦି ପୂର୍ବ ରୁ କିଛି ଋଣ କରିଛନ୍ତି ଏବଂ ତାହାକୁ ସୁଝି ପାରିନଥିଲେ ତାହା ଏବେ ସଂପୂର୍ଣ୍ଣ ହେବ । କାରଣ ଆପଣ ଙ୍କ ଋଣ ନାଶ ର ଯୋଗ ରହିଛି । ବିନା କାରଣ ରେ ସ୍ତ୍ରୀ ବିଚ୍ଛେଦ ରହିଅଛି । ଦାମ୍ପତ୍ୟ ଜୀବନ ରେ ଅନେକ ଅସୁବିଧା ରେ ସମ୍ମୁଖୀନ ହୋଇପାରନ୍ତି । ଉଭୟ ଉଭୟ ଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ । ଅଯଥା ରେ ବିବାଦ କରନ୍ତୁ ନାହିଁ । ଗୃହ ରେ କିଛି ଅଶାନ୍ତି ଦେଖା ଯିବା କିନ୍ତୁ ଏହା ଖୁବ୍ ଜଲଦି ଚାଲିଯିବା । ଆପଣ ସରଳ ହୃଦୟ ର ମଣିଷ ଆପଣ ଙ୍କୁ କେହି ବି ନିଜ ସରାଳତା ରେ ଫସାଇ ପାରନ୍ତି ।

ମହାଦେବ;- ଯେଉଁ କାର୍ଯ୍ୟ ରେ ଆପଣ ବ୍ୟସ୍ତ ରହୁଥିଲେ ସେଥିରେ ଅଳ୍ପ ବ୍ୟସ୍ତ ରହିବେ । ପରିବାର କୁ ସମୟ ଦେଇପାରିବେ । ଏହି କାର୍ଯ୍ୟ ରେ ଆପଣ ଙ୍କୁ ସଫଳତା ନିଶ୍ଚିତ ମିଳିବ । ସଫଳତା ଆପଣ ଙ୍କ ହାତକୁ ଟିକେ ବିଳମ୍ବ ରେ ଆସିବ । ମନ୍ଦଦଶା ଯୋଗୁ କିଛି ଅଶାନ୍ତି ଭୋଗ କରୁଛନ୍ତି । ଗ୍ରହାଦଶା ମଣ୍ଡ ହେତୁ ଆପଣ ଅନେକ ଯନ୍ତ୍ରଣା ଭୋଗ କରିସାରିଛନ୍ତି । କିନ୍ତୁ ଏଥର ଆଉ ସେପରି ଫଳ ଭୋଗ କରିବେ ନାହିଁ ।

ରୋଗ ପୀଡ଼ା ଯନ୍ତ୍ରଣା ଆଦି ଦୁର ହେବ । ମାସିକ ଚିନ୍ତା ଦୁର ହେବ । ଜିବଦଶା ମଧ୍ୟ ରେ 2 ‘3 ଟି ମଣ୍ଡ ଦୋଷ ର ଭୋଗ ରହିବା । ଆଗାମୀ ଯିବଦଶା ମଧ୍ୟ ରେ ମାତ୍ର 3 ଟି ଦୁଃଖ ଭୋଗ ହେବ । ସେହି ଦାସ ସମୟ ରେ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ । ଯଦି ଆପଣ ପାରିବେ ପଣ୍ଡିତ ଙ୍କ ଦ୍ଵାରା ଜାତକ ଦେଖାଇ ତାହାକୁ ଶୋଧନ କରିପାରିବେ । ରୂପ ମୁଦି ରେ ରୁଙ୍ଗା ପଥର ବସାଇ ଧାରଣ କରନ୍ତୁ ଏହା ଆପଣ ଙ୍କୁ ସମସ୍ତ ଦୁଃଖରୁ ଦୁର କରିବାରେ ସହାୟକ ହେବ ।

ଶ୍ରୀକୃଷ୍ଣ:- ଆପଣ ସୁନ୍ଦର ଏବଂ ବ୍ୟକ୍ତିତ୍ଵ ପୂର୍ଣ୍ଣ ବ୍ୟକ୍ତି ଅନ୍ୟର ମାନ ମୋହିଲା ପରି କଥା କହି ଆପଣ ସେମାନେ ଙ୍କୁ ନିଜ ଆଡ଼କୁ ଆକର୍ଷଣ କରିପାରନ୍ତି । ଆପଣ ଚତୁର ଏବଂ ସମାଜ ରେ ଖ୍ୟାତି ସଂପୂର୍ଣ୍ଣ ବ୍ୟକ୍ତି ଅଟନ୍ତି । ଅତୀତ ରେ ମନ୍ଦ ମନ୍ଦ ରେ ଦୁଃଖ ଭୋଗ କରି ଆପଣ ବୋହୁତ ଚିନ୍ତିତ ହୋଇପଡିଛନ୍ତି । କିନ୍ତୁ ବର୍ତ୍ତମାନ ଠାରୁ ଆଉ କୌଣସି ମଣ୍ଡ ଭୋଗ ନାହିଁ । ସନ୍ତାନ ସୁଖ ଆପଣ ଲଭି ପାରିବେ । ପରିବାର ତରଫ ରୁ ମଧ୍ୟ କିଛି ଦୁଃଖ ମିଳୁଥିଲା କିନ୍ତୁ ଏବେ ଠାରୁ ପରିବାର ଅନ୍ୟ ମନେ ଅପ ଙ୍କୁ ନିଶ୍ଚିତ ସାହାର୍ଯ୍ୟ ଏବଂ ସହାୟକ କରିବେ । ସନ୍ତାନ ସୁଖ ରେ ଆନନ୍ଦ ପାଇବେ । ଆର୍ଥିକ ଅବସ୍ଥା ରେ ଉନ୍ନତି ଘଟିବ । ପରିସ୍ଥିତି ରେ ଉନ୍ନତି ଘଟିବା । ଧନ ଆୟ ଯାହା ରହିବା ବେୟ କମିଯିବ ।

ଅର୍ଥାତ୍ ଆପଣ ସଞ୍ଚୟ ଅଧିକ କରିପାରିବେ । ବର୍ତ୍ତମାନ ଆପଣ ନା ନା ବ୍ୟସ୍ତ ରେ ପଡ଼ି ଛଟପଟ ହଉଛନ୍ତି । କିନ୍ତୁ ଏହି ଦୁଃଖ ଆଉ ମାତ୍ର କିଛି ଦିନ ପରେ ଦୁର ହେବ । ଆପଣ ଙ୍କ ଭାଗ୍ୟ ରେ ସୁଧାର ଆସିବ । ଆପଣା ର ଲୋକ ପର ହୋଇଯିବେ । ଆପଣ ଙ୍କ ଦଶା ରେ ଆପଣ ସର୍ବହରା ହୋଇଯାଇଛନ୍ତି କିନ୍ତୁ କିଛି ସମୟ ମଧ୍ୟ ରେ ଆପଣ ନିଜର ସେହି ଦିନ କୁ ପୁଣି ଫେରି ପାଇ ପାରିବେ । କିନ୍ତୁ ଇଶ୍ଵର ଙ୍କ କୃପା ରୁ ଆପଣ ଙ୍କ ର ଅଟେ ଅସୁବିଧା ହୋଇନାହିଁ । ଆପଣ ଅସ୍ତିକ ସ୍ଵଭାବ ର ବ୍ୟକ୍ତି ଭଗବାନ ଙ୍କ ନିକଟ ରେ ଆପଣ ଙ୍କର ଆଶ୍ୱସ୍ତି ସଡ ସର୍ବଦା ଜାଗ୍ରତ । ସେହି କାରଣ ରୁ ଆପଣ ବୋହୁତ ବିପଦ ରୁ ରକ୍ଷା ପାଇଁ ପାରିଛନ୍ତି

Leave a Reply

Your email address will not be published. Required fields are marked *