ନମସ୍କାର ବନ୍ଧୁଗଣ , ଆଧୁନିକ ଯୁଗରେ ଯୁବାପିଢିଙ୍କୁ ଜ୍ଞାନ ସହ ସମ୍ବନ୍ଧୀୟ ତତ୍ଵ ପ୍ରଦାନ କରିବା ଉଦେଶ୍ୟରେ ଆଜି ଆମେ ଆପଣମାନଙ୍କ ଆଗକୁ ଆଣିଛୁ ସାଧାରଣ ଜ୍ଞାନ ପ୍ରତିଯୋଗୀତା । ଆଜି କାଲି ସବୁ କ୍ଷେତ୍ରରେ ସାଧାରଣ ଜ୍ଞାନର ଆବଶ୍ୟକତା ରହିଛି । ସାମାନ୍ଯ ଛାତ୍ର ଠାରୁ ଆରମ୍ଭ କରି ବ୍ୟବସାୟ ପର୍ଯ୍ୟନ୍ତ ଜ୍ଞାନ ଜରୁରୀ ଅଟେ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଏବଂ ତହିର ଉତ୍ତର ।
1- ଶରୀରର କେଉଁ ଅଙ୍ଗରୁ ଝାଳ ବାହାରେ ନାହିଁ ?
ଉତ୍ତର : ଓଠ।
2- କେଉଁ ଜୀବ ନଖାଇ ୧୦ବର୍ଷ ବଞ୍ଚିପାରେ ?
ଉତ୍ତର : ବୁଢିଆଣ ।
3 – ହାତୀ ମୁହଁରେ କେତୋଟି ଦାନ୍ତ ଅଛି ?
ଉତ୍ତର : ୨୬ ।
4 – ଘରେ କଣ ରଖିଲେ ବେଙ୍ଗ ଆସନ୍ତି ନାହିଁ ?
ଉତ୍ତର : ଭିନେଗାର ।
5- ସବୁଠାରୁ ଛୋଟ ଅଣ୍ଡା କେଉଁ ପକ୍ଷୀ ଦିଏ ?
ଉତ୍ତର : ହମିଙ୍ଗ ବାର୍ଡ।
6- କେଉଁ ପକ୍ଷୀ ଭୋକ ସମୟରେ ପଥର ଖାଇଥାଏ ?
ଉତ୍ତର : ଓଟପକ୍ଷୀ ।
7- କେଉଁ ଜୀବ ମୁହଁରେ ଶବ୍ଦ ବାହାରେ ନାହିଁ ?
ଉତ୍ତର : ଜିରାଫ ।
8- କେଉଁ କାଠ ସୁନାଠୁ ବି ବେସୀ ଦାମୀ ?
ଉତ୍ତର : ଲାଲ ଚନ୍ଦନ ।
9- ମୁଁ ସମୁଦ୍ରରେ ଜନ୍ମ ନିଏ ହେଲେ ଆପଣମାନଙ୍କ ଘରେ ରୁହେ, ମୁଁ କିଏ ?
ଉତ୍ତର : ଲୁଣ ।
10 – ଭାରତର କେଉଁ ରାଜ୍ୟର ଲୋକଙ୍କର ଆଧାରକାର୍ଡ ବନାଯାଏ ନାହିଁ ?
ଉତ୍ତର : ଜାମ୍ମୁ କାଶ୍ମୀର ।
11- ଶ୍ରୀ ଚୈତନ୍ୟ କେବେ ଓ କେଉଁଠି ଜନ୍ମଗ୍ରହଣ କରିଥିଲେ ?
ଉତ୍ତର : 1485 ରେ ବଙ୍ଗଳାରେ ।
12 – କେଉଁ ଗଛ ସାପର ବିଷକୁ କାଢି ନେଇଥାଏ ?
ଉତ୍ତର : କାଙ୍କଡ଼ ।
13 – କେଉଁ ଜୀବ ଆଖି ଦ୍ଵାରା ଶୁଣିପାରେ ?
ଉତ୍ତର : ପାଣିବେଙ୍ଗ ।
14- କେଉଁ ପକ୍ଷୀକୁ ଛୁଇଁବା ମାତ୍ରେ ମରିଯାଏ ?
ଉତ୍ତର : ଟିଟୋନି ।
15 – ବିଶ୍ଵର ସବୁଠାରୁ ବଡ ପକ୍ଷୀ ନାମ କଣ ?
ଉତ୍ତର : ଅଷ୍ଟ୍ରିଚ ।
16 – କେଉଁ ଗଛର ପତ୍ରରୁ ନୂଆ ଗଛ ତିଆରି ହୋଇଥାଏ ?
ଉତ୍ତର : ଅମରପୋଇ ।
17 – କେଉଁ ଜୀବ ଝିଭ ଦ୍ଵାରା ଶୁଣି ପାରେ ?
ଉତ୍ତର : ସାପ ।
18 – କେଉଁ ଜୀବ ଆଖି ଓ କାନ ବାଟେ ନିଶ୍ଵାସ ନିଏ ?
ଉତ୍ତର : ହରିଣ ।
19 – କେଉଁ ଜୀବର ଲାଞ୍ଜ କଟିଗଲେ ରକ୍ତ ବାହାରେ ନାହିଁ ?
ଉତ୍ତର : ଝିଟିପିଟି ।
20 – ଫ୍ରିଜରେ କେଉଁ ଫଳ ରଖି ଖାଇଲେ ତାହା ବିଷ ହୋଇଥାଏ ?
ଉତ୍ତର : ତରଭୁଜ ।
ଆପଣଙ୍କୁ ଯଦି ଏଭଳି ପୋଷ୍ଟ ଭଲଲାଗେ । ତେବେ ଆମ ପେଜ୍ଜ ଲାଇକ, ଶେୟାର ଓ କମେଣ୍ଟ କରନ୍ତୁ ।