ଗାଈ ଉପରେ ହାତ ରଖି କହିଦିଅନ୍ତୁ ଏହି 1 ମନ୍ତ୍ର, ସବୁ ଇଛା ହେବ ପୂର୍ଣ୍ଣ

ବନ୍ଧୁଗଣ ହିନ୍ଦୁ ଧର୍ମରେ ଗାଈ କୁ ଗୋମାତା ଅର୍ଥାତ ମାତାର ବୋଲି କୁହାଯାଇଥାଏ । ଶାସ୍ତ୍ର ଅନୁଯାୟୀ ଆମେ ଭଗବାନଙ୍କୁ ପ୍ରସନ୍ନ କରିଲେ ଆମ ଜୀବନରେ ଭଲ ସମୟ ଆସିଥାଏ । ଏବଂ ଆମର ସମସ୍ତ ଦୁଃଖ କଷ୍ଟ ଦୁର ହୋଇଥାଏ । ଗୋମାତା ସ୍ଵୟଂ ଭଗବାନ ଙ୍କ ରୂପ ବୋଲି ମାନ୍ୟତା ରହିଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି  କିଛି ଚମତ୍କାରୀ ଉପାୟ କହିବୁ ଯାହା ଫଳରେ ଗୋମାତା ନିଜର ଆଶୀର୍ବାଦ ଦେଇଥାନ୍ତି ଏବଂ ଜୀବନରେ ସୁଖ ଶାନ୍ତି ରହିଥାଏ । ତେବେ ଚାଲନ୍ତୁ ଜାଣିବା ।

୧:- ବନ୍ଧୁଗଣ ଗାଈ କୁ ଆମେ ଖାଇବା ପାଇଁ ଖାଦ୍ୟ ଦେଇଥାଉ । ତେବେ ଆପଣମାନେ ବହୁତ ଜାଗାରେ ସୁଣିଥିବେ କି ଗାଈକୁ ରୁଟି ଦେବା ଅନୁଚିତ ଏପରି କରିବା ଦ୍ୱାରା ବିଘ୍ନ ଘଟିଥାଏ । କିନ୍ତୁ ବନ୍ଧୁଗଣ ଗାଈ ଆମର ଗୋମାତା ଅଟେ ଆମେ ଗାଈକୁ ରୁଟି,ଫଳ, ପରିବା କିଛି ମଧ୍ୟ ଖାଇବାକୁ ଦେଇପାରିବା । ଖାଇବାକୁ ଦେବା ପରେ ଗାଈ ମୁଣ୍ଡରେ ଆଉଁସିବା କଥା ।

ଗାଈକୁ ନିଜର ଡାହାଣ ହାତରେ ଖାଇବାକୁ ଦିଅନ୍ତୁ ଏବଂ ସେହି ହାତରେ ତାକୁ ଆଉଁସନ୍ତୁ । ଏହା ଦ୍ବାରା ଘରେ ଘଟୁଥିବା ସମସ୍ତ ସମସ୍ୟାର ଅନ୍ତ ହୋଇଥାଏ । ଏମିତି କରିଲେ ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ତ ଚିନ୍ତା ଦୂର ହୁଏ । ବ୍ୟକ୍ତିର ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ । ଆପଣଙ୍କ ସମସ୍ତ ଦୁଃଖ ଦୂର ମଧ୍ୟ ହେବ ।

୨:- ଗାଈକୁ ଆମର ଗୋମାତା ଅଟେ ଅର୍ଥାତ ସେ ବି ଆମର ମା ତେଣୁ କେବେ ମଧ୍ୟ ଗାଈକୁ ମାରନ୍ତୁ ନାହିଁ । କି ଯଦି ଗାଈ ଘର ବାହାରେ ଠିଆ ହୋଇଛି ତାକୁ ତଡନ୍ତୁ ନାହିଁ । ଏମିତି କରିବା ଦ୍ୱାରା ଗାଈର ଅପମାନ ହୋଇଥାଏ । ଯାହା ସ୍ଵୟଂ ଭଗବାନ ଙ୍କୁ ଅପମାନ କରିବା ସହ ସମାନ ହୋଇଥାଏ ।

ଗାଈ ଯଦି ଘର ବାହାରେ ଠିଆ ହୋଇଛି ତେବେ ତାକୁ ମୁଣ୍ଡିଆ ମାରନ୍ତୁ ଏବଂ ଘରେ ଯାହା ବି ଅଛି ତାକୁ ଖାଇବାକୁ ଦିଅନ୍ତି । ଏମିତି କରିବା ଦ୍ୱାରା ଗୋମାତା ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ସମସ୍ତ ଦୁଃଖ ଦୂର କରିଥାନ୍ତି । ଆପଣଙ୍କ ଜୀବନରେ ଖୁସି ଭରି ଦିଅନ୍ତି । ଆପଣଙ୍କ ଯଦି କୌଣସି କାର୍ଯ୍ୟ ହୋଇପାରିନାହିଁ ତାହା ମଧ୍ୟ ଗୋମାତା ଆଶୀର୍ବାଦ ରି ପୂରଣ ହୁଏ ।

୩:- ବନ୍ଧୁଗଣ ଯଦି ଆପଣଙ୍କ ଜୀବନରେ କିଛି ସମସ୍ୟା ରହୁଚି । ଏବଂ ଦୀର୍ଘ କିଛି ଦିନ ହେବ ଆପଣ ବହୁତ ଚିନ୍ତାରେ ରହୁଛନ୍ତି । ତେବେ ଗୁରୁବାର ସକାଳୁ କିଛି ଫଳ ଏବଂ ପରିବା ନେଇ ଗୋମାତା କୁ ଖାଇବାକୁ ଦିଅନ୍ତୁ । ଗୋମାତା ଖାଇସାରିବା ପରେ ତାକୁ ନମସ୍କାର କରନ୍ତୁ । ଗୋମାତା ମୁଣ୍ଡରେ ନାଲି ସୁନ୍ଦର ଲଗାଇ ତା କାନରେ ନିଜର ଦୁଃଖ ବା ସମସ୍ୟା ଜଣାନ୍ତୁ ।

ଏବଂ ଏହା ପରେ ଗୋମାତା କୁ ନିଜ ହାତରେ ଆଉଁସି ଦିଅନ୍ତୁ । ଏପରି କରିବା ଦ୍ବାରା ଆପଣଙ୍କ ଜୀବନରେ ଯେଉଁ ସମସ୍ୟା ମାନ ରହିଛି ସବୁ ଦୂର ହୋଇଥାଏ । ଏବଂ ଆପଣଙ୍କୁ ଖୁବ ଶୀଘ୍ର ଖୁସିର ଖବର ମିଳିଥାଏ । ଗୋମାତା ନିଜର କୃପା ଦୃଷ୍ଟି ଆପଣଙ୍କ ଉପରେ ରଖିଥାନ୍ତି । ତେବେ ବନ୍ଧୁଗଣ ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *