ଆଜି ରାତିଠାରୁ ଦୀର୍ଘ 71 ବର୍ଷ ପର୍ଯ୍ୟନ୍ତ ଏହି ରାଶି ଉପରେ ଧନ ଲୁଟେଇବେ ଶ୍ରୀ ଗଣେଶ, ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ !

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଆମ ଜୀବନରେ ବହୁତ ମହତ୍ତ୍ଵ ରଖିଥାଏ । ବ୍ୟକ୍ତିର ଜୀବନରେ ଆସିଥିବା ସମସ୍ତ ଉତନ ଏବଂ ପତନ ଗ୍ରହ ମାନଙ୍କ ସ୍ଥିତି ପରିବର୍ତ୍ତନ କାରଣରୁ ହୋଇଥାଏ । ଭଗବାନ ଶ୍ରୀ ଗଣେଶ ଙ୍କୁ ଭିଘ୍ନହର୍ତା ବୋଲି କୁହାଯାଇଥାଏ । ପ୍ରତେକ ଶୁଭ କାର୍ଯ୍ୟ ର ଆରମ୍ଭ ପୂର୍ବରୁ ପ୍ରଭୁ ଶ୍ରୀ ଗଣେଶ ଙ୍କ ନାମ ନିଆଯାଇଥାଏ । ଶ୍ରୀ ଗଣେଶ ଙ୍କ କୃପା ଯେଉଁ ବ୍ୟକ୍ତି ଉପରେ ରହିଥାଏ ସେହି ବ୍ୟକ୍ତିର ଜୀବନରେ କୌଣସି ସମସ୍ୟା ଆସେନାହିଁ ।

ତେବେ ଦୀର୍ଘ ୭୧ ବର୍ଷ ପରେ ଗ୍ରହ ମାନଙ୍କ ସ୍ଥିତିରେ ଏପରି ସଂଯୋଗ ହେଉଛି ଯାହା ଦ୍ଵାରା ଭଗବାନ ଶ୍ରୀ ଗଣେଶ ଙ୍କ କୃପା କିଛି ରାଶି ମାନଙ୍କ ଉପରେ ରହିବାକୁ ଯାଉଛି । ଏହି ରାଶିର ବ୍ୟକ୍ତି ମାନଙ୍କ ଭାଗ୍ୟର କବାଟ ଖୋଲିବାକୁ ଯାଉଅଛି । ଏହି ରାଶିର ବ୍ୟକ୍ତି ମାନଙ୍କୁ ଦୁନିଆର ସବୁ ଖୁସି ମିଳିବାକୁ ଯାଉଛି ।  ତେବେ ଚାଲନ୍ତୁ ଜାଣିବା ।

ବୃଷ ରାଶି:- ବନ୍ଧୁଗଣ ପ୍ରଥମ ରାଶିଟି ହେଉଛି ବୃଷ ରାଶି । ବହୁତ ଦିନ ପରେ ବୃଷ ରାଶିର ଲୋକଙ୍କ ଜୀବନେଉ ଏବେ ଖରାପ ସମୟ ସମାପ୍ତ ହେବାକୁ ଯାଉଛି । ଯାହାଫଳରେ ଏହି ରାଶି ଲୋକଙ୍କୁ ଖୁବ ସଫଳତା ପ୍ରାପ୍ତ ହେବ । ଏମାନଙ୍କ ଭାଗ୍ୟ ଏକଦମ ବଦଳିଯିବ । ବିଦ୍ୟାର୍ଥୀ ମାନଙ୍କୁ ଉତ୍ତମ ଫଳ ପ୍ରାପ୍ତ ହେବ । ବ୍ୟାପାର ବାଣିଜ୍ୟରେ ଖୁବ ସଫଳତା ମିଳିବ । ସମୟ ଆପଣଙ୍କ ପାଇଁ ଖୁବ ଶୁଭ ରହିଛି । ପ୍ରଭୁ ଗଣେଶଙ୍କର ଆରାଧନା କରନ୍ତୁ ।

କନ୍ୟା ରାଶି:- ବନ୍ଧୁଗଣ ଦୂତିୟ ରାଶିଟି ହେଉଛି କନ୍ୟା ରାଶି । ଏହି ରାଶିର ବ୍ୟକ୍ତି ମାନଙ୍କୁ ଆର୍ଥିକ ପରିସ୍ଥିତିରୁ ସମାଧାନ ମିଳିବ । ପ୍ରଭୁ ଗଣେଶ ଙ୍କ କୃପାରୁ ଆପଣ ଜୀବନରେ ସଫଳତାରେ ସିଦ୍ଧ ହେବେ । ବ୍ୟବସାୟ କ୍ଷେତ୍ରରେ ଅଧିକ ଲାଭ ଫଳପ୍ରଦ ହେବ । ପ୍ରଭୁ ଗଣେଶ ଙ୍କୁ ଆରାଧନା କରି କାର୍ଯ୍ୟ ଆରମ୍ଭ କଲେ ଆପଣ ନିଶ୍ଚିତ ଭାବରେ ସଫଳ ହେବେ । ବ୍ୟବସାୟ କ୍ଷେତ୍ରରେ ଆପଣ ନିଜକୁ ଉତ୍ସାହିତ ମନେ କରିବେ । ପ୍ରଭୁ ଗଣେଶ ଙ୍କ କୃପାରୁ ଆପାଙ୍କ ଭାଗ୍ୟ ସୁଖମୟ ହେବ ।

ତୁଳା ରାଶି:- ବନ୍ଧୁଗଣ ତୃତୀୟ ରାଶିଟି ହେଉଛି ତୁଳା ରାଶି । ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଶ୍ରୀଗଣେଶ ଙ୍କ ବିଶେଷ କୃପା ରହିବ I ଆପଣ ପରିଶ୍ରମ ଅନୁସାରେ ଫଳ ପ୍ରାପ୍ତି କରିବେ I ଘର ପରିବାର ରେ ଶୁଭ ସମାଚାର ପ୍ରାପ୍ତି କରିବେ I ଆପଣ ଙ୍କ ଜୀବନ ରେ ଅନେକ ସକାରାତ୍ମକ ପରିବର୍ତନ ଆସିବ I ଆପଣ ଲଗାତାର ଉର୍ନତି ର ପଥ ରେ ଅଗ୍ରସର ହେବେ I କାର୍ଯ୍ୟ କ୍ଷେତ୍ର ରେ ଥିବା ସବୁ ବାଧା ବିଘ୍ନ ଦୂର ହେବ I ଆପଣ ଙ୍କ ର ମନ ପ୍ରସନ୍ନ ରହିବ I ଜୀବନସାଥୀ ଙ୍କ ସହ ଉତ୍ତମ ସମୟ ବ୍ୟତୀତ କରିବେ I

କୁମ୍ଭ ରାଶି:- ବନ୍ଧୁଗଣ ଚତୁର୍ଥ ରାଶିଟି ହେଉଛି କୁମ୍ଭ ରାଶି । ଏହି ରାଶିର ବ୍ୟକ୍ତିମାନଙ୍କୁ ଆସୁଥିବା ଦିନରେ ବ୍ୟାଙ୍କ ସମ୍ବନ୍ଧିତ କାର୍ଯ୍ୟରେ ଭଲ ଲାଭ ମିଳିବ । ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । କଠିନ କାର୍ଯ୍ୟ ସହଜରେ ସମାଧାନ କରିବେ । ଧର୍ମ କାର୍ଯ୍ୟ ପ୍ରତି ମନବଳାଇ ବହୁତ ଶାନ୍ତି ପାଇବେ । ପରିବାରରେ କାହାର ସ୍ଵାସ୍ଥ୍ୟ ସମସ୍ୟା ଥିଲେ ତାହା ଦୂର ହୋଇଯିବ । ଦୂରଯାତ୍ରା କରିବା ଦ୍ଵାରା ନିଜକୁ ସୁସ୍ଥ ଅନୁଭବ କରିବେ । ଧନ ଲାଭ ହେବ । ତେବେ ବନ୍ଧୁଗଣ ଶ୍ରୀ ଗଣେଶ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ଶ୍ରୀ ଗଣେଶ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *