ଯଦି ଘରେ ଦେଖାଯାଏ ଝିଟିପିଟି , ତୁରନ୍ତ କରନ୍ତୁ ଏହି କାମ , ମୁହଁରୁ ବାହାରିବା ମାତ୍ରେ ମନୋକାମନା ତୁରନ୍ତ ହେବ ପୂର୍ଣ୍ଣ

ନମସ୍କାର ବନ୍ଧୁଗଣ ମନୁଷ୍ୟ ଜୀବନ ରେ ବିଭିନ୍ନ ଘ-ଟ-ଣା ଘ-ଟି-ଥା-ଏ । କିନ୍ତୁ ତାହାର ପୂର୍ବାଭାସ ମନୁଷ୍ୟ କୁ ମିଳି ନଥାଏ । ପଶୁ ପକ୍ଷୀ ଙ୍କ ଦ୍ଵାରା ମନୁଷ୍ୟ କୁ କିଛି ସଂକେତ ପ୍ରାପ୍ତ ହୋଇଥାଏ ଯାହା ଭବିଷ୍ୟତ ରେ ହେବାକୁ ଥିବା ଘ-ଟ-ଣା ର ସୂଚନା ପ୍ରଦାନ କରିଥାଏ । ସେହିପରି ଝିଟିପିଟି ଦ୍ୱାରା ମଧ୍ୟ ମନୁଷ୍ୟ କୁ ବିଭିନ୍ନ ସଙ୍କେତ ପ୍ରାପ୍ତ ହୋଇଥାଏ । ଝିଟିପିଟି କୁ ଦେଖିବା ଅଥବା ଆପଣଙ୍କ କୌଣସି ଅଙ୍ଗ ରେ ଝିଟିପିଟି ର ପଡ଼ିବା ଦ୍ୱାରା ଭବିଷ୍ୟତ ରେ ହେବାକୁ ଥିବା ଶୁଭ ବା ଅଶୁଭ ଘ-ଟ-ଣା ର ସଂକେତ ମିଳିଥାଏ । ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଯଦି ଆପଣ ଅଥବା ଆପଣଙ୍କ ପରିବାର ର କୌଣସି ସଦସ୍ୟ ପୂଜା କରୁଥିବା ସମୟ ରେ ଭୁମିରେ ଝିଟିପିଟି କୁ ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଯେବେବି ଆପଣ ଠାକୁର ପୂଜା କରୁଥିବା ସମୟରେ ଝିଟିପିଟି କୁ ଦେଖନ୍ତି ସେତେବେଳେ ତୁରନ୍ତ କିଛି ନାଲି ସିନ୍ଦୂର ଓ ଅରୁଆ ଚାଉଳ ଆଣି ଝିଟିପିଟି ଉପରେ ପକାନ୍ତୁ । ଏବଂ ଆଖି ବୁଜି ହାତ ଯୋଡ଼ି ନିଜ ମନ ଭିତରେ ଅପୂର୍ଣ୍ଣ ହୋଇଥିବା ମନୋକାମନା ପୂର୍ଣ୍ଣ ହେବା ନିମନ୍ତେ ପ୍ରାର୍ଥନା କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ମନୋସ୍କାମନା ପୂରଣ ହୋଇଯିବ । ଏବଂ ଆପଣଙ୍କ ଜୀବନରେ ଧନର ଆଗମନ ହେବ ।


୨. ବନ୍ଧୁଗଣ ଦ୍ବିତୀୟତଃ, ଯଦି ଆପଣ ଖାଉଥିବା ସମୟରେ ଝିଟିପିଟି ର ଶବ୍ଦ ଶୁଣା ଯାଇଥାଏ , ତେବେ ତାହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । କିନ୍ତୁ ଯଦି ଆପଣ ନୂଆ ଘର କରିଛନ୍ତି ଏବଂ ସେହି ଘରେ ପ୍ରବେଶ କରିବା ସମୟରେ ମରି ଯାଇଥିବା ଝିଟିପିଟି କୁ ଦେଖୁଛନ୍ତି ତେବେ ତାହା ବହୁତ ଅଶୁଭ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ଘରେ କୌଣସି ନ-କ-ରା-ତ୍ମ-କ ଉର୍ଜା ବିଦ୍ୟମାନ ରହିଛି ଏବଂ ଏହା ଆପଣଙ୍କ ପରିବାର ସଦସ୍ୟ ଙ୍କ ସ୍ୱାସ୍ଥ୍ୟରେ କୁପ୍ରଭାଵ ପକାଇଥାଏ ।
୩. ବନ୍ଧୁଗଣ ତୃତୀୟତଃ, ଯଦି ଆପଣଙ୍କ ଡାହାଣ କାନ୍ଧରେ ଝିଟିପିଟି ପଡୁଛି ତେବେ ଏହାର ଅର୍ଥ ଆପଣଙ୍କ ସମାଜ ରେ ମାନ ସମ୍ମାନ ପ୍ରତିଷ୍ଠା ହେବ । କିନ୍ତୁ ଯଦି ଆପଣଙ୍କ ବାମ କାନ୍ଧ ରେ ଝିଟିପିଟି ପଡ଼ିବ ତେବେ ଏହାର ଅର୍ଥ ଆପଣଙ୍କ ର ଭବିଷ୍ୟତ ରେ ଆର୍ଥିକ ହା-ନି ହୋଇପାରେ ।


୪. ବନ୍ଧୁଗଣ ଚତୁର୍ଥତଃ , ଯଦି ଝିଟିପିଟି ଆପଣଙ୍କ ପେଟ ରେ ପଡୁଛି ତେବେ ଏହାର ଅର୍ଥ ଆପଣଙ୍କୁ ଭବିଷ୍ୟତ ରେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିବ । କିନ୍ତୁ ଯଦି ଝିଟିପିଟି ଆପଣଙ୍କ ଛାତି ରେ ପଡୁଛି , ତେବେ ଏହାର ଅର୍ଥ ଆପଣଙ୍କୁ ଭବିଷ୍ୟତ ରେ ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତ ହେବ । ଏହା ସହ ଝିଟିପିଟି ଯଦି ଆପଣଙ୍କ ଆଣ୍ଠୁ ରେ ପଡିଯାଏ ତେବେ ଏହା ମଧ୍ୟ ବହୁତ ଶୁଭ ସଙ୍କେତ ଅଟେ ।


୫. ବନ୍ଧୁଗଣ ପଞ୍ଚମତଃ , ପୂଜା କରୁଥିବା ବେଳେ ଝିଟିପିଟି କୁ ଦେଖିବା ମାତ୍ରେ ଆପଣ ଝିଟିପିଟି ଉପରେ ଗଙ୍ଗାଜଳ ଛିଞ୍ଚି ଦିଅନ୍ତୁ । ଏବଂ ଗୋଟିଏ ଦୀପ ଜାଳି ମାତାଲକ୍ଷ୍ମୀ ଙ୍କ ଆରାଧନା କରନ୍ତୁ। ଏହାଦ୍ବାରା ଆପଣଙ୍କ ଜୀବନ ରେ ଥିବା ସମସ୍ତ ସମସ୍ୟା ଦୂର ହେବ ଏବଂ ଆପଣଙ୍କ ଜୀବନରେ ସୁଖ ଓ ସମୃଦ୍ଧି ପ୍ରତିଷ୍ଠା ହେବ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *