ଘରେ କେଉଁ ଫଟୋ ଲଗାଇଲେ ସ୍ୱାସ୍ଥ୍ୟ ଓ ଧନବୃଦ୍ଧି ହୋଇଥାଏ ? ଏହା ସହିତ ପଢନ୍ତୁ ଆଜିର 10ଟି Anuchinta

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ମଧ୍ୟରେ କିଛି ଏପରି ଅନୁଚିନ୍ତା ମନ ନେଇ କରି ଆସିଛୁ, ଯାହାକୁ ଯଦି ଆପଣ ନିଜ ଦୈନଦିନ ଜୀବନରେ ପାଳନ କରି ଚାଲନ୍ତି, ତେବେ ଏହା ଦ୍ଵାରା ଆପଣ ଙ୍କର ଓ ଆପଣ ଙ୍କ ଘର ପରିବାର ର ମଙ୍ଗଳ ହେବ । ବନ୍ଧୁଗଣ ଶାସ୍ତ୍ର ଅନୁସାରେ ସମ୍ବୋଗରତ କୁକୁର କୁ ଦେଖିବା ଅଶୁଭ ହୋଇଥାଏ । ଯଦି କୌଣସି ବ୍ୟକ୍ତି ର ଘର ଚାରି ପାଖରେ ଥରେ ବୁଲିଯାଏ, ତେବେ ସେହି ଘର ପାଇଁ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।

ତାହାଛଡା ସେହି ବ୍ୟକ୍ତି ର ଘର କୁ ମାତା ଲକ୍ଷ୍ମୀ ଙ୍କର ଆଗମନ ମଧ୍ୟ ହୋଇଥାଏ । ଦୀପାବଳୀ ଦିନ ଚୁଚୁନ୍ଦ୍ରା ବା ତିନୋଟି ଝିଟିପିଟି ଏକତ୍ର ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଘରେ ଧନ ପ୍ରାପ୍ତି ହେବା ସହ ଘରର ଉନ୍ନତି ହେବାର ମଧ୍ୟ ସଂକେତ ଦେଇଥାଏ ।

ଘରେ ତୁଳସୀ ଗଛ ଲଗାଇ ତାର ନିୟମିତ ପୂଜା କରିବା ଦ୍ଵାରା ଘରେ ମାତା ଲକ୍ଷ୍ମୀ ଙ୍କର ବାସ ହୋଇଟାହେ । ଏହାଛଡା ଶାଶୁ ବୋହୁ ମଧ୍ୟରେ ମଧ୍ୟ ସୁସମ୍ପର୍କ ସ୍ଥାପନ ହୋଇଥାଏ । ଘରର ଛାତ ଉପରେ ପତାକା ରେ ଓଁ ଲେଖି ଲଗାଇବା ଦ୍ଵାରା ଘରର ମଙ୍ଗଳ ହୋଇଥାଏ । ଘର ର ମୁଖ୍ୟ କବାଟ ଖୋଲିବା ସମୟରେ ଶବ୍ଦ ହେଉଥିଲେ, ତାହା ଘର ପାଇଁ ଅଶୁଭ ହୋଇଥାଏ ।

ଘରର ମୁଖ୍ୟ କବାଟ ଯଦି କାଠ ର ହୋଇଥାଏ, ତେବେ ଏହା ଘର ପାଇଁ ଅତ୍ୟନ୍ତ ମଙ୍ଗଳ ହୋଇଥାଏ । ଘରର ରୋଷେଇ ଘର କୁ ଭୁଲ ରେ ମଧ୍ୟ ଚପଲ ମାଡି ଯିବା ଉଚିତ ହୋଇ ନଥାଏ । ଏହା ଦ୍ଵାରା ଘରେ ବାସ୍ତୁ ର ଦୋଷ ଦେଖା ଦେଇଥାଏ । ଘରେ ସୂର୍ଯ୍ୟମୁଖୀ ଫୁଲ ର ଗଛ ଲଗାଇବା ଦ୍ଵାରା ଏହା ଘର ପାଇଁ ମଙ୍ଗଳକାରୀ ହୋଇଥାଏ ।

ମଙ୍ଗଳବାର ଦିନ କେବେ ମଧ୍ୟ ଧାର ବାକି କିଛି କରିବା ଉଚିତ ହୋଇ ନଥାଏ । ତାହାଛଡା ମଙ୍ଗଳବାର ଦିନ କେବେ ମଧ୍ୟ କଳାବସ୍ତ୍ର ପିନ୍ଧିବା ଉଚିତ ନୁହେଁ । ଭାଙ୍ଗି ଯାଇଥିବା କାଚ କେବେ ମଧ୍ୟ ଘରେ ରଖିବା ଉଚିତ ହୋଇ ନଥାଏ । ଘରେ ପଇସା ରଖିବାର ଆଲମାରୀ ର ଉତ୍ତର ଦିଗ କୁ ରଖିବା ଉଚିତ । ଏହା ଦ୍ଵାରା ଘରର ଆର୍ଥିକ ସ୍ଥିତି ମଜବୁତ ହୋଇ ରହିଥାଏ ।

ଘର ର ଉତ୍ତର ଦିଗ ରେ ମାତା ଲକ୍ଷ୍ମୀ ଓ କୁବେର ଭଗବାନ ଙ୍କର ଫୋଟୋ ଲଗାଇବା ଦ୍ଵାରା ଘରେ କୌଣୟସ ପ୍ରକାରର ଧନ ଜନିତ ସମସ୍ଯା ଆଉ ରହି ନଥାଏ । ମଙ୍ଗଳବାର ଦିନ କେବେ ମଧ୍ୟ ନଖ କାଟିବା ଅବା ଆମିଷ ଭକ୍ଷଣ କରିବା ଉଚିତ ହୋଇନଥାଏ । କାରଣ ଏହା ଦ୍ଵାରା ଜୀବନ ରେ ନକରାତ୍ମକତା ଶକ୍ତି ର ପ୍ରଭାବ ପଡିଥାଏ ।

ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ହସୁଥିବା ପିଲା ମାନଙ୍କର ଫୋଟୋ ଲଗାଇବା ଦ୍ଵାରା ଏହା ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *