ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ଓ ଜବାବ ନେଇ ଆସିଛୁ । ଯେଉଁଥିରେ କିଛି ସାଧାରଣ ଜ୍ଞାନ ସହ ଜଡିତ କିଛି ପ୍ରଶ୍ନ ଅଛି । ସମସ୍ତେ କୌଣସି ନା କୌଣସି ପ୍ରତିଯୋଗୀତା ପରୀକ୍ଷାରେ ଭାଗ ନେଇଥାନ୍ତି । ଏହି ଆଧାରରେ ପ୍ରତିଯୋଗୀତା ପରୀକ୍ଷାରେ ଆସୁ ଥିବା କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହର ଉତ୍ତର ନେଇ ଆସିଛୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।
କେଉଁ ଦେଶରେ ବିବାହ କରିବା ପାଇଁ ପୁଅମାନଙ୍କ ସଂଖ୍ୟା ଝିଅମାନଙ୍କ ତୁଳନାରେ ବହୁତ କମ ଅଛି ?
ଉତ୍ତର:- ବ୍ରାଜିଲ
ଭାରତର କେଉଁ ରାଜ୍ୟର ସୀମା ସବୁଠୁ ଅଧିକ ରାଜ୍ୟର ସୀମା ସହ ଲଗିକି ଅଛି ?
ଉତ୍ତର:- ଉତ୍ତରପ୍ରଦେଶ
ସୁନାର ଆଭୂଷଣ ତିଆରି କରିବା ବେଳେ ସେଥିରେ କଣ ମିଶାଯାଏ ?
ଉତ୍ତର:- ତମ୍ବା
୫ ଓ ୯ ମଧ୍ୟରେ କେଉଁ ଚିହ୍ନ ଲଗାଇଲେ ସଂଖ୍ୟା ଟି ୫ ଠାରୁ ବଡ ଓ ୯ ଠାରୁ ସାନ ହେବ ?
ଉତ୍ତର:- ଦଶମିକ ଚିହ୍ନ
ଏମିତି କେଉଁ ଜିନିଷ ଅଛି ଯାହାକୁ ସମସ୍ତେ ଅନ୍ଧାରରେ ହିଁ କରିଥାନ୍ତି ?
ଉତ୍ତର:- ଆଲୋକ ଜଳାଇବା
ଏମିତି କେଉଁ ଫଳ ଅଟେ ଯାହା କଞ୍ଚା ଥିଲେ ମିଠା ଓ ରୋଷେଇ କରିବା ପରେ ଖଟା କିମ୍ବା କଡା ଲାଗିଥାଏ ?
ଉତ୍ତର:- ସପୁରୀ
ତାହା କଣ ଅଟେ ଜାହର ଆସିବା ଦ୍ଵାରା ଲୋକମାନେ ଆମ ଉପରେ ଛେପ ପକାଇବା ପାଇଁ କୁହନ୍ତି ?
ଉତ୍ତର:- ରାଗ
ତାହା କେଉଁ ତତ୍ଵ ଅଛି ଯାହା ଜଳରେ ମଧ୍ୟ ଆଲୋକ ଦେଇଥାଏ ?
ଉତ୍ତର:- ସୋଡ଼ିଅମ
କେଉଁ କୀଟ ଅଛି ଯାହାର ମସ୍ତିଷ୍କ କାଟିବା ପରେ ମଧ୍ୟ ସେ ଜୀବିତ ରହିଥାଏ ?
ଉତ୍ତର:- ଅସରପା
ସଂସାରର କେଉଁ ଦେଶ ରେ ସବୁଠାରୁ ଅଧିକ ବେରୋଜଗାର ଅଛନ୍ତି ?
ଉତ୍ତର:- ଭାରତରେ
ଏକ ହାତୀ ର ୩ଟି ଛୁଆ ଅଛନ୍ତି । ରାମ, ଶ୍ୟାମ ଏବଂ ଘନଶ୍ୟାମ । ତେବେ ହାତୀ ର ନାମ କଣ ହେବ ?
ଉତ୍ତର:- ହାତୀ ହେବ
ତାହା କଣ ଅଟେ ଯାହା ଦିନରେ ଥାଏ କିନ୍ତୁ ରାତି ରେ ନଥାଏ ?
ଉତ୍ତର:- ସୂର୍ଯ୍ୟ
ଭାରତ ରେ ସବୁ ଠାରୁ ଅଧିକ ମନ୍ଦିର କେଉଁ ରାଜ୍ୟରେ ଅଛି ?
ଉତ୍ତର:- ତାମିଲନାଡୁ
ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ।