Gk Questions & Answers- ଗୋଟିଏ ହାତୀର 3 ଟି ଛୁଆ, ଯାହାଙ୍କ ନାମ ରାମ, ଶ୍ୟାମ ଓ ଘନଶ୍ୟାମ, ତେବେ କୁହନ୍ତୁ ହାତୀର ନାମ କଣ ହେବ ? 99 % ଲୋକ ଫେଲ

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ଓ ଜବାବ ନେଇ ଆସିଛୁ । ଯେଉଁଥିରେ କିଛି ସାଧାରଣ ଜ୍ଞାନ ସହ ଜଡିତ କିଛି ପ୍ରଶ୍ନ ଅଛି । ସମସ୍ତେ କୌଣସି ନା କୌଣସି ପ୍ରତିଯୋଗୀତା ପରୀକ୍ଷାରେ ଭାଗ ନେଇଥାନ୍ତି । ଏହି ଆଧାରରେ ପ୍ରତିଯୋଗୀତା ପରୀକ୍ଷାରେ ଆସୁ ଥିବା କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହର ଉତ୍ତର ନେଇ ଆସିଛୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

କେଉଁ ଦେଶରେ ବିବାହ କରିବା ପାଇଁ ପୁଅମାନଙ୍କ ସଂଖ୍ୟା ଝିଅମାନଙ୍କ ତୁଳନାରେ ବହୁତ କମ ଅଛି ?

ଉତ୍ତର:- ବ୍ରାଜିଲ

ଭାରତର କେଉଁ ରାଜ୍ୟର ସୀମା ସବୁଠୁ ଅଧିକ ରାଜ୍ୟର ସୀମା ସହ ଲଗିକି ଅଛି ?

ଉତ୍ତର:- ଉତ୍ତରପ୍ରଦେଶ

ସୁନାର ଆଭୂଷଣ ତିଆରି କରିବା ବେଳେ ସେଥିରେ କଣ ମିଶାଯାଏ ?

ଉତ୍ତର:- ତମ୍ବା

୫ ଓ ୯ ମଧ୍ୟରେ କେଉଁ ଚିହ୍ନ ଲଗାଇଲେ ସଂଖ୍ୟା ଟି ୫ ଠାରୁ ବଡ ଓ ୯ ଠାରୁ ସାନ ହେବ ?

ଉତ୍ତର:- ଦଶମିକ ଚିହ୍ନ

ଏମିତି କେଉଁ ଜିନିଷ ଅଛି ଯାହାକୁ ସମସ୍ତେ ଅନ୍ଧାରରେ ହିଁ କରିଥାନ୍ତି ?

ଉତ୍ତର:- ଆଲୋକ ଜଳାଇବା

ଏମିତି କେଉଁ ଫଳ ଅଟେ ଯାହା କଞ୍ଚା ଥିଲେ ମିଠା ଓ ରୋଷେଇ କରିବା ପରେ ଖଟା କିମ୍ବା କଡା ଲାଗିଥାଏ ?

ଉତ୍ତର:- ସପୁରୀ

ତାହା କଣ ଅଟେ ଜାହର ଆସିବା ଦ୍ଵାରା ଲୋକମାନେ ଆମ ଉପରେ ଛେପ ପକାଇବା ପାଇଁ କୁହନ୍ତି ?

ଉତ୍ତର:- ରାଗ

ତାହା କେଉଁ ତତ୍ଵ ଅଛି ଯାହା ଜଳରେ ମଧ୍ୟ ଆଲୋକ ଦେଇଥାଏ ?

ଉତ୍ତର:- ସୋଡ଼ିଅମ

କେଉଁ କୀଟ ଅଛି ଯାହାର ମସ୍ତିଷ୍କ କାଟିବା ପରେ ମଧ୍ୟ ସେ ଜୀବିତ ରହିଥାଏ ?

ଉତ୍ତର:- ଅସରପା

ସଂସାରର କେଉଁ ଦେଶ ରେ ସବୁଠାରୁ ଅଧିକ ବେରୋଜଗାର ଅଛନ୍ତି ?

ଉତ୍ତର:- ଭାରତରେ

ଏକ ହାତୀ ର ୩ଟି ଛୁଆ ଅଛନ୍ତି । ରାମ, ଶ୍ୟାମ ଏବଂ ଘନଶ୍ୟାମ । ତେବେ ହାତୀ ର ନାମ କଣ ହେବ ?

ଉତ୍ତର:- ହାତୀ ହେବ

ତାହା କଣ ଅଟେ ଯାହା ଦିନରେ ଥାଏ କିନ୍ତୁ ରାତି ରେ ନଥାଏ ?

ଉତ୍ତର:- ସୂର୍ଯ୍ୟ

ଭାରତ ରେ ସବୁ ଠାରୁ ଅଧିକ ମନ୍ଦିର କେଉଁ ରାଜ୍ୟରେ ଅଛି ?

ଉତ୍ତର:- ତାମିଲନାଡୁ

ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *