ନିଜ ପସନ୍ଦର ଆଇସକ୍ରିମ ଫ୍ଲେବର କୁ ବାଛନ୍ତୁ ଆଉ ନିଜ ଆଗାମୀ ଭବିଷ୍ୟତ ବିଷୟରେ ଗୋଟେ ଖାସ କଥା ଜାଣନ୍ତୁ ( Personality Test )

ତେବେ ଆଜି ଆପଣଙ୍କ ପାଇଁ ଏକ ବଡ଼ ବିଷୟ ରହିଛି ଯାହା କି ଆପଣଙ୍କର ଜାଣିବା ନିହାତି ଦରକାର । ତେବେ ଆଜିର ବିଷୟ ରହିଛି କି ଆପଣଙ୍କ ସାମ୍ନାରେ ଅଲଗା ଅଲଗା ଫ୍ଲେଭର ର ଆଇସ କ୍ରିମ ର ଚିତ୍ର  ରହିଛି ଆଉ ଆପଣଙ୍କୁ ତାହା ଭିତରୁ ଗୋଟିଏ ଫ୍ଲେଭର ବାଛିବାର ଅଛି । ଏହାପରେ ଆମେ ଆପଣଙ୍କ ପାଖରେ ଆପଣଙ୍କ ଭବିଷ୍ୟତ କହିବୁ । ଯେଉଁପ୍ରକାରେ ଦୁନିଆରେ ସବୁ ବ୍ୟକ୍ତି ମାନଙ୍କର ବ୍ୟବହାର ତଥା ମୁହଁ ଅଲଗା ଅଲଗା ହେଇଥାଏ ସେଭଳି ହିଁ ସବୁ ବ୍ୟକ୍ତି ମାନଙ୍କର ପସନ୍ଦ ମଧ୍ୟ ଅଲଗା ଅଲଗା ହେଇଥାଏ । ଏହି ପସନ୍ଦ ନାପସନ୍ଦ ଦ୍ୱାରା ବ୍ୟକ୍ତିର ଭବିଷ୍ୟତ ବିଷୟରେ ମଧ୍ୟ ଜଣା ପଡ଼ିଥାଏ । ତେବେ ଚାଲନ୍ତୁ ଜାଣିବା ।

୧:- ବନ୍ଧୁଗଣ ଆସନ୍ତୁ ଜାଣିବା ନମ୍ବର ୧ ରେ ଥିବା ଆଇସକ୍ରିମ ଫ୍ଲେବର ସମ୍ବନ୍ଧରେ ଯାହା ଭ୍ୟାନିଲା ଫ୍ଲେବର ଅଟେ । ତେବେ ଯଦି ଆପଣ ଭ୍ୟାନିଲା ଫ୍ଲେବର କୁ ବାଛିଛନ୍ତି ଏହାର ଅର୍ଥ ଆପଣଙ୍କ ସମ୍ପର୍କ ବନ୍ଧୁ ଠାରୁ ବି ଅଧିକ ଗଭୀର । ଆପଣ ନିଜ ପାର୍ଟନର ଙ୍କୁ ନିଜର ଭଲ ପାଇବା ସମ୍ବନ୍ଧରେ କହିପାରୁ ନାହାନ୍ତି କିନ୍ତୁ ଆପଣଙ୍କ ମନରେ ତାଙ୍କ ପାଇଁ ବହୁତ ଭଲ ପାଇବା ରହିଛି ।

୨:- ବନ୍ଧୁଗଣ ଯଦି ଆପଣ ୨ ନମ୍ବର ଆଇସକ୍ରିମ ବାଛିଛନ୍ତି ଅର୍ଥାତ୍ ସ୍ତ୍ରବେରୀ ଫ୍ଲେବର ଆଇସକ୍ରିମ ବାଛିଛନ୍ତି ତେବେ ଆପଣ ବହୁତ ଭାବୁକ ଭଳି ଲୋକ ଅଟନ୍ତି । ନିଜର କଳ୍ପନା ଶକ୍ତି ଅଧିକା ଥିବା ହେତୁ ସବୁ ଜାଗାରେ ହାର ମାନିଥାନ୍ତି । ଆପଣଙ୍କୁ ନିଜ କ୍ଷମତା ଉପରେ କେବେ ହେଲେ ବିଶ୍ଵାସ ନଥାଏ । ସେଥିପାଇଁ ଆପଣ ଏତେ ପରାକ୍ରମୀ ହେଲେ ମଧ୍ୟ ଅସଫଳ ହୋଇଥାନ୍ତି ।

୩:- ବନ୍ଧୁଗଣ ଯଦି ଆପଣ ୩ ନମ୍ବର ଆଇସକ୍ରିମ ମାନେ ଚକୋଲେଟ ଫ୍ଲେବର ଆଇସକ୍ରିମ ବାଛିଛନ୍ତି ତେବେ ଆପଣ ଆତ୍ମନିର୍ଭରଶୀଳ ହେବାର ଉଦାହରଣ ହୋଇଥାନ୍ତି । ଆପଣ ନିଜ ଲାଇଫରେ ନିର୍ଦିଷ୍ଟ ଉଦେଶ୍ୟ ରଖି ଆଗକୁ ବଢିଥାନ୍ତି । ଆପଣ ନିଜ ଜୀବନରେ ଅସଫଳ ହେଲେ ମଧ୍ୟ ହାର ନ ମାନି ପ୍ରୟାସ ଜାରି ରଖିଥାନ୍ତି । ଏହି କାରଣରୁ ଆପଣ ସମାଜରେ ଜଣେ ଲିଡର ଭାବେ ପରିଚୟ ପାଇଥାନ୍ତି ।

୪:- ବନ୍ଧୁଗଣ ଯଦି ଆପଣ ୪ ନମ୍ବର ଆଇସକ୍ରିମ ଫ୍ଲେବର ବାଛିଛନ୍ତି ମାନେ ଚକୋଲେଟ ଚିପ ଫ୍ଲେବର ବାଛିଛନ୍ତି ତେବେ ଆପଣ ହୃଦୟର ବହୁତ ଭଲ ମଣିଷ ଅଟନ୍ତି । ଆପଣ ଜଣେ ସକାରାତ୍ମକ ଚିନ୍ତାଧାରା ରଖୁଥିବା ବ୍ୟକ୍ତି ଅଟନ୍ତି । ଆପଣ ସବୁ କଷ୍ଟର ସାମ୍ନା ସାହସର ସହ କରନ୍ତି । ଆପଣଙ୍କ ପାଇଁ ଆପଣଙ୍କ ପରିବାର ବହୁତ ମହତ୍ଵ ରଖିଥାଏ ।

୫:- ବନ୍ଧୁଗଣ ଯଦି ଆପଣ ୫ ନମ୍ବର ଆଇସକ୍ରିମ ଫ୍ଲେବର ଅର୍ଥାତ ବଟରସ୍କଚ୍ଚ କୁ ବାଛିଛନ୍ତି ତେବେ ଆପଣ ଜାଣନ୍ତୁ କି ଆପଣ ଅତ୍ୟନ୍ତ ଧୈର୍ଯ୍ୟବାନ ତଥା ହୃଦୟବାନ ବ୍ୟକ୍ତି ଅଟନ୍ତି । ଆପଣ ଯେଉଁ ଖେତ୍ରରେ ବି ରୁହନ୍ତି ଆପଣ ସବୁ କାର୍ଯ୍ୟ ସଫଳତାର ସହ ତୁଲେଇବାକୁ ଚେଷ୍ଟା କରନ୍ତି । ଆପଣ ସବୁକିଛି କରନ୍ତି ଆଉ ସଫଳତା ବି ପାଆନ୍ତି । ତେବେ ବନ୍ଧୁଗଣ ଆପଣ କେଉଁ ଆଇସକ୍ରିମ ଫ୍ଲେବର ବାଛିଛନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *