ସବୁ ଔଷଧର ବାପା ଅଟେ ଏହି ଫଳ, ଡାଇବେଟିସ, କବଜ, High BP, କ୍ୟାଲ୍ସିଅମ ର ଅଭାବ ସହିତ ଏହି ସବୁ ବଡ ରୋଗରୁ ମିଳିବ ମୁକ୍ତି ( Healthy Tips )

ବନ୍ଧୁଗଣ ସ୍ବାସ୍ଥ୍ୟବାନ ରହିବା ପାଇଁ ଆମକୁ ଅନେକ ପ୍ରକାର ଫଳର ସେବନ କରିବା ନିହାତି ଆବଶ୍ୟକ ହୋଇଥାଏ । ଏହି ପୋଷାକ ତତ୍ତ୍ଵ ଆମ ଶରୀରରେ ନିୟମିତ ଭାବେ ଭରପୁର ମାତ୍ରାରେ ରହିବା ଆବଶ୍ୟକ । ଏହା ସହିତ ଆମ ଶରୀରର ସମସ୍ତ ଅଙ୍ଗ ସୁଚାରିତ ଭାବରେ କାମ କରିଥାଏ । ଏବଂ ଆମ ସ୍ବାସ୍ଥ୍ୟ ଭି ଭଲ ରହିଥାଏ । ସେମିତି ଏକ ଫଳର ଅଞ୍ଜିର ଅଟେ । ଯାହାକୁ ଆମେ ଓଡ଼ିଆରେ ଦୀମିରି କହିଥାଉ ।

ଏହାକୁ ଫଳ ଏବଂ ଡ୍ରାଏ ଫ୍ରୁଟ ଭାବେ ଖାଇପରିବା । ଏଥିରେ ଅନେକ ପ୍ରକାରର ପୌଷ୍ଟିକ ତତ୍ତ୍ୱ ମିଳିଥାଏ । କଣ ଆପଣ ଜାଣିଛନ୍ତି ଯଦି ଆପଣ ଏହି ଫଳର ସେବନ କରିବେ ତେବେ ଆପଣଙ୍କ ଶରୀରର ଅନେକ ପ୍ରକାରର ରୋଗ ଦୁର ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଏହା କେଉଁ ସବୁ ରୋଗପାଇଁ ଲାଭଦାୟକ ଅଟେ

କ୍ୟାନ୍ସର:- ଅଞ୍ଜିର କ୍ୟାନ୍ସର ଭଳି ମାରାତ୍ମକ ରୋଗ ପାଇଁ ବହୁତ ଲାଭଦାୟକ ଅଟେ । ଏହାର ସେବନ କରିବା ଦ୍ଵାରା କ୍ୟାନ୍ସର ଭଳି ରୋଗ ଦୂରେଇ ରହିଥାଏ । ଏଥିରେ ଥିବା ଆଣ୍ଟି କ୍ୟାନ୍ସର ଅନଯାଇମ ଶରୀରରେ ଥିବା କ୍ୟାନ୍ସର ସେଲ ଗୁଡ଼ିକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ । ଏବଂ କ୍ୟାନ୍ସର ହେବାରୁ ରକ୍ଷା କରିଥାଏ ।

ଡାଇବେଟିସ:- ଯଦି ଆପଣ ଡାଇବେଟିସ ରୋଗରେ ପୀଡିତ ତେବେ ଆପଣ ଏହି ଅଞ୍ଜିର ଫଳର ସେବନ କରନ୍ତୁ । ଏହା ଦ୍ବାରା ଶରୀରରେ ଥିବା ସୁଗର ଲେବେଲ କମ ହୋଇଥାଏ ଯାହା ଦ୍ଵାରା ଡାଇବେଟିସ ମୂଳରୁ ଶେଷ ହୋଇଯାଇଥାଏ । ଆପଣ ଏହି ଫଳର ପତ୍ରକୁ ମଧ୍ୟ ଚାହା ଭାବେ ପ୍ରସ୍ତୁତ କରି ପିଇପାରିବେ ।

ପାଚନ ପ୍ରକ୍ରିୟା:- ଅଞ୍ଜୀର ଆମ ଶରୀରରେ ପାଚନ ଶକ୍ତିକୁ ବଢାଇଥାଏ ଯାହା ଦ୍ଵାରା ଏସିଦିଟି, ଗ୍ୟାସ, କବଚ ଭଳି ସମସ୍ୟା ଦୂର ହୋଇଥାଏ । ଏବଂ ଆପଣଙ୍କୁ ସୁସ୍ଥ ମଧ୍ୟ ଲାଗିଥାଏ । ଏଥିରେ ଫାଇବର ନାମକ ପୋଷାକ ଭରପୁର ମାତ୍ରାରେ ରହିଥାଏ ଯାହା ଆମ ଶରୀର ପାଇଁ ବହୁତ ଉପକାରିତା ହୋଇଥାଏ ।

ବ୍ଲଡ ପ୍ରେସର:- ଅଞ୍ଜିର ଖାଇବା ଦ୍ବାରା ବ୍ଲଡ ପ୍ରେସର ନିୟନ୍ତ୍ରଣ ହୋଇଥାଏ । ହାଇ ବ୍ଲଡ ପ୍ରେସର କାରଣରୁ ଦୁନିଆରେ ବହୁତ ଲୋକ ଚିନ୍ତିତ ରହୁଛନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ଅଞ୍ଜିର ର ସେବନ କରିବା ଦ୍ଵାରା ହାଇ ବ୍ଲଡ ପ୍ରେସର ମଧ୍ୟ କଣ୍ଟ୍ରୋଲ ହୋଇଥାଏ । ଏଥିରେ ଥିବା ପୋଟାସିୟମ ଶରୀରରେ ଥିବା ରକ୍ତ କଣିକା ଗୁଡ଼ିକୁ ନିୟନ୍ତ୍ରଣ କରିଥାଏ ଯାହା ଫଳରେ ବ୍ଲଡ ପ୍ରେସର ମଧ୍ୟ କଣ୍ଟ୍ରୋଲ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ।

Leave a Reply

Your email address will not be published. Required fields are marked *