ବାଛନ୍ତୁ ନିଜର ଜନ୍ମବାର ଓ ଜାଣନ୍ତୁ ନିଜର ବ୍ୟକ୍ତିତ୍ଵ ଓ କ୍ଷମତା, କଣ କହୁଛି ଆପଣଙ୍କ ଜନ୍ମବାର ( Personality Test )

ବନ୍ଧୁଗଣ ଆପଣ ଏହି କଥା ଶୁଣିଥିବେ କି ଆମ ଜନ୍ମ ସମୟର ମହତ୍ଵ ଅନେକ ଅଛି କାରଣ ହେଉଛି କି ଆମ ଜନ୍ମ ସମୟ ଏହାର ମାସ ଓ ଏହାର ଦୀନ କୁ ନେଇକି ଆମର ଜାତକ ତିଆରି ହୋଇଥାଏ । ଏହି ଜାତକ ମଧ୍ୟରୁ ଆମେ ଆମ ଭବିଷ୍ୟତ କଥା ଜାଣି ଥାଉ କେବଳ ଏହା ନୁହେଁ ଆମେ ମାନେ ଏହା ଦ୍ଵାରା ଆମ ବର୍ତ୍ତମାନ କଥା ମଧ୍ୟ ଜାଣି ପରି ଥାଉ ।

ଆଜି ଆମେ କହିବା କି ଆମ ଜନ୍ମର ଦିନ ହିସାବରେ ଆମ ସ୍ଵଭାବ କିଭଳି ଆମେ କଣ କରୁ ଏହା ସବୁ ଜାଣିବା । ଆମେ ଯେଉଁ ବାରାରେ ଜନ୍ମ ହୋଇ ଥାଉ ଆମ ବ୍ୟକ୍ତିତ୍ଵ ଓ ଭବିଷ୍ୟତ କୁ ଏହା ପ୍ରଭାବିତ କରିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ କି ଯେଉଁ ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ର ସ୍ଵଭାବ ଓ ଭବିଷ୍ୟତ କିପରି ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ।

ରବିବାର:- ଯେଉଁ ବ୍ୟକ୍ତି ରବିବାର ଜନ୍ମ ଗ୍ରହଣ କରିଥାନ୍ତି ସେହି ବ୍ୟକ୍ତି ବୁଦ୍ଧିମନ୍ତ, ତେଜବନ୍ତ, ବିଚକ୍ଷଣ, ଚତୁର, ଧାର୍ମିକ, ଅତ୍ୟନ୍ତ ଜିଦଖୋର, ଅହୁଗୁଣ ସମ୍ପୂର୍ଣ୍ଣ, ଅଷ୍ଟିର, ଚଞ୍ଚଳମନ୍ତି ହୋଇଥାନ୍ତି । ଏହି ବ୍ୟକ୍ତି ଯେ କୌଣସି କାର୍ଯ୍ୟରେ ଲାଗିଥାନ୍ତି ତାହାକୁ ପୂରଣ କରିଥାନ୍ତି । ଏହି ବ୍ୟକ୍ତି ସତ୍ୟ କହିବାକୁ କେବେବି ପଛଘୁଞ୍ଚା କରନ୍ତି ନାହିଁ ।

ସୋମବାର:- ଯେଉଁ ବ୍ୟକ୍ତି ସୋମବାର ଦିନ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ଧର୍ଯ୍ୟବନ୍ତ୍, ସ୍ତିରବନ୍ତ, ବହୁଗୁଣ ବିଶିଷ୍ଟ, ବିଚାରଶିଳ, ନ୍ୟାୟବନ୍ତ, ଶାସ୍ତ୍ରପ୍ରିୟ, ସୁନ୍ଦର, ରୁପବନ୍ତ, ନିୟମର ବସବନ୍ତି ହୋଇଥାନ୍ତି । ଏହି ବ୍ୟକ୍ତି କେବେ ମଧ୍ୟ କାହାରି ଅନିଷ୍ଠ ଚିନ୍ତା କରନ୍ତି ନାହିଁ । ସବୁବେଳେ ସମସ୍ତଙ୍କ ସୁଖ ପାଇଁ ଭଗବାନ ଙ୍କ ନିକଟରେ ପାର୍ଥାନା କରିଥାନ୍ତି ।

ମଙ୍ଗଳବାର:- ଯେଉଁ ବ୍ୟକ୍ତି ମଙ୍ଗଳବାର ଦିନ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ଅସ୍ଥିରତା ହେତୁ ସବୁ କାର୍ଯ୍ୟରେ ପଛୁଆ ରହିଥାନ୍ତି । କିନ୍ତୁ ଏମାନେ ସତ୍ୟବାଦୀ, ଅତ୍ୟନ୍ତ ଜିଦଖୋର, ଧାର୍ମିକ ବିଶ୍ୱାସ କରନ୍ତି, ଅଧିକ ଖର୍ଚ୍ଚି ହୋଇଥାନ୍ତି । ଏମାନେ ଜୀବନରେ ଆଗକୁ ବଢ଼ିଥାନ୍ତି । କିନ୍ତୁ ଏମାନଙ୍କୁ ବହୁତ ବେଶି ପରିଶ୍ରମ କରିବାକୁ ପଡ଼ିଥାଏ ।

ବୁଧବାର:- ଯେଉଁ ବ୍ୟକ୍ତି ବୁଧବାର ରେ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ବହୁତ ବୁଦ୍ଧିମନ୍ତ, କୋଶଳୀ, ତୀକ୍ଷ୍ଣ, ଅଭୂରଚିତ ଅଟନ୍ତି । ଏମାନେ କୌଣସି ପରିସ୍ଥିତି ରେ ବିଚଳିତ ହୁଅନ୍ତି ନାହିଁ । ଏହି ବ୍ୟକ୍ତି ସବୁ ସମସ୍ୟାକୁ ଚତୁରତା ଦ୍ବାରା ସମାଧାନ କରିଥାନ୍ତି ।

ଗୁରୁବାର:- ଯଦି ଆପଣ ଗୁରୁବାର ରେ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ସଦା ସର୍ବଦା ରହିଥାଏ । ଆପଣଙ୍କୁ ସବୁ କ୍ଷେତ୍ରରେ ସମ୍ମାନ ମିଳିଥାଏ । ଆପଣ ବୁଦ୍ଧି ଓ ଜ୍ଞାନରେ ପ୍ରବଣ ଅଟନ୍ତି । ଆପଣ ସବୁ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି ।

ଶୁକ୍ରବାର:- ଯେଉଁ ବ୍ୟକ୍ତି ଶୁକ୍ରବାର ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ସୁକ୍ରଚାର୍ଯ୍ୟ ଙ୍କ ଭଳି କାର୍ଯ୍ୟ କରିଥାନ୍ତି । ଯେତେ ବଡ କାର୍ଯ୍ୟ ରହିଲେ ମଧ୍ୟ ଏମାନେ ଖୁବ ସହଜରେ ସମାପ୍ତ କରିଥାନ୍ତି । ଏହି ବ୍ୟକ୍ତି ବହୁତ ଧନ ଲାଭ କରିଥାନ୍ତି । ଏମାନେ ଅତ୍ୟନ୍ତ ଚତୁର, ବହୁମୁଖି ଏବଂ ଲୋକପ୍ରିୟ ବ୍ୟକ୍ତି ଅଟନ୍ତି ।

ଶନିବାର:- ଯଦି ଆପଣ ଶନିବାର ଦିନ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ଅସ୍ଥିର, ଅଭିଳାଶି, ସତ୍ୟବାଦୀ, ଏବଂ ନିଜ ବୁଦ୍ଧିରେ ପରିଚାଳିତ ହୋଇଥାନ୍ତି । ଏହି ବ୍ୟକ୍ତିମାନେ ସର୍ବଦା ବିଚଳିତ ରହିଥାନ୍ତି । ଏମାନେ ଦେଖିବାକୁ ବହୁତ ଆକର୍ଷିତ ଓ ସୁନ୍ଦର ହୋଇଥାନ୍ତି । ଏହି ଦିନରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ଅତ୍ୟନ୍ତ ଜିଦଖୋର ହୋଇଥାନ୍ତି । ତେବେ ବନ୍ଧୁଗଣ ଆପଣ କେଉଁ ବାରରେ ଜନ୍ମ ଗ୍ରହଣ କରିଛନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *