ଶ୍ରୀମନ୍ଦିର ପାଇଁ ନୂଆ ନିୟମ, ଜିନ୍ସ ପିନ୍ଧା ଶ୍ରଦ୍ଧାଳୁଙ୍କୁ ଜଗା ଦୁଆର ମନା, ଦେଖନ୍ତୁ କଣ ରହିଛି ସମ୍ପୂର୍ଣ ଖବର

ବନ୍ଧୁଗଣ ଶ୍ରୀ ଜଗନ୍ନାଥ ହେଉଛନ୍ତି ଏ ଜଗତର ନାଥ । ତାଙ୍କୁ ହଜାର ହଜାର ଭକ୍ତବୃନ୍ଦ ପ୍ରାଥନା କରିଥାନ୍ତି । ଏବଂ ତାଙ୍କ ମନସ୍କାମନା ପୂରଣ ପାଇଁ ଭକ୍ତି ରେ ଭରା ଜଗତର ନାଥ ଜଗନ୍ନାଥ ଙ୍କୁ ନିଜ ମନ କଥା ଜଣାଇଥାନ୍ତି । ଜଗନାଥ ଙ୍କୁ ଦର୍ଶନ କରିବାକୁ ପ୍ରତେକ ବ୍ଯକ୍ତିର ଇଛା ରହିଥାଏ । କିନ୍ତୁ ତାଙ୍କର ଦର୍ଶନ କେବଳ ସେଇମାନେ ପାଇଥାନ୍ତି ଯେଉଁ ମାନଙ୍କ ଉପରେ ପ୍ରଭୁ ଜଗନାଥ ଙ୍କ କୃପା ରହିଥାଏ । ଜଗନାଥ ଙ୍କ ଡୋରୀ ଲାଗିଲେ ବ୍ୟକ୍ତି ମହାପ୍ରଭୁ ଙ୍କର ଦର୍ଶନ ପାଇଥାନ୍ତି । ତେବେ ବର୍ତମାନ ଆସିଛି ଗୋଟେ ବଡ ଖବର ତାହା ହେଉଛି ଶ୍ରୀ  ମନ୍ଦିର କୁ ଆସୁଥିବା ଭକ୍ତଙ୍କ ପାଇ ହେଇପାରେ ଡ୍ରେସ କୋଡ ।

ସେଥିପାଇଁ ଚାଲିଛି ଆଲୋଚନା ଏବଂ ପର୍ଯ୍ୟଲୋଚନା ଆନ୍ଧ୍ର ର ତିରୁପତି ପରି ଶ୍ରୀମନ୍ଦିର ର ଭକ୍ତ ଙ୍କ ପାଇ ରହିବ ସ୍ଵତନ୍ତ୍ର ଡ୍ରେସ କୋଡ ବ୍ୟବସ୍ଥା । ପ୍ରଥମ ପର୍ଯ୍ୟୟ ରେ ସେବାୟତ ଓ ଶ୍ରୀ ମନ୍ଦିର ର ପ୍ରଶାସକ କର୍ମଚାରୀ ପିନ୍ଧିବେ ଡ୍ରେସ କୋଡ । ମନ୍ଦିର ର ସଂସ୍କୃତି ଓ ପରମ୍ପରା କୁ ଦୃଷ୍ଟି ରେ ରଖି  ଏହି ନିଷ୍ପତି ନିଆଯାଇଛି  ।

ତେବେ ସାଧାରଣ ଭକ୍ତ ଓ ସେବାୟତ ଙ୍କ ମତ ରେ ଏହା ଠିକ୍ ଅଛି କିନ୍ତୁ ଦୂର ଦୁରାନ୍ତ ରୁ ଆସୁଥିବା ଭକ୍ତ ଙ୍କ ପାଇ ଏହା ଠିକ୍ ନୁହେଁ ସେମାନେ ଙ୍କ ଭକ୍ତି ଭାବନା କୁ ମଠା, ପାଟ କିମ୍ବା ପାରମ୍ପରିକ ଡ୍ରେସ କୋଡ ରେ ସୀମିତ କରିବା ଉଚିତ  ନୁହେଁ । କିନ୍ତୁ ପ୍ରତ୍ୟେକ ଭକ୍ତ ସାଳିନତା ରକ୍ଷା କରି ମନ୍ଦିର ଭିତରକୁ ପ୍ରବେଶ କରିବା ଉଚିତ୍ ।

ଜଗନ୍ନାଥ ମନ୍ଦିର ରେ ଭକ୍ତ ଙ୍କ ପାରମ୍ପରିକ ଡ୍ରେସ କୋଡ କରିବା ଭକ୍ତ ଙ୍କ ପାଇଁ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ମନ୍ଦିର ସଂସ୍କୃତି ପ୍ରବେଶକ । କହିଛନ୍ତି ଧାର୍ମିକ ଦୃଷ୍ଟି କୋଣରୁ ଦେବାଳୟ ରେ ସାଲିନତା ର ପୋଷାକ ପିନ୍ଧିବାରେ ଆସୁବିଧା କେଉଁଠି । ଜଗନ୍ନାଥ ମନ୍ଦିର ରେ ଏହି ନିୟମ ଆଗରୁ ବୋହୁତ ଦିନ ଧରି ଚାଲିଥିଲା ।

କିନ୍ତୁ ଶ୍ରୀମନ୍ଦିର ରେ ବୋହୁତ ଶୀଘ୍ର ଲାଗୁ ହେବ ଏହି ଡ୍ରେସ କୋଡ ନିୟମ । ଯଦି ଏଥିରେ କିଛି ବେତିକ୍ରମ ଦେଖା ଯାଏ । ସେମାନଙ୍କୁ ସେବା କାର୍ଯ୍ୟ ରେ ଅନୁମତି ଦିଆ ଯିବ ନାହିଁ । ଏହି ପରି ନିଷ୍ପତି ନିଆ ଯାଇଛି । ତେବେ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜାଣନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *