ଆପଣ ସବୁ ବେଳେ ଏକ କଥା ମାନେ ରଖିବେ କି ଆମ ଜୀବନରେ କଣ ପାଇଁ କଷ୍ଟ ଆସିଥାଏ । ଏହାକୁ ଆମେ ଆପଣଙ୍କୁ ଏକ କାହାଣୀ ମାଧ୍ୟମରେ କହିବା । ଏକ ଅଞ୍ଚଳରେ ଏକ ଗରିବ କୃଶକ ଥିଲା । ସେହି କୃଶକ ସବୁ ବେଳେ ଭାବୁ ଥାଏ କି ମୁ କାଇ ସବୁ ବେଳେ ଚେଷ୍ଟା କରିବା ପରେ ମଧ୍ୟ ଦୁଃଖ ରହୁଛି । କିଛି ଦିନ ମଧ୍ୟରେ ସେହି ଗ୍ରାମକୁ ବୁଦ୍ଧ ଆସିଲେ । ଅନେକ ସମୟରେ ସେ ଦେଖିବା ପାଇଁ ପାଇଲା କି ଯେଉଁ ମାନେ ଗରିବ ଅଛନ୍ତି ସେମାନେ ସବୁ ବେଳେ ଖୁଶିରେ ଅଛନ୍ତି । ବୁଦ୍ଧ ଙ୍କ ପାଖକୁ ଯାଇକି ସବୁ ବେଳେ ଲୋକମାନେ ନିଜ ହସ ହସ ମୁଖ ନେଇକି ଫେରିଲେ ।
ଏହା ପରେ ସେହି କୃଶକ ଭାବିଲା କି ଯଦି ସବୁ ଲୋକମାନେ ସୁଖରେ ଅଛନ୍ତି ତେବେ ମୁ ମଧ୍ୟ ଶାନ୍ତି ରେ ରହିବି ଖୁଶିରେ ରହିବି । ଅନେକ କଥା ଭବାଇବା ପରେ ସେ ସ୍ଥିର କଳା କି ସେ ବୁଦ୍ଧ ଙ୍କ ପାଖକୁ ଜୀବ କିନ୍ତୁ ଯାଇକି କହିବ କଣ ଏହା ସବୁ ବେଳେ ତାକୁ ଚିନ୍ତାରେ ପକାଇଲା । କଣ କହିବି ମୁ କେଉଁ ବଳି କହିବି ।
ଅନେକ ଚିନ୍ତା ପରେ ସେ ସ୍ଥିର କଲା କି ନାଇ ମୁ ଏବେ ନିଶ୍ଚିତ ଭାବେ ଜୀବି କାରଣ ମୁ ଅନେକ ଚେଷ୍ଟା ପରେ ମଧ୍ୟ ଖୁଶିରେ ରହି ପାରୁନି ତେବେ ମୁ ଜୀବ ପାଇଁ ବାଧ୍ୟ ଅଟେ । ଏହା ଭାବିବା ପରେ ସେ ଦିନେ ଭାବିଲା ଆଜି କେହି ଭି ଯିବା ଆଗରୁ ମୁ ଆଗରୁ ଉଠିକି ଚାଲିଜୀବୀ ଓ ସେହି ଜାଗାରେ ଯାଇକି ମୁ ଆଗ ପହଞ୍ଚି ଜୀବି ।
ଯେଉଁ ଭଳି ଭାବିଲା ସେହି ଭଳି କରିଲା ପରେ ସେ ଚିନ୍ତା କରିବା ଆଗରୁ କିଛି ପ୍ରଶ୍ନ ବୁଦ୍ଧ ତା ଆଗକୁ ଆସିଲେ ପଚାରିଲେ କୁହ କଣ ଅସୁବିଧା ତମର । ସେ କହିଲା ମୋର ଅସୁବିଧା ହେଉଛି କି ମୁ ଅଭୁତ ଗରିବ ସବୁ ବେଳେ ମୁ ହାଡଭଙା କଷ୍ଟ ଅକରୁଛି ମାତ୍ର ଏହା ପରେ ମଧ୍ୟ ମୁ ସଫଳତା ପାଇ ପାରୁନି । ଏହାର କାରଣ କଣ । ବୁଦ୍ଧ କହିଲେ ତୁମେ କଣ ସତରେ ଦୁଃଖୀ ଅଟ ?
କୃଶକ ଜଣଙ୍କ କହିଲା ଆଜ୍ଞା ଆପଣ ଏତେ ବଡ ଷିଦ୍ଧ ମହାତ୍ମା ମତେ ନିଶ୍ଚିତ ଭାବେ ଆପଣ କିଛି ଉପାୟ କୁହନ୍ତୁ । ଏହା ପରେ ବୁଦ୍ଧ କହିଲେ ତୁମେ ଦୁଃଖୀ କାରଣ ତୁମେ କାହାକୁ କେବେହେଲେ ଖୁଶି ଦେଇନା ସବୁ ବେଳେ ନିଜ ପାଇଁ ଚିନ୍ତା କରିଲ ସବୁ ବେଳେ ନିଜ ପାଇଁ କମେଇଲ । କେବେହେଲେ କାହା ସହ ତୁମେ ଭଲରେ ଦୁଇପଦ କଥା ହୋଇଛ ।
କେବେହେଲେ ତୁମେ କାହା ଆଗରେ ନିଜର କଷ୍ଟ କୁ ଛାଡିକି ତା କଷ୍ଟ କୁ ଆପଣେଇଛ ସେଇ ପାଇଁ ତୁମେ ଦୁଃଖୀ ଅଟ, ଯେଉଁ ମାନେ କବଳ ନିଜ ପାଇଁ ବଞ୍ଚି ଥାନ୍ତି ସେମାନେ ଦୁଃଖୀ ଅଟନ୍ତି । ଭଲ ରେ କେବେହେଲେ କଥା ହୋଇ ନଥିବା ଲୋକମାନେ ଆଜି ପଇସା ଥାଇକି ଅମଧ୍ୟ ଦୁଃଖରେ ଅଛନ୍ତି ଓ ଯେଉଁ ମାନାଙ୍କ ପାଖରେ ପଇସା ଅଛି ସେମାନ ମଧ୍ୟ ଦୁଃଖରେ ଅଛନ୍ତି ।