କାହାର ନାମ ଭାବି ହୃଦୟରୁ ବାଛନ୍ତୁ ଯେ କୌଣସି ଗୋଟିଏ ନମ୍ବର ଓ ଜାଣନ୍ତୁ ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି- Love Quiz

ନମସ୍କାର ବନ୍ଧୁଗଣ । ଏହି ଭଳି ରିଡିଂ ବୋଧ ହୁଏ ଆପଣ ପୂର୍ବରୁ ମଧ୍ୟ ନିଶ୍ଚୟ ପଢି ଥିବେ । କିନ୍ତୁ ମଣିଷ ର ମନର ଭାବନା ସମୟ ସମୟରେ ବଦଳି ଥାଏ । ଏପରି ରେ କିଛି ଭାବନା କୁ ସେ କାହା ସମ୍ମୁଖ ରେ ପ୍ରକାଶ କରୁଥିବା ସମୟରେ କିଛି ଭାବନା କୁ ପ୍ରକାଶ କରି ପାରି ନଥାଏ । ଆଜି ଆମେ ପୁଣି ଥରେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ, ଏକ ଏପରି ରିଡିଂ ଯେଉଁ ଥିରେ କି ଆପଣ ତଳେ ଥିବା ଫୋଟୋ ମଧ୍ୟରୁ କୌଣସି ଏକ ନମ୍ବର କୁ ବାଛି ଜାଣି ପାରିବେ, ଆପଣ ଚିନ୍ତା କରୁଥିବା ସେହି ବ୍ୟକ୍ତି ଜଣକ ଆପଣଙ୍କ ପାଇଁ ନିଜ ମନରେ କେଉଁ ଭଳି ଚିନ୍ତା କରନ୍ତି । ବା ତାଙ୍କ ମନରେ ଆପଣଙ୍କ ପାଇଁ କଣ ରହିଛି ।

ବନ୍ଧୁଗଣ ଯେଉଁ ମାନଙ୍କୁ ଚିନ୍ତା କରି ୧ ନମ୍ବର ଫୋଟୋ କୁ ଚୟନ କରିଛନ୍ତି ସେହି ବ୍ୟକ୍ତି ଜଣକ ଆପଣଙ୍କ ପାଇଁ ଏହି ସମୟରେ କିଛି ଭଲ ବିଚାର କରୁ ନାହାନ୍ତି । କାରଣ ତାଙ୍କୁ ଏପରି ଲାଗୁଛି କି ଏହି ସମୟରେ ବୋଧ ହୁଏ ଆପଣ କିଛି ମାତ୍ରାରେ ଟିକେ ନକରାତ୍ମକ ବିଚାର ର ହୋଇ ଯାଇଛନ୍ତି ।

ଯଦି ଏପରି କିଛି ଅଛି ତେବେ ଆପଣ ନିଜ ମଧ୍ୟରେ କିଛି ପରିବର୍ତ୍ତନ ଆଣନ୍ତୁ । ନଚେତ ତାଙ୍କର ଏହି ଭ୍ରମ କୁ ଦୂର କରନ୍ତୁ । ଯେଉଁ ମାନଙ୍କୁ ଚିନ୍ତା କରି ୨ ନମ୍ବର ଫୋଟୋ କୁ ଚୟନ କରିଛନ୍ତି ସେହି ବ୍ୟକ୍ତି ଜଣକ ଭାବନ୍ତି ଆପଣ ନିଜେ ହିଁ ନିଜ ଜୀବନରେ ସମସ୍ତ ସମସ୍ଯା ଗୁଡିକୁ ଉତ୍ପନ୍ନ କରିଥାନ୍ତି ।

ଯାହା କିଛି ମଧ୍ୟ ଆପଣଙ୍କ ଜୀବନ ହେଉଛି ସେ ସବୁ ର କାରଣ କେଉଁଠି ନା କେଉଁଠି ଆପଣ ନିଜେ ହିଁ ଅଟନ୍ତି । ଯେଉଁ ମାନଙ୍କୁ ଚିନ୍ତା କରି ଆପଣ ୩ ନମ୍ବର ଫୋଟୋ କୁ ଚୟନ କରିଛନ୍ତି, ସେହି ବ୍ୟକ୍ତି ଭାବନ୍ତି କି ଆପଣ ଏକ ନ୍ୟାୟ ପ୍ରିୟ ବ୍ୟକ୍ତି ଅଟନ୍ତି । ସବୁବେଳେ ସମସ୍ତ ଙ୍କ ସହ ନ୍ୟାୟ କରିଥାନ୍ତି । ସବୁବେଳେ ସମସ୍ତ ଙ୍କୁ ଖୁବ ଭଲ ଭଲ ଉପଦେଶ ମଧ୍ୟ ଦେଇଥାନ୍ତି । କିନ୍ତୁ ଯେତେବେଳେ କଥା ଆପଣଙ୍କ ନିଜ ଉପରକୁ ଆସେ ସେହି ସମୟ ରେ ଆପଣ ନ୍ୟାୟ କରିବା ବୋଧ ହୁଏ ଭୁଲି ଯାଇଥାନ୍ତି ।

ଯଦି ଆପଣଙ୍କୁ ଏହା ଭୁଲ ଲାଗେ, ତେବେ ଆପଣ ତାଙ୍କ ର ମନ ରେ ଥିବା ଏହି ଦ୍ଵନ୍ଦ କୁ ଦୂର କରିବାକୁ ଚେଷ୍ଟା କରନ୍ତୁ । ଯେଉଁ ମାନେ ଯେଉଁ ମାନଙ୍କୁ ଚିନ୍ତା କରି ୪ ନମ୍ବର ଫୋଟୋ କୁ ଚୟନ କରିଛନ୍ତି, ସେହି ବ୍ୟକ୍ତି ଜଣକ ଆପଣଙ୍କ ପାଇଁ ଖୁବ ଭଲ ଭଲ ଭଲ କଥା ମନ ବିଚାର କରିଥାନ୍ତି । ସେ ଆପଣ ଙ୍କୁ ଏକ ରାଜା ବା ଏକ ମହାନ ବ୍ୟକ୍ତିଙ୍କ ସମାନ ଦେଖିଥାନ୍ତି । ସେ ଭାବନ୍ତି କି ଆପଣ ଯାହା କରିଥାନ୍ତି ସେଥିରେ କିଛି କିଛି ମହାନ ଉଦେଶ୍ୟ ଲୁଚି କରି ରହିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । 

Leave a Reply

Your email address will not be published. Required fields are marked *