ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କ ପାଇଁ ୪ଟି ନମ୍ବର ନେଇ ଆସିଛୁ । ଏଥି ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟିଏ ନମ୍ବର ଚୁଜ କରିବାକୁ ହେବ । ଏହା ପରେ ଆମେ ଆପଣଙ୍କୁ କହିବୁ ତାଙ୍କ ମନରେ ଏବେ କଣ ଚାଲିଛି ଆପଣଙ୍କ ପାଇଁ । ସେ ଆପଣଙ୍କର ଲଭର, ବନ୍ଧୁ ବା ପରିବାରର କୌଣସି ସଦସ୍ୟ ହୋଇପାରନ୍ତି । ଆପଣ ଯାହା ବିଷୟରେ ଜାଣିବାକୁ ଚାହୁଁଛନ୍ତି ତାଙ୍କ ମନରେ କଣ ରହିଛି ଆପଣଙ୍କ ପାଇଁ ତାହା ଜାଣି ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ।
ପ୍ରଥମ ନମ୍ବର : ଯେଉଁମାନେ ପ୍ରଥମ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କ ଠାରୁ ନିରାଶା ଅଛନ୍ତି । ସେ ଆପଣଙ୍କୁ ଯେମିତି ଭାବୁଥିଲେ ଆପଣ ସେମିତି ବିଲକୁଲ ନୁହନ୍ତି । ଆପଣ ତାଙ୍କର ଦିଲ ଭାଙ୍ଗି ଦେଇଛନ୍ତି । ଯାହା ତାଙ୍କୁ ଖରାପ ଲାଗିଛି । ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି କିନ୍ତୁ ସେ ଆପଣଙ୍କୁ ନେଇ ବହୁତ ଦୁଖୀ ଅଛନ୍ତି । ଆପଣଙ୍କ ସହ ସମ୍ପର୍କ ଶେଷ କରିବାକୁ ସେ ନିସ୍ପତି ନେଇଛନ୍ତି । ସେ ଆପଣଙ୍କର ସାଥ ସବୁବେଳେ ଦେଇଛନ୍ତି କିନ୍ତୁ ଆପଣ କେବେ ଦେଇ ନାହାନ୍ତି । ଆପଣଙ୍କ ପାଇଁ ସେ ବହୁତ କିଛି ହରାଇଛନ୍ତି ଆଉ ଜୀବନରେ ସଂଘର୍ଷ କରିଛନ୍ତି ।
ଦ୍ଵିତୀୟ ନମ୍ବର : ଯଦି ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ଆପଣ ଯାହା ବିଷୟରେ ଭାବୁଛନ୍ତି ସେ ଆପଣଙ୍କ ବିଷୟରେ ଭାବୁଛନ୍ତି ଆପଣଙ୍କୁ ଜୀବନରେ ସବୁ କିଛି ଜଲ୍ଦି ଦରାକର । ଆପଣଙ୍କୁ ରାଗ ବହୁତ ଜଲ୍ଦି ଆସିଥାଏ । ଆପଣଙ୍କ ସ୍ଵପ୍ନ ବହୁତ ବଡ କିନ୍ତୁ ସେ ଜାଣିଛନ୍ତି ଆପଣ ଜୀବନରେ ସଫଲାତ ହାସଲ କରିଛନ୍ତି ଯାହାକୁ ନେଇ ଆପଣ ସ୍ଵପ୍ନ ଦେଖୁଛନ୍ତି । ଆପଣ ଦୁହିଙ୍କ ଭିତରେ ଅନେକ ସମୟରୁ ଝଗଡା ହୋଇଥିଲେ ବି ସମ୍ପର୍କରେ ପରିବର୍ତ୍ତନ ଆସିବ ।
ଯଦି ଆପଣ ତୃତୀୟ ନମ୍ବର ବାଛିଛନ୍ତି ତେବେ ସେ ଆପଣଙ୍କୁ ଏବେ ବୁଝିପାରି ନାହାନ୍ତି । ସେ କନଫିୟୁଜ ହେଉଛନ୍ତି ଆପଣଙ୍କୁ ନେଇ । କେବେ ସେ ଆପଣଙ୍କୁ ଭଲ ଭାବୁଛନ୍ତି ତ ଆଉ କେବେ ଆପଣଙ୍କୁ ଭୁଲ ଭାବୁଛନ୍ତି । ସେ ଆପଣଙ୍କୁ ତାଙ୍କ ଠାରୁ କେବେ ମହାନ ଭାବୁଛନ୍ତି ତ ଆଉ କେବେ ଆପଣଙ୍କୁ ନିଜ ଠାରୁ ନିଚ୍ଚା ଥିବାର ମନେ କରୁଛନ୍ତି । ତାଙ୍କର ଅନୁଭୂତି ଏମିତି କିଛି ରହିଛି କି ସେ ଆପଣଙ୍କୁ ଠିକ ଭାବେ ବୁଝିପାରୁ ନାହାନ୍ତି । ସେ ଯେବେ ଆପଣଙ୍କୁ ସହ ମିଶି ଯାଉଛନ୍ତି ଆପଣଙ୍କୁ ଭଲ ଭାବୁଛନ୍ତି । ଯେବେ ଦୂରେଇ ଯାଉଛନ୍ତି ସେ ଭାବୁଛନ୍ତି ଆପଣ ଠିକ ମଣିଷ ନୁହନ୍ତି ।
ଯଦି ଚତୁର୍ଥ ନମ୍ବର ବାଛି ଥିଲେ ଆପଣ ଯାହା ପାଇଁ ଚତୁର୍ଥ ନମ୍ବର ଚୟନ କରିଛନ୍ତି ଆପଣଙ୍କ ସାଥି ଆପଣଙ୍କୁ ଏମିତି ଭାବୁଛନ୍ତି କି ଆପଣ ସାମନା ବାଲାର କେୟାର କରୁ ନାହାନ୍ତି । ଆପଣ ଅବହେଳା କରୁଛନ୍ତି । ଜିନିଷକୁ କେମିତି ମ୍ୟାନେଜ କରିବାକୁ ହୁଏ ଜଣା ନାହି । ଆପଣ ଅନ୍ୟର ବୁଦ୍ଧି ରେ କମ କରିଥାନ୍ତି ବୋଲି ସେ ଭାବୁଛନ୍ତି । ଆପଣଙ୍କର ଚିନ୍ତା ଏତେ ତେଜ ନୁହେଁ କି ଆପଣ ଜୀବନରେ ପ୍ରଗତି କରିପାରିବେ ନାହି । ତେବେ ବନ୍ଧୁଗଣ ଆପଣ କେଉଁ ନମ୍ବର ବାଛିଛନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।