କଣ ପାଇଁ ଭୋ ଭୋ ହୋଇ କାନ୍ଦୁଛନ୍ତି Jhilik, ଦେଖନ୍ତୁ Video

ବନ୍ଧୁଗଣ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଜବରଦସ୍ତ ଅଭିନୟ କରି କଳାକାର ମାନେ ଖୁବ ଚର୍ଚ୍ଚା ରେ ରହିଛନ୍ତି ତାହା ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଅଭିନୟ ବ୍ଯତୀତ ନିଜର ବ୍ୟକ୍ତିଗତ ଜୀବନୀ କୁ ନେଇ ମଧ୍ୟ ବେଶ ଚର୍ଚ୍ଚା ରେ ରହିଥାନ୍ତି । ବିଶେଷ କରି ଅଭିନେତ୍ରୀ ମାନେ ନିଜର ସୁନ୍ଦରତା ଓ ଷ୍ଟାଇଲିସ କୁ ନେଇ ସୋସିଆଲ ମିଡିଆରେ ଅନେକ ସମୟରେ ପ୍ରଶଂସା ର ପାତ୍ର ହୋଇଥାନ୍ତି । ଏହା ବ୍ଯତୀତ କଳାକାର ମାନଙ୍କ ଜୀବନରେ କଣ ସବୁ ହେଉଛି ତାହା ଜାଣିବାକୁ ମଧ୍ୟ ଦର୍ଶକ ମାନେ ବେଶ ଆଗ୍ରହୀ ହୋଇଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ କେଉଁ କାରଣ ପାଇଁ କାନ୍ଦୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ଓଲିଉଡ ଜଗତର ଲୋକପ୍ରିୟ ଅଭିନେତ୍ରୀ ତଥା ବଙ୍ଗାଳୀ ନାୟିକା ଝିଲିକ ଭଟ୍ଟାଚାର୍ଜ୍ୟ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଦମଦାର ଅଭିନୟ ଦ୍ଵାରା ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କର ଅଭିନୟକୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେବା ସହ ଖୁବ ପସନ୍ଦ ମଧ୍ୟ କରିଥାନ୍ତି ।

ତେବେ ଆପଣ ମାନେ ଜାଣିଥିବେ ସେ ଗତ କିଛି ବର୍ଷ ପୂର୍ବେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ବିବାହ ପରେ ସେ ଓଡିଆ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଅଛନ୍ତି । କିନ୍ତୁ ସୋସିଆଲ ମିଡିଆରେ ସେ ନିଜର ବ୍ୟକ୍ତିଗତ ଜୀବନୀ ବିଷୟରେ ଅନେକ ଫୋଟୋ ଓ ଭିଡିଓ ସେୟାର କରିଥାନ୍ତି । ବର୍ତ୍ତମାନ ସମୟରେ ତାଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇକି । ଏହି ଭିଡିଓ ରେ ଆପଣ ମାନେ ଝିଲିକ ଙ୍କୁ କାନ୍ଦିବାର ଦେଖିବାକୁ ପାଇବେ । ଏହାର ପ୍ରକୃତ କାରଣ ହେଉଛି ସେ ନାକ ଫୋଡାଇବା ପାଇଁ କୌଣସି ଏକ ପାର୍ଲର କୁ ଯାଇଛନ୍ତି ।

ସେହି ସମୟରେ ତାଙ୍କୁ ବହୁତ କାନ୍ଦ ଲାଗିଛି ଯାହା ଦେଖିବାକୁ ବହୁତ ମଜାଦାର ହୋଇଛି । ନାକ ଫୋଡାଇବା ସମୟରେ ଝିଲିକ ବହୁତ ଜୋର ରେ କାନ୍ଦୁଛନ୍ତି । ତାଙ୍କୁ ସମ୍ଭାଳିବା ପାଇଁ ସେଠାରେ କିଛି ଲୋକେ ଉପସ୍ଥିତ ଅଛନ୍ତି । ଶେଷରେ ଝିଲିକ ନିଜର ନାକ ଫୋଡାଇ ଥିବାରୁ ଖୁସି ମଧ୍ୟ ହେଉଛନ୍ତି ।

ନାକ ଫୋଡାଇବା ପାଇଁ ତାଙ୍କୁ ବହୁତ କାଟିଲା ଓ କଷ୍ଟ ମଧ୍ୟ ହେଲା ବୋଲି ନିଜେ ଝିଇକ ଏହି ଭିଡିଓ ରେ କହୁଛନ୍ତି । ତେବେ ଛୋଟ ପିଲା ମାନେ ଯେମିତି କାନ୍ଦିଥାନ୍ତି ଠିକ ସେମିତି ଝିଲିକ ନାକ ଫୋଡାଇବା ସମୟରେ କାନ୍ଦୁଛନ୍ତି । ତେବେ ବିବାହ ପରେ ସେ ନିଜ ସ୍ଵାମୀ ଓ ପରିବାର ସହ ବେଶ ହସ ଖୁସିରେ ଅଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଝିଲିକ ଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *