Interesting GK Questions – କେଉଁ ଫଳର ଚୋପା ନାହିଁ କି ମଞ୍ଜି ନାହିଁ ?

ନମସ୍କାର ବନ୍ଧୁଗଣ । ଆଜି ଆମେ ମାନଙ୍କ ପାଇଁ ନେଇ କରି ଆସୁଛୁ, କିଛି ଏଭଳି ମଜାଦାର ପ୍ରଶ୍ନ ଉତ୍ତର ଯାହା ଆପଣଙ୍କ ମନୋରଞ୍ଜନ କରିବା ସହ ଆପଣ ଙ୍କର ମାଇଣ୍ଡ ପ୍ଫ୍ରେସ ମଧ୍ୟ ହୋଇଯିବ। ସାଧାରଣତଃ ଆଜିକାଲି ଅନେକ ସରକାରୀ ପରୀକ୍ଷା ତଥା ଇନ୍ଟରଭିଉ ରେ ମଧ୍ୟ ଏହି ପରି ପ୍ରଶ୍ନ ପଡି ଥିବାର ମଧ୍ୟ ଦେଖା ଯାଇଛି । ତେଣୁ ଏହା ପାଠ ପଢୁଥିବା ପିଲା ଙ୍କର ମସ୍ତିସ୍କ ର ବିକାଶ ପାଇଁ ମଧ୍ୟ ପ୍ରଯୁଜ୍ୟ ଅଟେ । ଆସନ୍ତୁ ଆହୁ ଅଧିକ ବିଳମ୍ବ ନ କରି ଅଜୟର ଏହି ବିଷ୍ୟ ବସ୍ତୁ ଟିକୁ ଅରମଭ କରିବା ।

ପ୍ର: ତାହା କଣ ଯାହା ଏକ ଫୁଲ ହେଲେ ମଧ୍ୟ ଆମେ ତାକୁ ଖାଇ ପାରି ଥାଉ ?

ଉ- ତାହା ଅଟେ ଫୁଲକୋବି ।

ପ୍ର:  ଖପୁରି ଉପରେ ମୁଣ୍ଡ ସୁରକ୍ଷିତ ରଖେ, ମୁଣ୍ଡ ଉପରେ କଣ ଯାହା ମୁଣ୍ଡ କୁ ସୁରକ୍ଷିତ ରଖେ ?

ଉ- ହେଲମେଟ ଆମ ମୁଣ୍ଡ କୁ ସୁରକ୍ଷିତ ରଖିଥାଏ ।

ପ୍ର: ସମୁଦ୍ର ମଝିରେ କିଏ ରହିଛି ?

ଉ- ସମୁଦ୍ର ମଝିରେ ମୁ ଅଛି ।

ପ୍ର: କେଉଁ ଧୂପ ବାସେ ନାହିଁ ?

ଉ- ମଧୁପ ବାସେ ନାହିଁ ।

ପ୍ର: କେଉଁ ପକ୍ଷୀ ରାତିରେ ଭଲ ଭାବରେ ଦେଖି ପାରେ ?

ଉ- ପେଚା ରାତିରେ ଭଲ ଭାବରେ ଦେଖି ପାରେ ।

ପ୍ର: ଲାଲ ପତାକା କାହାର ପ୍ରତୀକ ?

ଉ- ଲାଲ ପତାକା ବିପଦ ଓ ଯୁଦ୍ଧ ର ପ୍ରତୀକ ଅଟେ ।

ପ୍ର: ବହୁଥିବା ପାଣିକୁ କେଉଁ ଜୀବ ପିଏ ନାହିଁ ?

ଉ- ମେଣ୍ଢା ବହୁଥିବା ପାଣିକୁ ପିଏ ନାହିଁ ।

ପ୍ର: କେଉଁ ପକ୍ଷୀ ଅଣ୍ଡା ଓ କ୍ଷୀର ଉଭୟ ଦେଇଥାଏ ?

ଉ- ପ୍ଲାଟିପ୍ଲସ ପକ୍ଷୀ ଅଣ୍ଡା ଓ କ୍ଷୀର ଉଭୟ ଦେଇଥାଏ ।

ପ୍ର: କେଉଁ ଜୀବ ନିଜ ଜିଭରେ ନିଜ କାନ ସଫା କରିଥାଏ ?

ଉ- ଜିରାଫ ନିଜ ଜିଭରେ ନିଜ କାନ ସଫା କରିଥାଏ ।

ପ୍ର: ଗୋଲାପ କେଉଁ ଦେଶର ଜାତୀୟ ପୁଷ୍ପ ?

ଉ- ଗୋଲାପ ୟୁନାଇଟେଡ଼ କିଙ୍ଗଡମ ଦେଶର ଜାତୀୟ ପୁଷ୍ପ ଅଟେ ।

ପ୍ର: କଇଁ କେଉଁ ଦେଶର ଜାତୀୟ ପୁଷ୍ପ ?

ଉ- ଫ୍ରାନ୍ସ ଦେଶର ଜାତୀୟ ପୁଷ୍ପ କଇଁ ଅଟେ ।

ପ୍ର: କେଉଁ ଫଳର ଚୋପା ନାହିଁ କି ମଞ୍ଜି ନାହିଁ ?

ଉ- ତୁଥ କୋଳି ର  ଚୋପା ନାହିଁ କି ମଞ୍ଜି ନାହିଁ ।

ପ୍ର: ତାହା କଣ ଅଟେ ଯାହାକୁ ଆପଣ କାଟିଥାନ୍ତି ମାତ୍ର କେବେ ତାହାକୁ ଖଣ୍ଡ ଖଣ୍ଡ କରିନଥାନ୍ତି ?

ଉ- ତାହା ଅଟେ ସମୟ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ, ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *