କୁମ୍ଭ ରାଶିର ଲୋକ କରନ୍ତୁ ଏହି 5ଟି ମହା ଉପାୟ, ବଦଳିଯିବ ଜୀବନ

ନ୍ଧୁଗଣ ନମସ୍କାର ତେବେ ଗ୍ରହ ପରିବର୍ତ୍ତନ ଯୋଗୁଁ ଆମ ମାନଙ୍କ ରାଶି ର ଜୀବନର ରେ ପରିବର୍ତ୍ତନ ଆସି ରହିଥାଏ ତେବେ କେତେବେଳେ ମନୁଷ୍ୟ ଜୀବନ ରେ ଦୁଃଖ ଆସିଥାଏ ତ କେତେବେଳେ ଜୀବନ ରେ ସୁଖ ଆସିଥାଏ । ଜୀବନ ରେ ଦୁଃଖ ନଥିଲେ କେବେ ସୁଖ ର ଅନୁଭବ ହୋଇନଥାଏ । ଏହି ସବୁ ପରିବର୍ତ୍ତନ ର କାରଣ ଗ୍ରହ ମାନଙ୍କର ଚଳନ ହେତୁ ହୋଇଥାଏ । କୌଣସି ବ୍ୟକ୍ତି ର ଜୀବନ ରେ ଘଟୁଥିବା ଘଟଣା ପଛରେ ଗ୍ରହ ମାନଙ୍କ ଚଳନ ହିଁ ଦାୟୀ ହୋଇଥାଏ ।

ପ୍ରତ୍ୟେକ ବ୍ୟକ୍ତି ଙ୍କ ଜୀବନରେ ରେ ଥରେ ଗ୍ରହ ର ଚଳନ ରେ ପରିବର୍ତ୍ତନ ଆସିଥାଏ ଏବଂ ସେହି ପରିବର୍ତ୍ତନ ହିଁ ବ୍ୟକ୍ତି ଜୀବନ ରେ ଦୁଃଖ ବା ସୁଖ ନେଇ ଆସିଥାଏ । ତେବେ ଏହି ଅକ୍ଟୋବର ମାସରେ ରାଶିଚକ୍ର ର ଏଭଳି ଗୋଟିଏ ରାଶି ରହିଛି ଯାହାର ଗ୍ରହର ଚଳନ ରେ ପରିବର୍ତ୍ତନ ହେବାକୁ ଯାଉଛି ଏବଂ ଏହା ସହିତ ମାତାଲକ୍ଷ୍ମୀ ଙ୍କ କୃପାଦୃଷ୍ଟି ମଧ୍ୟ ଲାଭ ହେବାକୁ ଯାଉଛି । ମାତାଲକ୍ଷ୍ମୀ ଙ୍କ କୃପା ରେ ଏହି ରାଶିର ବ୍ୟକ୍ତି ଙ୍କ ଜୀବନ ରେ ସୁଖ ସମୃଦ୍ଧି ସ୍ଥାପନ ହେବାକୁ ଯାଉଛି ଏବଂ ଏମାନଙ୍କ ଜୀଵନ ଧନଧାନ୍ୟ ରେ ପରିପୂର୍ଣ୍ଣ ହେବାକୁ ଯାଉଛି ।

ଦୀର୍ଘ ବର୍ଷ ପରେ ଏହି ରାଶି ର ରାଜଯୋଗ ର ସମ୍ଭାବନା ରହିଛି । ତେବେ ତଥାପି ବର୍ତ୍ତମାନ ଏହି ରାଶି ରେ କିଛି ଏପରି ଉପାୟ କରିବା ଆବଶ୍ୟକ ଯାହା ଦ୍ୱାରା ସେହି ରାଶିର ଜୀବନରେ କୌଣସି ଅସୁବିଧା ଆସିବ ନାହିଁ । ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ ।

୧- ପ୍ରଥମ ଉପାୟ ଟି ହେଉଛି କୁମ୍ଭ ରାଶିର ବ୍ୟକ୍ତି ମାନେ ପ୍ରତିଦିନ ସକାଳେ ସ୍ନାନ ସାରି ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ଥାତ ଜଳ ଅର୍ପଣ କରନ୍ତୁ ତେବେ ଧ୍ୟାନ ରଖିବେ ଏହି ଜଳ ତମ୍ବା ର ପାତ୍ର ରେ ରହିବା ଆବଶ୍ୟକ ଏବଂ ଏହି ଜଳ ରେ କିଛି ଲାଲ ରଙ୍ଗ ର ଫୁଲ ମଧ୍ୟ ପକାଇ ପାରିବେ । ତେବେ ଆପଣ ଏହି ଉପାୟ ଟି କରିବା ଦ୍ୱାରା ଆପଣ ଙ୍କ ଜୀଵନ ରେ ଥିବା ସମସ୍ତ ଅସୁବିଧା ଦୁର ହୋଇ ଯାଇଥାଏ ।

୨- ଦ୍ଵିତୀୟ ଉପାୟ ଟି ହେଉଛି ଆପଣ ସର୍ଵଦା ନିଜ ପାଖରେ ଚାନ୍ଦିର କୌଣସି ଵସ୍ତୁ କିମ୍ବା ଚାନ୍ଦି ର କୌଣସି ଚେନ କିମ୍ବା ବ୍ରେସଲେଟ କୁ ପିନ୍ଧି ପାରିବେ । ଏହା ଦ୍ୱାରା ଆପଣଙ୍କ ର ଥିବା ଧନ ଜନିତ ସମସ୍ୟା ଦୂର ହୋଇ ଯିବ ।

୩- ତୃତୀୟ ରେ ହେଉଛି ତେବେ ଯଦି ଆପଣଙ୍କ ପାଖରେ ପ୍ରଚୁର ଧନ ନାହିଁ ତେବେ ଆପଣ ଘର ବନାନ୍ତୁ ନାହିଁ । କାରଣ ଏହା ଦ୍ୱାରା ଆପଣଙ୍କ ର ଧନ କୁ ନେଇ ଅନେକ ସମସ୍ୟା ଦେଖାଯିବ ଏବଂ ଆପଣ ସର୍ଵଦା ଚିନ୍ତା ରେ ଘେରି ହୋଇ ରହିବେ ତେଣୁ ଯେତେବେଳେ ଆପଣ ସକ୍ଷମ ହେବେ ସେତେବେଳେ ଘର ପ୍ରସ୍ତୁତ କରନ୍ତୁ । ତେବେ ଧ୍ୟାନ ରଖିବେ କି ଘର କୁ କେବେ ଦକ୍ଷିଣ ମୁହଁ ରଖିବେ ନାହିଁ ଏହା ଦ୍ୱାରା ଧନ ଜନିତ ସମସ୍ୟା ଦେଖାଯିବ ।

୪- ଚତୁର୍ଥ ଉପାୟ ଟି ହେଉଛି ଶନି ଦେବ ଙ୍କୁ ସର୍ଵଦା ପ୍ରସନ୍ନ କରନ୍ତୁ ତାଙ୍କୁ ତେଲ ଅର୍ପଣ କରନ୍ତୁ କାରଣ ଶନି ଦେବ ଙ୍କ କୁଦୃଷ୍ଟି ଆପଣଙ୍କ ଉପରେ ପଡିଲେ ଆପଣଙ୍କ ର ବହୁତ ହାନି ହେବ । ଏହା ଛଡା କୁମ୍ଭ ରାଶିର ବ୍ୟକ୍ତି ସର୍ଵଦା ସତ୍ୟ କୁହନ୍ତୁ ଏବଂ ମିଛ କୁହନ୍ତୁ ନାହିଁ,ପର ସ୍ତ୍ରୀ ପ୍ରୀତି ରଖନ୍ତୁ ନାହିଁ ସର୍ଵଦା ଅନ୍ୟର ସେବା କରନ୍ତୁ ।

Leave a Reply

Your email address will not be published. Required fields are marked *