ଅର୍ଚ୍ଚିତା ଙ୍କ ନାଖରା ଦେଖିଲେ ହସି ହସି ଗଡିବେ, ଦେଖନ୍ତୁ Video

ଆଜି ଆମେ ଅର୍ଚ୍ଚିତା ଙ୍କ କିଛି ଭିଡିଓ ଆପଣଙ୍କୁ ଦେଖାଇବା ଯେଉଁ ଥିରେ ସେ କିଛି ମସ୍ତି କରୁଥିବାର ନଜର ଆସିଛନ୍ତି ଆପଣ ମାନେ ଜାଣି ଥିବେ କି ଅର୍ଚ୍ଚିତା ଏବେ ବିବାହିତ ଅଟନ୍ତି । ଆପଣ ଏହା ମଧ୍ୟ ଜାଣି ଥିବେ କି ସେ ସବ୍ୟସାଚୀ ଙ୍କୁ ବିବାହ ଅକରିଛନ୍ତି । ଆପଣ ଏହା ଅମଧ୍ୟ ଜାଣି ଥିବେ କି ସେ ମିସ ଇଣ୍ଡିଆ ର ଦ୍ଵିତୀୟ ରନର ଅପ ହୋଇଥିଲେ । ଏହା ସହ ସେ ଅନେକ ଚଳଚିତ୍ର ରେ ଅଭିନୟ କରି ସାରିଛନ୍ତି ।

ମାତ୍ର ବିବାହ ପରେ ମଧ୍ୟ ଅର୍ଚ୍ଚିତା ସେହି ବହଳି ଅଛନ୍ତି ଯେଉଁ ଭଳି ସେ ବିବାହ ଆଗରୁ ଥିଲେ । ସବ୍ୟ ହେଉଛନ୍ତି ଜଣେ ଅଭିନେତା ଏହା ସହ ସେ ଏକ ଇଞ୍ଜିନିୟର ମଧ୍ୟ ଅଟନ୍ତି । ଆପଣ ଏହା ସହ ଏହା ମଧ୍ୟ ଜାଣି ଥିବେ କି ସେ ଆଗରୁ ଏକ ବିବାହ ଅକରିଥିଲେ ମାତ୍ର କେଉଁ ଏକ କାରଣରୁ ନିଜର ପତ୍ନୀ ଙ୍କ ଠାରୁ ଦୂରେଇ ଯାଇ ଥିଲେ ।

ମାତ୍ର ଅର୍ଚ୍ଚିତା ଙ୍କୁ ବିବାହ କରିବା ପରେ ସେ ଖୁବ ଖୁଶିରେ ଅଛନ୍ତି । ସେ କିଛି ବୋଧେ ହୁଏ ଏକ ପାର୍ଟି କୁ ଯାଇ ଥିବା ବେଳେ ସେହି ଠାରେ ସବ୍ୟ ଙ୍କ ସହ ଡ୍ୟାନ୍ସ କରୁଥିବାର ଆମେ ଦେଖିବା ପାଇଁ ପାଇଲୁ ଏହା ସହ ସେ ଏକ ବେଲୁନ କୁ ଧରିକି ଏକ ଗେମ ମଧ୍ୟ ଖେଳୁ ଥିବାର ଆମେ ଦେଖୁଛେ ।

ଏହା ସହ ଏହା ଆଗରୁ ସେ ଅନେକ ଥର ସବ୍ୟ ଙ୍କ ସହ ମସ୍ତି କରୁଥିଇବାର ଆମେ ଦ୍କେଃହିବା ପାଇଁ ପାଇଛୁ ସବ୍ୟ ହେଉଛନ୍ତି ଜଣେ ସମାଜ ସେବକ ମଧ୍ୟ ଏହି ଲକଡାଉନ ସମୟରେ ସେ ଅନେକ ଲୋକଙ୍କୁ ସାହାଜ୍ଯ କରି ଛନ୍ତି ଯାହା ପାଇଁ କେହିଭି ଅସୁବିଧା ରେ ଥିବା ବେଳେ ସେ ଯାଇକି ତାଙ୍କୁ ସାହାଜ୍ଯ କରିଥିଲେ । ମାତ୍ର ଏହାକକୁ ସେ ଦେଖାଇବ୍ବା ପାଇଁ ଚାହିଁ ନଥାନ୍ତି ଏବେ ଅର୍ଚ୍ଚିତା ନିଜ କ୍ଯାରିୟର ସହ ତାଙ୍କ ର ସମାଜ ସେବାରେ ମନ ମଧ୍ୟ ଦେଉ ଥିବାର ଆମେ ଅନେକ ଥର ତାଙ୍କ ମୁହଁ ରୁ ଶୁଣିବା ପାଇଁ ପାଇଛୁ ।

ଦୁହେଁ ରାଜସ୍ଥାନ ରେ ବିବାହ କରିଥିଲେ । ଦୁହେଁ ବିବାହ କରିବା ପରେ କିଛି ଲୋକମାନେ ଜାଣିବା ପାଇଁ ପାଇ ଥିଲେ କି ଦୁହେଁ ବିବାହ କରି ସାରିଲେଣି । ତେବେ ଦୁହେଁ ଏହି ଭଳି ହସୁ ଥାନ୍ତୁ ଆମେ ଏହା ହିନ କାମନା କରିବା ।

Leave a Reply

Your email address will not be published. Required fields are marked *