ଲାଜ ନକରି କରନ୍ତୁ ଏହି 1 କାମ, ନିଶ୍ଚିତ ମିଳିବ ସଫଳତା – CHANAKYA NEETI

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଚାଣକ୍ୟ ନୀତି ଅନୁସାରେ ଆପଣ ଏକ ଭୁଲ କାର୍ଯ୍ୟ କରି ମଧ୍ୟ ସେଥିରେ ସଫଳତା ହାସଲ କରି ପାରିବେ । ଆପଣ ଯେଉଁ କାର୍ଯ୍ୟ କରୁଛନ୍ତି, ସେହି କାର୍ଯ୍ୟ କୁ ଲାଜ ନକରି କରିବା ଉଚିତ । ଏହାଦ୍ବାରା ଆପଣ ସଫଳ ହେବେ ଏବଂ କୋଟିପତି ମଧ୍ୟ ହୋଇପାରିବେ । ଆପଣ କୌଣସି ଜିନିଷ ମାଗିବା ପୂର୍ବରୁ ଆଦୋୖ ଲାଜ କରନ୍ତୁ ନାହିଁ । ନଚେତ ଆପଣଙ୍କୁ ସେଥିରେ ସଫଳତା ମିଳିବ ନାହିଁ । ଶା-ସ୍ତ୍ର ରେ ମଧ୍ୟ ଏହି ସମ୍ବନ୍ଧରେ ଉଲ୍ଲେଖନୀୟ ରହିଛି । ମହର୍ଷି ଚାଣକ୍ୟଙ୍କ ନୀତି ରେ ଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ କୁ ଯେଉଁ ବ୍ୟକ୍ତି ଅବଲମ୍ବନ କରିଥାଏ ଏବଂ ନିଜ ଜୀବନରେ ପ୍ରୟୋଗ କରିଥାଏ, ସେହି ବ୍ୟକ୍ତି କେବେବି ଅସଫଳ ହୋଇନଥାଏ ଏବଂ କେବଳ ଜୀବନ ରେ ସଫଳ ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ କେଉଁ କାର୍ଯ୍ୟ ସମୟରେ ଆଦୋୖ ଲାଜ କରିବା ଉଚିତ ନୁହେଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ରେ ହେଉଛି, ଚାଣକ୍ୟ ନୀତି ଅନୁସାରେ ଯେଉଁ ବ୍ୟକ୍ତି ଭୋଜନ କରିବା ସମୟରେ ଲାଜ କରିଥାଏ ସେହି ବ୍ୟକ୍ତି କୁ ଆଦୋୖ ଲାଜ କରିବା କଥା ନୁହେଁ । କାରଣ ଏହାଦ୍ବାରା ଭୋକ ରେ ରହିବାକୁ ପଡ଼ିଥାଏ ଏବଂ ଭୋକରେ ରହିବା ଦ୍ଵାରା ବ୍ୟକ୍ତି ସବୁବେଳେ କ୍ରୋ-ଧ କରିଥାଏ । ଯାହାଦ୍ୱାରା ସେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହୋଇଥାଏ ଏବଂ ଏହା ସହିତ ଭୋଜନ କରିବା ବେଳେ ଲାଜ କରିବା ଦ୍ୱାରା ଅନ୍ନ ର ଅପମାନ ହୋଇଥାଏ । ତେଣୁ ଏହା ଅନୁଚିତ । ୨. ବନ୍ଧୁଗଣ ଦ୍ବିତୀୟ ରେ ହେଉଛି, ସ୍ୱାମୀ ଓ ସ୍ତ୍ରୀ ଙ୍କୁ ଝ-ଗ-ଡ଼ା କରିବା ସମୟରେ ଏହି କାର୍ଯ୍ୟ କରିବା ଉଚିତ ନୁହେଁ । ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ସର୍ବଦା ଭଲ ବୁଝାମଣା ରହିବା ଆବଶ୍ୟକ । ଏହା ସହିତ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ସମ୍ବନ୍ଧ ରଖିବା ସମୟରେ ଆଦୋୖ ଲାଜ କରିବା ଉଚିତ ନୁହେଁ । ଏହାଦ୍ବାରା ସମ୍ପର୍କରେ ଦୂରତ୍ୱ ସୃଷ୍ଟି ହୋଇଥାଏ ଏବଂ ଏହାଦ୍ବାରା ଆପଣଙ୍କ ମଧ୍ୟରେ କୌଣସି ତୃତୀୟ ବ୍ୟକ୍ତି ମଧ୍ୟ ପ୍ରବେଶ କରିଥାଏ । ତେଣୁ ସ୍ୱାମୀ ଓ ସ୍ତ୍ରୀ ଉଭୟ ସମ୍ବନ୍ଧ ସ୍ଥାପନ କରିବା ସମୟରେ ଆଦୋୖ ଲାଜ କରନ୍ତୁ ନାହିଁ । ଏହାଦ୍ବାରା ଆପଣଙ୍କ ର ହିଁ ମଙ୍ଗଳ ହେବ । ନଚେତ ଆପଣ ଅସୁବିଧା ର ସମ୍ମୁଖୀନ ହେବେ । ୩. ବନ୍ଧୁଗଣ ତୃତୀୟ ରେ ହେଉଛି, ପ୍ରତ୍ୟେକ ବ୍ୟକ୍ତି ଙ୍କୁ ନିଜ ଗୁରୁ ଙ୍କ ଠାରୁ ଜ୍ଞାନ ଗ୍ରହଣ କରିବା ସମୟରେ ଆଦୋୖ ଲାଜ କରିବା ଉଚିତ ନୁହେଁ । କିମ୍ବା ନିଜ ଠାରୁ ବଡ଼ ବ୍ୟକ୍ତି ଙ୍କ ଠାରୁ ଜ୍ଞାନ ଗ୍ରହଣ କରିବା ସମୟରେ ଲାଜ କରିବା ଅନୁଚିତ ହୋଇଥାଏ । କାରଣ ଯେଉଁ ବ୍ୟକ୍ତି ଜ୍ଞାନ ଗ୍ରହଣ କରିବା ସମୟରେ ଲାଜ କରିଥାଏ, ସେହି ବ୍ୟକ୍ତି ର ଜ୍ଞାନ ଅଧା ରହିଯାଏ ଏବଂ ସେ ଜୀବନରେ କେବେବି ସଫଳ ହୋଇ ପାରିନଥାଏ । ତେଣୁ ଏପରି କରିବା ଅନୁଚିତ ଅଟେ । ଅଧା ରହିଥିବା ଜ୍ଞାନ ସବୁଠାରୁ ବଡ଼ ହାର୍ ବୋଲି ମାନା ଯାଇଥାଏ ଏବଂ ଏହା ବହୁତ ବଡ଼ କମଜୋରି ଅଟେ । ୪. ବନ୍ଧୁଗଣ ଚତୁର୍ଥ ରେ ହେଉଛି, ଯେ କୌଣସି ବ୍ୟକ୍ତି ନିଜର ଧନ କୁ ଅନ୍ୟ କୌଣସି ବ୍ୟକ୍ତି କୁ ଦେଇଥାଏ, ସେ ସଠିକ ସମୟରେ ସେହି ଧନ କୁ ମାଗିବା ଉଚିତ । ଯଦି ନିଜର ଟଙ୍କା ମାଗିବା ସମୟରେ ଆପଣ ଲାଜ କରିଥାନ୍ତି, ତେବେ ଆପଣ ଜୀବନରେ କେବେବି ଧନୀ ହୋଇ ପାରନ୍ତି ନାହିଁ । ତେଣୁ ନିଜର ଦେଇଥିବା ଟଙ୍କା ସଠିକ ସମୟରେ ମାଗନ୍ତୁ ଏବଂ ମାଗିବା ସମୟରେ ଆଦୋୖ ଲାଜ କରନ୍ତୁ ନାହିଁ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *