ଶାସ୍ତ୍ର ଅନୁସାରେ ଦୁନିଆ ରେ ଯେତେ ପ୍ରକାରର ଦାନ ରହିଛି, ସେଥି ମଧ୍ୟରୁ 5 ଟି ଦାନ କୁ ଶାସ୍ତ୍ରନୁସାରେ ସର୍ବଶ୍ରେଷ୍ଠ ଦାନ ବୋଲି କୁହାଯାଇଥାଏ । ସେଗୁଡିକ ହେଲା ଅନ୍ନ ଦାନ, ଭୂମି ଦାନ, କନ୍ୟା ଦାନ, ବିଦ୍ୟା ଦାନ ଓ ଗୋ ଦାନ । ଏହି ସବୁ ମଧ୍ୟରେ କନ୍ୟା ଦାନ କୁ ସବୁଠାଉର ମହତ ଦାନ ବୋଲି କୁହାଯାଇଥାଏ । ସଂସାରେ କିଛି କନ୍ୟା ଏପରି ଅଛନ୍ତି ଯେଉଁ ମାନଙ୍କର ଜନ୍ମ କ୍ଷଣି ହିଁ ସେମାନଙ୍କର ମାତା ପିତା ଓ ଘର ପରିବାର ର ଭାଗ୍ୟ ବଦଳି ଯାଇଥାଏ ।
ସଂସାର ରେ ଏହି ଭଳି କନ୍ୟା ମାନଙ୍କୁ ଲକ୍ଷ୍ମୀସ୍ଵରୁପା ବୋଲି କୁହାଯାଇ ଥାଏ । ଏହି କନ୍ୟା ମାନେ କେବଳ ନିଜ ପିତା ମାତା ହିଁ ନୁହେଁ, ଅପିତୁ ବିବାହ ପରେ ନିଜ ଶାଶୁ ଘରର ମଧ୍ୟ ଭାଗ୍ୟ ବଦଳି ଦେଇଥାନ୍ତି । ଏହି କନ୍ୟା ମାନେ ଯେଉଁ ସ୍ଥାନ କୁ ଯେଉଁ ଘର କୁ ଯାଇଥାନ୍ତି, ସେହି ସ୍ଥାନରେ ମାତା ଲକ୍ଷ୍ମୀ ଙ୍କର ବିଶେଷ କୃପା ସବୁବେଳେ ଲାଗି ରହିଥାଏ ।
ଦର୍ଶକ ବନ୍ଧୁ ହିନ୍ଦୁ ଧର୍ମ ର ଶାସ୍ତ୍ର ଅନୁସାରେ ନାରୀ ହେଉଛନ୍ତି ଦେବୀ ସ୍ଵରୁପା । ଏପରିକି ନବରାତ୍ରି ସମୟ ରେ କନ୍ୟା ମାନଙ୍କୁ ଦେବୀ ସ୍ଵରୁପା ମାନେ କରି ସେମାନଙ୍କର ବିଶେଷ ଭାବରେ ପୂଜା କରା ଯାଇଥାଏ । କନ୍ୟା ମାନଙ୍କୁ ଶକ୍ତି ର ସ୍ୱରୂପ ବୋଲି କୁହାଯାଇ ଥାଏ ।
କିନ୍ତୁ ଗ୍ରହ ଓ ନକ୍ଷେତ୍ର ତଥା ରାଶି ମାନଙ୍କୁ ବିଚାର କରାଗଲେ କିଛି ଏପରି ମାସ ରହିଛି, ଯେଉଁ ମାସ ରେ ଜନ୍ମ ହୋଇଥିବା କନ୍ୟା ମାନଙ୍କୁ ଲକ୍ଷ୍ମୀ ସ୍ଵରୁପା ବୋଲି କୁହାଯାଇ ଥାଏ ।ଇଂରାଜୀ ମାସ ଅନୁସାରେ ଫେବୃୟାରୀ ମାସ ରେ ଜନ୍ମ ହୋଇଥିବା କନ୍ୟା ମାନଙ୍କୁ ଲକ୍ଷ୍ମୀ ସୁରୂପା ବୋଲି କୁହାଯାଇ ଥାଏ ।
ଏହି କନ୍ୟା ମାନେ ସ୍ଵଭାବ ରୁ ଅତ୍ୟନ୍ତ ଶାନ୍ତ ଓ ଧୀର ଓ ସାହସୀ ହୋଇଥା’ନ୍ତି । ଏହି କନ୍ୟା ମାନେ ଆଜୀବନ ରାଜ ଯୋଗ ଓ ସୁଖ ଭୋଗ କିରଥାନ୍ତି । ଦ୍ଵିତୀୟ ଟି ମାସ ଟି ହେଉଛି ଏପ୍ରିଲ ମାସ । ଏହି ମାସରେ ମଧ୍ୟ ଗ୍ରହ ନକ୍ଷେତ୍ର ମାନଙ୍କର ସ୍ଥିତି କିଛି ଏପରି ଭାବରେ ରହିଥାଏ କି, ଏହି ମାସ ରେ ଜନ୍ମିତ କନ୍ୟା ମାନଙ୍କୁ ଲକ୍ଷ୍ମୀ ସ୍ଵରୁପା ବୋଲି କୁହାଯାଇଥାଏ ।
ସ୍ବଭାବରୁ ଏମାନେ ବୁଦ୍ଧିମତୀ ହେବା ସହ ଧୀର ଓ ସାନ୍ତ ଚିତ୍ତ ର ହୋଇଥାନ୍ତି । ଏହି କନ୍ୟା ମାନେ ଯେଉଁ ସ୍ଥାନ କୁ ଯାଇଥାନ୍ତି ସେହି ସ୍ଥାନ କୁ ନିଜ ସହ ସୁଖ ସନିତ ଓ ବୈଭବ କୁ ନେଇ କରି ଯାଇଥାନ୍ତି । ତେବେ ତୃତୀୟ ମାସ ଟି ହେଲା; ଜୁନ ମାସ । ଏହି ମାସ ରେ ଯେଉଁ ଗହରେ କନି ଜନ୍ମ ଲାଭ ହୋଇଥାଏ ।
ସେହି ଘରେ ମତ ଲକ୍ଷ୍ମୀ ଙ୍କର ଆଗମନ ହୋଇଛି କହିଲ୍ଲେ କିଛି ଭୁଲ ହୋଇ ନତହେ । ଏହି ମାନେ ଖୁବ ଧନୀ ହୋଇଥାନ୍ତି । ଏମାନଙ୍କ ଜୀବନ ରେ କୌଣସି ପ୍ରକାର ସୁଖ ସମୃଦ୍ଧି ର ଅଭାବ ରହି ନଥାଏ । ଏମାନେ ବିବାହ ପରେ ନିଜ ଭାଗ୍ୟ ର ବଳ ରେ ନିଜ ସ୍ବାମୀର ମଧ୍ୟ ଭାଗ୍ୟ କୁ ପରିବର୍ତ୍ତନ କରି ଦେଇଥାନ୍ତି ।
ପରବର୍ତ୍ତୀ ମାସ ଟି ହେଉଛି ସେପଟେମ୍ବର ମାସ । ଏହି ମାସ ରେ ଜନ୍ମିତ କନ୍ୟା ମାନେ ମଧ୍ୟ ଲକ୍ଷ୍ମୀ ସ୍ୱରୂପା ହୋଇଥାନ୍ତି । ଯେଉଁ ଘରେ ଏହି ମାସ ରେ କନ୍ୟା ର ଜନ୍ମ ହୋଇଥାଏ । ସେହି ଗହରେ ମାତା ଲକ୍ଷ୍ମୀ ଙ୍କର ମଧ୍ୟ ଆଗମନ ହୋଇଥାଏ । ଏହି କନ୍ୟା ମାନେ ଯେଉଁ ଘର କୁ ବିବାହ ହୋଇ ଯାଇଥାନ୍ତି, ସେହି ଘରେ ମଧ୍ୟ ମାତା ଲକ୍ଷ୍ମୀ ଙ୍କର ବିଶେଷ କୃପା ବର୍ଷି ଥାଏ ।
ସ୍ଵଭାବ ରୁ ଏହି କନ୍ୟା ମାନେ ଦାନି, ବିଦ୍ୟାବନ୍ତ, ଧନବତୀ ତଥା ସମସ୍ତ ଙ୍କର ମଧ୍ୟ ଅତି ପ୍ରିୟା ହୋଇଥାନ୍ତି । ତାହାଛଡା ଏହି ମାସ ରେ ଜନ୍ମ ହୋଇଥିବା କନ୍ୟା ମାନେ ନିଜ ଭାଗ୍ୟ ଠାରୁ ଅଧିକ ନିଜ କର୍ମ ଉପରେ ଅଧିକ ବିଶ୍ବାସ କରିଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ମାନେ ତଳେ କମେଣ୍ଟ ବକ୍ସ ରେ ” ଜୟ ମା ଲକ୍ଷ୍ମୀ ” ଲେଖିବାକୁ ଭୁଲିବେନି । ଧନ୍ୟବାଦ