ଲୁଣରେ ଏହି ଉପାୟ କରିବା ଦ୍ଵାରା ଘରକୁ ହୋଇଥାଏ ଧନ ର ଆଗମନ-Vastu Tips

ଆମ ରୋଷେଇ ଘରେ ଏପରି ଅନେକ ଜିନିଷ ଅଛି ଯାହାର କି ଔଷଧୀୟ ଗୁଣ ମଧ୍ୟ ରହିଥାଏ । ଏହାଛଡା ମଧ୍ୟ କିଛି ଜିନିଷ ରହିଥାଏ ଯାହାକୁ ଆପଣ ନିଜର ଘରର କୌଣସି ଉନ୍ନତି କାର୍ୟ୍ଯ ବା ଘରର ନକାରତ୍ମକ ଜିନିଷ କୁ ମଧ୍ୟ ବାହାର କରିବା ରେ ସାହାର୍ଯ୍ୟ କରିଥାଏ । ଲୁଣ କୁ ଆମେ ଖାଦ୍ଯରେ ବ୍ୟବାହାର କରିଥାଉ । ଲୁଣ ଆମର ଖାଦ୍ୟର ସ୍ୱାଦ ବଢ଼ାଇ ଥାଏ । ଲୁଣ ବିନା ସବୁ କାର୍ଯ୍ୟ ଅସମ୍ପୂର୍ଣ୍ଣ ଅଟେ । ଲୁଣ ଯଦି ଖାଦ୍ୟ ରେ ଅଧିକ ହୋଇଥାଏ ତେବେ ସେହି ଖାଦ୍ୟ ଭଲ ଲାଗି ନ ଥାଏ ।

ଲୁଣ ଯଦି ଖାଦ୍ୟରେ କମ ହୋଇଥାଏ ତେବେ ମଧ୍ୟ ଖାଦ୍ୟ ର ସ୍ୱାଦ ରହି ନ ଥାଏ । ତେବେ ଏହି ଲୁଣ ଆମ ଶରୀରର ପାଇଁ ଯେତିକି ଭଲ ସେତିକି ଖରାପ ମଧ୍ୟ ହୋଇଥାଏ । ଲୁଣ ଚାରି ପ୍ରକାର ହୋଇଥାଏ ଗୋଟା ଲୁଣ, କଳା ଲୁଣ, ସମୁଦ୍ର ଲୁଣ ଓ ସାଧାରଣ ଲୁଣ । ତେଣୁ ଲୁଣ କୁ ଯେତିକି ଜରୁରୀ ସେତିକି ବ୍ୟବହାର କରିବା ଉଚିତ ।

ଆମେ ମଧ୍ୟରେ ଅନେକ ଲୋକ ଜାଣି ନାହାନ୍ତି କି ଏହି ଲୁଣ କୁ କେବଳ ଖାଦ୍ୟ ଛଡା ଅନ୍ୟ କାର୍ଯ୍ୟ ରେ ମଧ୍ୟ ବ୍ୟବହାର କାରାଯାଏ । ଏହି ଲୁଣ କୁ ଆମର ଶାସ୍ତ୍ର ଅନୁସାରେ କିଚି ଉପାୟ ରେ ବ୍ୟବହାର କାରାଯାଏ । ଲୁଣ ଶୁକ୍ର ଓ ଚନ୍ଦ୍ର ଙ୍କର ଅବସ୍ଥା ଅଟେ । ଏହି ଲୁଣ କୁ ଆପଣ ନିଜର ଘରର ଉନ୍ନତି ରେ ବ୍ୟବହାର କରିପାରିବେ ।

ତେବେ ଆଜି ଆମେ ଆପଣଙ୍କୁ ଏହି ଲୁଣ ର କିଛି ଚମତ୍କାରି ଗୁଣ ବିଷୟରେ କହିବୁ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଘର ପାଇଁ ଭଲ ହୋଇଥାଏ । ଆପଣ ଗୋଟା ଲୁଣ କୁ ନାଲି କନାରେ ବାନ୍ଧି ଦିଅନ୍ତୁ । ଏହି କନାକୁ କବାଟରେ ବାନ୍ଧି ଦିଅନ୍ତୁ । ଏହା ଦ୍ୱାରା ନକାରତ୍ମକ ଜିନିଷ କିଛି ପ୍ରବେଶ କରିନଥାଏ ।

ଏହି କନାକୁ ଆଲମୀରା ର ପଇସା ଜାଗାରେ ରଖନ୍ତୁ ଧନ ବୃଦ୍ଧି ହୋଇଥାଏ । ଲୁଣ କୁ ଏକ କାଚ ଜାଗାରେ ରଖି ଏହାକୁ ଗାଧୁଆ ଘରେ ରଖି ଦିଅନ୍ତୁ । ଏହା ଦ୍ୱାରା ଘରର ନକାରତ୍ମକ ଉର୍ଜା କମିଯାଏ । ଗୁରୁବାର ଦିନ କୁ ଛାଡି ସପ୍ତାହର ସବୁଦିନ ଆପଣ ଘର ପୋଛିବା ସମୟରେ ବାଲ୍ଟି ରେ ଲୁଣ ପକାଇ ଘର ସଫା କରନ୍ତୁ ଧନ ବୃଦ୍ଧି ହୋଇଥାଏ ।

ଲୁଣ ଯଦି ତଳେ ପଡ଼ିଯାଏ ତେବେ ଆପଣଙ୍କର ଶୁକ୍ର ଓ ଚନ୍ଦ୍ର ଦୁର୍ବଳ ଅଛନ୍ତି । ଏହା ଦ୍ୱାରା ଋଣ ବଢିଥାଏ । ଲୁଣକୁ ଲୁହା ପାତ୍ରରେ ରଖନ୍ତୁ ନାହିଁ । ଲୁହା ଶନିଙ୍କର ଜିନିଷ ଓ ଲୁଣ ଚନ୍ଦ୍ର । ଏହି ଦୁଇଜଣ କେବେବି ଏକାଠି ରହିପାରନ୍ତି ନାହିଁ । ଖାଦ୍ୟ ବନାଇବା ସମୟରେ କେବେବି ଖାଦ୍ୟ ଚାଖିବା ଉଚିତ ନୁହେଁ । ଏହା ଦ୍ୱାରା ଖାଦ୍ୟର ପବିତ୍ରତା ନଷ୍ଟ ହୋଇଥାଏ । ଏହା ଦ୍ୱାରା ଦାରିଦ୍ରତା ବଢିଥାଏ ।

Leave a Reply

Your email address will not be published. Required fields are marked *