ମା ଠାରୁ ଜନ୍ମ ହୁଏ, ମା କୁ ଛୁଇଁଲେ ମରିଯାଏ, କୁହନ୍ତୁ ତାହା କଣ ? ଏହା ସହିତ ଆହୁରି ୧୫ ଟି GK Questions & Answers

ଆଜକାଲି ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ବିଭିନ୍ନ ପ୍ରକାରର ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ପଚରା ଯାଉଛି । ଅତି ସହଜ ପ୍ରଶ୍ନର ଉତ୍ତର ଦେଇ ନପାରି ଅନେକ ପରୀକ୍ଷାର୍ଥୀ ଫେଲ୍ ହୋଇ ଯାଉଛନ୍ତି । ଏପରିକି ସାଧାରଣ ଚାକିରି ଗୁଡିକରେ ମଧ୍ୟ ଏହି ପ୍ରଶ୍ନୋତ୍ତର ପଚରା ଯାଉଛି । ସେଥିପାଇଁ ଆପଣ ଯଦି କୌଣସି ଚାକିରି ବା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ଆପଣଙ୍କ ପାଇଁ ନିହାତି ଆବଶ୍ୟକ । ଚାଲନ୍ତୁ ଆରମ୍ଭ କରିବା ।

୧:- ମାନବ ହୃଦୟ କଣ ପମ୍ପ କରିଥାଏ ?

ଉତ୍ତର:- ରକ୍ତ

୨:- ଶିଖ୍ ଧର୍ମର ଲୋକମାନେ କେଉଁଠାକୁ ପୂଜା କରିବାକୁ ଯାଆନ୍ତି ?

ଉତ୍ତର:- ଗୁରୁଦ୍ୱାର

୩:- ଶ୍ରାବଣ ମାସର କେଉଁ ଦିନ ରକ୍ଷାବନ୍ଧନ ପାଳନ କରାଯାଏ ?

ଉତ୍ତର:- ପୁର୍ଣିମା

୪:- କେଉଁ ଫାର୍ଶୀ ଶବ୍ଦର ଓଡିଆ ଅର୍ଥ ‘ଭୂସ୍ଵାମୀ’ ଅଟେ ?

ଉତ୍ତର:- ଜମିଦାର

୫:- ‘ଇନସୁଲିନ’ ର ଉଦ୍ଭାବକ କିଏ ?

ଉତ୍ତର:- ଫେଡରିକ ବେଣ୍ଟି

୬:- କେଉଁ କମ୍ପାନୀ ଫଟୋସପ୍ ସଫ୍ଟୱେୟାର ନିର୍ମାଣ କରିଛି ?

ଉତ୍ତର:- ଏଡୋବ

୭:- ଏକ ଗ୍ଳାସ ପାଣିରେ ଭାସୁଥିବା ବରଫ ଖଣ୍ଡ ଭୌତିକ ବିଜ୍ଞାନର କେଉଁ ସିଦ୍ଧାନ୍ତର ଉଦାହରଣ ଅଟେ ?

ଉତ୍ତର:- ଆର୍କମେଡିସଙ୍କ ସିଦ୍ଧାନ୍ତ

୮:- କେଉଁ ଦେବତା ନନ୍ଦିଶ୍ଵର ଓ ଚନ୍ଦ୍ରନାଥ ନାମରେ ମଧ୍ୟ ପରିଚିତ ?

ଉତ୍ତର:- ଭଗବାନ ଶିବ

୯:- ମଣିପୁର, ବିହାର, ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡ ମଧ୍ୟରୁ ନେଉଆ ରାଜ୍ୟର ସୀମା ଚୀନ ସୀମା ସହିତ ଯୋଡି ହୋଇଛି ?

ଉତ୍ତର:- ଅରୁଣାଚଳ ପ୍ରଦେଶ

୧୦:- ଯୀଶୁ ଖ୍ରୀଷ୍ଟଙ୍କର କେଉଁ ସ୍ମୃତିକୁ ମନେ ପକାଇବା ପାଇଁ ଖ୍ରୀଷ୍ଟିୟାନ ମାନେ ‘Good Friday’ ପାଳନ କରିଥାନ୍ତି ?

ଉତ୍ତର:- ଯୀଶୁ ଖ୍ରୀଷ୍ଟଙ୍କର କୃଶ ବିଦ୍ଧିକରଣ

୧୧:- ଭାରତର ୫୦ତମ ସାଧାରଣତନ୍ତ୍ର ଦିବସ ବସରରେ ୨୦୦୦ ମସିହାରେ କିଏ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ?

ଉତ୍ତର:- ଲତା ମଙ୍ଗେସକର

୧୨:- ହିନ୍ଦୁ ପୌରାଣିକ କଥା ଅନୁସାରେ ଦ୍ଵାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ପାଣ୍ଡବ ମାନଙ୍କ ପାଇଁ କେଉଁ ସହର ନିର୍ମାଣ କରିବାକୁ ବିଶ୍ଵକର୍ମାଙ୍କୁ କହିଥିଲେ ?

ଉତ୍ତର:- ଇନ୍ଦ୍ରପ୍ରସ୍ତ

୧୩:- ମାର୍ଚ୍ଚ ୨୦୨୧ରେ ଇସ୍ତଫା ଦେବା ପୂର୍ବରୁ ତିବେନ୍ଦ୍ର ସିଂ ରାୱତ କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ?

ଉତ୍ତର:- ଉତ୍ତରାଖଣ୍ଡ

୧୪:- ଭାରତର କେଉଁ ରାଜ୍ୟରେ କେବଳ 2 ଟି ଜିଲ୍ଲା ଅଛି ?

ଉତ୍ତର:- ଗୋଆ

୧୫:- ମା ଠାରୁ ଜନ୍ମ ହୁଏ, ମା କୁ ଛୁଇଁଲେ ମରିଯାଏ । ତାହା କ’ଣ ?

ଉତ୍ତର:- ଲୁଣ

ବନ୍ଧୁଗଣ ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *