ଆଜକାଲି ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ବିଭିନ୍ନ ପ୍ରକାରର ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ପଚରା ଯାଉଛି । ଅତି ସହଜ ପ୍ରଶ୍ନର ଉତ୍ତର ଦେଇ ନପାରି ଅନେକ ପରୀକ୍ଷାର୍ଥୀ ଫେଲ୍ ହୋଇ ଯାଉଛନ୍ତି । ଏପରିକି ସାଧାରଣ ଚାକିରି ଗୁଡିକରେ ମଧ୍ୟ ଏହି ପ୍ରଶ୍ନୋତ୍ତର ପଚରା ଯାଉଛି । ସେଥିପାଇଁ ଆପଣ ଯଦି କୌଣସି ଚାକିରି ବା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ଆପଣଙ୍କ ପାଇଁ ନିହାତି ଆବଶ୍ୟକ । ଚାଲନ୍ତୁ ଆରମ୍ଭ କରିବା ।
୧:- ମାନବ ହୃଦୟ କଣ ପମ୍ପ କରିଥାଏ ?
ଉତ୍ତର:- ରକ୍ତ
୨:- ଶିଖ୍ ଧର୍ମର ଲୋକମାନେ କେଉଁଠାକୁ ପୂଜା କରିବାକୁ ଯାଆନ୍ତି ?
ଉତ୍ତର:- ଗୁରୁଦ୍ୱାର
୩:- ଶ୍ରାବଣ ମାସର କେଉଁ ଦିନ ରକ୍ଷାବନ୍ଧନ ପାଳନ କରାଯାଏ ?
ଉତ୍ତର:- ପୁର୍ଣିମା
୪:- କେଉଁ ଫାର୍ଶୀ ଶବ୍ଦର ଓଡିଆ ଅର୍ଥ ‘ଭୂସ୍ଵାମୀ’ ଅଟେ ?
ଉତ୍ତର:- ଜମିଦାର
୫:- ‘ଇନସୁଲିନ’ ର ଉଦ୍ଭାବକ କିଏ ?
ଉତ୍ତର:- ଫେଡରିକ ବେଣ୍ଟି
୬:- କେଉଁ କମ୍ପାନୀ ଫଟୋସପ୍ ସଫ୍ଟୱେୟାର ନିର୍ମାଣ କରିଛି ?
ଉତ୍ତର:- ଏଡୋବ
୭:- ଏକ ଗ୍ଳାସ ପାଣିରେ ଭାସୁଥିବା ବରଫ ଖଣ୍ଡ ଭୌତିକ ବିଜ୍ଞାନର କେଉଁ ସିଦ୍ଧାନ୍ତର ଉଦାହରଣ ଅଟେ ?
ଉତ୍ତର:- ଆର୍କମେଡିସଙ୍କ ସିଦ୍ଧାନ୍ତ
୮:- କେଉଁ ଦେବତା ନନ୍ଦିଶ୍ଵର ଓ ଚନ୍ଦ୍ରନାଥ ନାମରେ ମଧ୍ୟ ପରିଚିତ ?
ଉତ୍ତର:- ଭଗବାନ ଶିବ
୯:- ମଣିପୁର, ବିହାର, ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡ ମଧ୍ୟରୁ ନେଉଆ ରାଜ୍ୟର ସୀମା ଚୀନ ସୀମା ସହିତ ଯୋଡି ହୋଇଛି ?
ଉତ୍ତର:- ଅରୁଣାଚଳ ପ୍ରଦେଶ
୧୦:- ଯୀଶୁ ଖ୍ରୀଷ୍ଟଙ୍କର କେଉଁ ସ୍ମୃତିକୁ ମନେ ପକାଇବା ପାଇଁ ଖ୍ରୀଷ୍ଟିୟାନ ମାନେ ‘Good Friday’ ପାଳନ କରିଥାନ୍ତି ?
ଉତ୍ତର:- ଯୀଶୁ ଖ୍ରୀଷ୍ଟଙ୍କର କୃଶ ବିଦ୍ଧିକରଣ
୧୧:- ଭାରତର ୫୦ତମ ସାଧାରଣତନ୍ତ୍ର ଦିବସ ବସରରେ ୨୦୦୦ ମସିହାରେ କିଏ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ?
ଉତ୍ତର:- ଲତା ମଙ୍ଗେସକର
୧୨:- ହିନ୍ଦୁ ପୌରାଣିକ କଥା ଅନୁସାରେ ଦ୍ଵାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ପାଣ୍ଡବ ମାନଙ୍କ ପାଇଁ କେଉଁ ସହର ନିର୍ମାଣ କରିବାକୁ ବିଶ୍ଵକର୍ମାଙ୍କୁ କହିଥିଲେ ?
ଉତ୍ତର:- ଇନ୍ଦ୍ରପ୍ରସ୍ତ
୧୩:- ମାର୍ଚ୍ଚ ୨୦୨୧ରେ ଇସ୍ତଫା ଦେବା ପୂର୍ବରୁ ତିବେନ୍ଦ୍ର ସିଂ ରାୱତ କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ?
ଉତ୍ତର:- ଉତ୍ତରାଖଣ୍ଡ
୧୪:- ଭାରତର କେଉଁ ରାଜ୍ୟରେ କେବଳ 2 ଟି ଜିଲ୍ଲା ଅଛି ?
ଉତ୍ତର:- ଗୋଆ
୧୫:- ମା ଠାରୁ ଜନ୍ମ ହୁଏ, ମା କୁ ଛୁଇଁଲେ ମରିଯାଏ । ତାହା କ’ଣ ?
ଉତ୍ତର:- ଲୁଣ
ବନ୍ଧୁଗଣ ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।