ନମସ୍କାର ବନ୍ଧୁଗଣ । ହସ୍ତରେଖା ବିଜ୍ଞାନ ରେ ଏହି କଥା ର ଉଲ୍ଲେଖ ହୋଇଛି କି, ଯେଉଁ ମହିଳା ମାନଙ୍କର ଲମ୍ବା ଓ କଳା ତଥା ଘନ କେଶ ହୋଇଥାଏ, ସେମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥା’ନ୍ତି । ଏପରିକି ଏମାନେ ନିଜର ଭାଗ୍ୟ ବଳ ରେ ହିଁ ନିଜର ଘର ପରିବାର କୁ ମଧ୍ୟ ଉନ୍ନତି ପ୍ରଦାନ କରିଥାନ୍ତି । ଏହାସହ ଏହି ମହିଳା ମାନଙ୍କ କାରଣ ରୁ ହିଁ ଗହରେ ସବୁବେଳେ ହସ ଖୁସି ତଥା ପ୍ରେମ ର ବାତାବରଣ ଲାଗି ରହିଥାଏ ।
ଏହା ସହ ଯେଉଁ ମହିଳା ମାନଙ୍କର ଆଖିର ପତା ଗୁଡିକ ଛୋଟ ଛୋଟ ତଥା କଳା ହୋଇଥାଏ ସେମାନେ ମଧ୍ୟ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ସେହି ମହିଳା ମାନଙ୍କର ହୃଦୟ ଅତ୍ୟନ୍ତ ସରଳ ଓ ସୁନ୍ଦର ହୋଇଥାଏ ଏବଂ ଏମାନେ ସବୁବେଳ ନିଜ ଘର କୁ ବାନ୍ଧି ରଖିଥାନ୍ତି ।
ଏମାନେ ନିଜ ସ୍ଵଭାବ ର କାରଣ ରୁ ସବୁବେଳ ନିଜ ସ୍ଵାମୀଙ୍କ ହୃଦୟ ରେ ରାଣୀ ହୋଇ ରହିଥାନ୍ତି । ଏହାସହ ଏମାନେ ନିଜ ଆଖ ପାଖ ର ଲୋକ ମାନଙ୍କ ସହ ଖୁସି ମିଳାବ ସ୍ଵଭାବ କରି ଖୁବ ଭଲ ଭାବରେ ରହିଥାନ୍ତି । ଯାହାଫଳରେ ଏମାନେ ଏକ ଭଲ ଗୃହିଣୀ ହୋଇ ମଧ୍ୟ ରହିଥାନ୍ତି । କିନ୍ତୁ ଶରୀରର ଅନେକ ଅଙ୍ଗ ଏପରି ଥାଏ ଯେଉଁଠାରେ କି ମହିଳା ମାନଙ୍କର ବାଳ ଥିବା ଅଶୁଭ ବୋଲି କୁହାଯାଇଥାଏ ।
ଯେପରି କି ଯେଉଁ ମହିଳା ମାନଙ୍କର ହାତ ଗୋଡ ରେ ପୁରୁଷ ମାନଙ୍କ ଭଳି ଅନେକ ବାଳ ଭରି ହୋଇ ରହିଥାଏ, ସେମାନଙ୍କୁ କେବେ ମଧ୍ୟ ଲକ୍ଷ୍ମୀମନ୍ତ ବୋଲି କୁହାଯାଇ ନଥାଏ । ପାଶ୍ଚାତ୍ୟ ମତ ଅନୁସାରେ ଯେଉଁ ମହିଳା ମାନଙ୍କର ହାତରେ ଅଧିକ ବାଳ ରହିଥାଏ, ସେମାନେ ଅତ୍ୟନ୍ତ ଜିଦି ତଥା କ୍ରୋଧୀ ସ୍ଵଭାବ ର ହୋଇଥା’ନ୍ତି । ତେଣୁ ଏହି ମାନଙ୍କର ହାତରେ ଏହିପରି ବାଳ ଥିବାକୁ ଅଶୁଭ ବୋଲି କୁହାଯାଇ ଥାଏ ।
କିନ୍ତୁ ବନ୍ଧୁଗଣ ଯେଉଁ ପୁରୁଷ ମାନଙ୍କ ଗୋଡ ହାତ ରେ ଅତ୍ୟାଧିକ ବାଳ ଥାଏ, ସେମାନେ ଖୁବ ଭଲ ହୋଇଥା’ନ୍ତି । ତାହାସହ ଏମାନେ ସ୍ଵଭାବ ରୁ ଅତ୍ୟନ୍ତ ସଚୋଟ୍ଟ ହୋଇଥା’ନ୍ତି । ଓ ଯେଉଁ ପୁରୁଷ ମାନଙ୍କ ହାତ ରେ କମ କମ ବାଳ ଥାଏ, ସେମାନେ ଦୂରଦର୍ଶୀ ହେବା ସହ ଜୀବନରେ ଅନେକ ସଫଳତା ମଧ୍ୟ ପ୍ରାପ୍ତ କରିଥାନ୍ତି । କିନ୍ତୁ ଏମାନଙ୍କ ଠାରେ କିଛି ଈର୍ଷା ର ସ୍ଵଭାବ ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ