Makara Sankranti: ମକର ସଂଙ୍କ୍ରାନ୍ତି ( 14 January ) ଏହି 4ଟି ରାଶିର ଖୋଲିବ ଭାଗ୍ୟ, ଦେଖନ୍ତୁ କଣ ଏଥିରେ ଆପଣଙ୍କ ରାଶି ଅଛି ?

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଆମ ଜୀବନରେ ବହୁତ ମହତ୍ତ୍ଵ ରଖିଥାଏ । ଶାସ୍ତ୍ର ଅନୁସାରେ ଜ୍ୟୋତିଷ ଗଣନା ଦ୍ୱାରା ବ୍ୟକ୍ତିର ବର୍ତ୍ତମାନ ଏବଂ ଭବିଷ୍ୟତ ଜାଣି ହୋଇଥାଏ । ବ୍ୟକ୍ତିର ଜୀବନରେ କେତେବଳେ ଉତନ ହୋଇଥାଏ ତ ପୁଣି କେତେବେଳେ ପତନ ହୋଇଥାଏ ଏହା ସବୁ ଗ୍ରହ ମାନଙ୍କ ସ୍ଥିତି ପରିବର୍ତ୍ତନ କାରଣରୁ ହୋଇଥାଏ । ତେବେ ଆଊ କିଛି ଦିନ ଦିନ ପରେ ମକର ସଂକ୍ରାନ୍ତି ଆସିବାକୁ ଯାଉଛି । ଏହି ଦିନ ଗ୍ରହ ମାନଙ୍କ ସ୍ଥିତି କିଛି ଏପରି ରହିବାକୁ ଯାଉଛି ଯାହା ଦ୍ଵାରା ମହା ସଂଯୋଗ ସୃଷ୍ଟି ହେଉଛି ଏବଂ ଏହାର ଶୁଭ ଫଳ କିଛି ରାଶି ମାନଙ୍କ ଉପରେ ରହିବାକୁ ଯାଉଛି । ତେବେ ଚାଲନ୍ତୁ ଜାଣିବା ସେହି ରାଶି ଗୁଡ଼ିକ ବିଷୟରେ ।

ମେଷ ରାଶି:- ଆପଣଙ୍କୁ ବଡ ଧରଣର ଲାଭ ହେବ । ଚିନ୍ତା ବିଚାର କରି ବେପାର କ୍ଷେତ୍ର ରେ ନିବେଶ କରିଲେ ଲାଭବାନ ହେବେ । ପାଠ ପ୍ରତି ଛାତ୍ର ମାନଙ୍କ ଏକାଗ୍ରତା ଅଧିକ ରହିବ । କୌଣସି ଦିଗରୁ ଅଚାନକ ଧନ ପ୍ରାପ୍ତ ହେବ । ଯେଉଁ ମାନଙ୍କର ବିବାହରେ ବିଳମ୍ବ ହେଉଥିଲା ସେମାନଙ୍କର ବିବାହ ଯୋଗ ରହିଛି ।

ବୃଷ ରାଶି:- ଏହି ରାଶିର ଲୋକ ମାନଙ୍କର ଭାଗ୍ୟ ଖୋଲିବାକୁ ଯାଉଛି । ଅଚାନକ ଧନ ପ୍ରାପ୍ତ ହେବ । ଆଗକୁ ଆସୁଥିବା ସମୟ ଆପଣଙ୍କ ପାଇଁ ଭଲ ରହିବ । କାର୍ଯ୍ୟ କ୍ଷେତ୍ର ରେ ସଫଳ ହେବେ । ଆପଣଙ୍କର ଅଟକି ଥିବା କାମ ଆରମ୍ଭ ହେବ । ପିତା ମାତା ଙ୍କ ଠାରୁ ଧନ ଲାଭ ହେବ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ ।

କନ୍ୟା ରାଶି:- ଏମାନଙ୍କର ରାଜଯୋଗ ହେଉଛି । ଚାକିରି କରୁଥିବା ଲୋକମାନଙ୍କୁ ଉଚ୍ଚ ପଦବୀ ମିଳିବ । ସମାଜରେ ଆପଣଙ୍କ ମାନ ସମ୍ମାନ ବୁଦ୍ଧି ହେବ । ଆପଣ କିଛି ନୂତନ କାର୍ଯ୍ୟରେ ବି ହାତ ଦେଇ ପାରନ୍ତି । ନୂଆ ନୂଆ ବନ୍ଧୁମାନଙ୍କ ସହ ଆପଣ ସାକ୍ଷାତ କରିବେ । ଆପଣଙ୍କୁ କିଛି ଲୋକମାନଙ୍କ ସାହାର୍ଯ୍ୟ ବି ମିଳିପାରେ । ବ୍ୟାପାର ବାଣିଜ୍ୟ କରୁଥିବା ଲୋକମାନଙ୍କ ପାଇଁ ଏହି ସମୟ ବହୁତ ହିଁ ଶୁଭ ଦାୟକ ହେବ ।

କୁମ୍ଭ ରାଶି:- ଏହି ରାଶିର ଲୋକ ମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି । ଯଦି ଆପଣ ଚାକିରି ଖୋଜୁଛନ୍ତି ତେବେ ଆପଣ ନୂଆ ଚାକିରି ପାଇବେ । ବେପାର ଓ ବାଣିଜ୍ୟ କ୍ଷେତ୍ର ରେ ଆପଣଙ୍କର ରୋଜଗାର ରେ ବୃଦ୍ଧି ହେବ । ବୈବାହିକ ଜୀବନରେ ସୁଖ ଶାନ୍ତି ଆସିବ । ଜୀବନ ସାଥି ଙ୍କ ସହ ଆପଣ ଦୂର ଜାଗାକୁ ଯାତ୍ରା କରିବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ତେବେ ବନ୍ଧୁଗଣ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *