ଏହିଭଳି କେବେ ବି ପିନ୍ଧନ୍ତୁ ନାହିଁ ମଙ୍ଗଳସୂତ୍ର, ପୁରା ଗହର ହୋଇଯିବ ବର୍ବାଦ…. ବିବାହିତ ନାରୀ ନିଶ୍ଚୟ ଦେଖନ୍ତୁ

ମଙ୍ଗଲସୂତ୍ର ଏହି ଭଳି ଏକ ପବିତ୍ର ଜିନିଷ ଯାହା ଆମକୁ ବିବାହ ବେଳେ ପିନ୍ଧା ଯାଇଥାଏ । ଆପଣ ଜାଣି ଥିବେ କି ଏହା ମଧ୍ୟ ସତ୍ୟ ଅଟେ କି ଆମେ ଯାହାଭି କରୁଛେ କିମ୍ବା ଆମେ ଯାହାଭି କରିବା ପାଇଁ ଚେଷ୍ଟା କରିବା ତାହା ଆମ ଭାଗ୍ୟରେ ଲେଖା ଯାଇଥାଏ । ଆପଣ ଏହା ମଧ୍ୟ ଜାଣି ନିଅନ୍ତୁ କି ଏହା ଏକ କଳା ସୂତାରେ ବନ୍ଧା ହୋଇଥିବା ମାଳୀ ନୁହେଁ ଏହା ହେଉଛି ଆମ ଜୀବନର ସୂତ୍ର । ଏହା ବିବାହହିତ ମହିଳା ଙ୍କୁ ସୁନ୍ଦର କରାଇ ଥାଏ ଏହା ସହ ସେ ଆମକୁ ଖରାପ ନଜର ରୁ ମଧ୍ୟ ବଞ୍ଚାଇ ଥାଏ ।

ହିନ୍ଦୁ ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ମହିଳା ମାନେ ବିବାହ ପରେ ଗଳାରେ ସବୁ ବେଳେ ଏକ କଳା ଧାଗା ପିନ୍ଧିଥାନ୍ତି । ଏହାକୁ ମହିଳାମାନେ ନିଜ ସ୍ଵାମୀ ଙ୍କ ଲାମାବ ଜୀବନ ପାଇଁ ଏହାକୁ ଧାରଣ କରିଥାନ୍ତି । ସେବେ ଠାରୁ ଏହା ଏବେ ଚାଲି ଆସିଛି । ବିବାହ ପରେ ମହିଳା ମାନେ ଅନେକ ପ୍ରକାର ଜିନିଷ ପିନ୍ଧି ଥାନ୍ତି । ମହିଳା ମାନେ ଏହାକୁ କେବଳ ଧାରଣ କରି ନଥାନ୍ତି ସେ ଆହୁରି ମଧ୍ୟ କିଛି ପିନ୍ଧି ଥାନ୍ତି ଯେମିତି କି ପାଦର ପାଉଁଜି, ଝୁଣ୍ଟିଆ, ଓ ଆଉ ଅଲଗା କିଛି ।

ଆପଣ ଏହା ମଧ୍ୟ ଜାଣି ରଖନ୍ତୁ କି ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଏହାକୁ ସାଧାରଣ ଭାବେ କେବଳ ମହିଳା ମାନଙ୍କ ପାଇଁ ଦେଖିବା କୁ ପାଇ ଥାଉ ଏହା ସହ ସେମାନେ ହାତରେ ଚୁଡି ପିନ୍ଧି ଥାନ୍ତି ଓ ମଠାରେ ସିନ୍ଦୁର ମଧ୍ୟ ।

ଏହାକୁ ଧାରଣ କରିବା ପରେ ହିନ ଜଣେ ନାରୀକୁ ସଧବା ବୋଲି କୁହାଯାଇଥାଏ । କୁହାଯାଏ କି ମହିଳାମାନେ ଏହାକୁ ସେହି ଯାଏ ଧାରଣ କରିଥାନ୍ତି ଯେଉଁ ଯାଏ ସେମାନଙ୍କ ସ୍ଵାମୀ ମାନେ ବଞ୍ଚି ଥାନ୍ତି । ଏହା ସହ ଏହା ଆମକୁ ରକ୍ଷା କରିଥାନ୍ତି । ଏହାକକୁ କେବେହେଲେ ନିଜ ଶରୀର ର ବାହାରକୁ କରିବା କଥା ନୁହେଁ ।

ଆପଣ ଦେଖିଥିବେ ଏହା ପାଇଁ କଳା ରଙ୍ଗର ମୋତି କୁ ବବାହାର କରାଯାଇ ଥାଏ । ଏହାର କାରଣ କେବେ ହେଲେ ଭାବିଛନ୍ତି କି କାରଣ ଗହଣାରେ ଅନେକ ପ୍ରକାର ମାଳୀ ଲଗାଜାଇ ଥାଏ । କହିବା ପାଇଁ ଗଲେ ଶିବ ଓ ପାର୍ବତୀ ଙ୍କ ବିବାହ ସବୁ ଙ୍କ ପାଇ ଆଶୀର୍ବାଦ ଅଟେ । ଏହା ପାଇଁ ଏହା ଅମଧ୍ୟରେ କଳା ମାଳୀ କୁ ବ୍ୟବହାର କରାଯାଇ ଥାଏ ।

ଆପଣ ଦେଖି ନଥିବେ କି ବୋଧେ ହୁଏ ଏହା ଆମ ସମ୍ପର୍କ କୁ ଖରାପ ନଜର ରୁ ଦୂରେଇ ରଖିଥାଏ । ଏହା ଅମଧ୍ୟରେ ଥିବା କଳା ମାଳୀ ମଧ୍ୟରୁ ନ ଟି ମାଳୀ ମିସିକି ସ୍ଵାମୀ ଓ ସ୍ତ୍ରୀ ଙ୍କ ସମ୍ପର୍କ କୁ ଖୁବ ମଜବୁତ କରାଇ ଥାନ୍ତି । ଏହା ମଧ୍ୟରେ ଜଳ ଅଗ୍ନି ବାୟୁ ଓ ମାଟିର ଶକ୍ତି ମଧ୍ୟ ଥାଏ । କୁହାଯାଏ କି ଏହା ମଧ୍ୟରେ ଥିବା ସୁନା ଆମକୁ ବୁଦ୍ଧ ଗ୍ରହର ଉପସ୍ଥିତି କୁ ଅନୁଭବ କରାଇଥାଏ ।

Leave a Reply

Your email address will not be published. Required fields are marked *