ବାଛନ୍ତୁ ନିଜ ମନ ପସନ୍ଦର ଗୋଟିଏ ପଥର ଓ ଜାଣନ୍ତୁ ନିଜର ସମସ୍ୟା ଓ ତାହାର ସମାଧାନ ( Personality Test )

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏହିଠାରେ କିଛି ଭିନ୍ନ ଭିନ୍ନ ପଥରର ଚିତ୍ର ଦେଖାଇଛୁ । ଏହି ପଥର ମଧ୍ୟରୁ ନିଜର ପସନ୍ଦର କୌଣସି ଗୋଟିଏ ପଥର ବାଛିନିଅନ୍ତୁ ଏବଂ ନିଜ ଜୀବନରେ ଥିବା ସମସ୍ୟା ଓ ତାହାର ସମାଧାନ ବିଷୟରେ ଜାଣନ୍ତୁ । ଆପଣ ପ୍ରଥମେ ଏହି ପଥର ଗୁଡିକକୁ ଧ୍ୟାନର ସହିତ ଦେଖନ୍ତୁ । ଏବଂ ଯେଉଁ ପଥର ଆପଣଙ୍କୁ ସବୁଠୁ ଅଧିକ ଆକର୍ଷିତ କରୁଛି ତାହାକୁ ବାଛନ୍ତୁ ଏବଂ ନିଜର ଜୀବନରେ ଚାଲୁଥିବା ସମସ୍ୟା ଏବଂ ତାହାର ସମାଧାନ ବିଷୟରେ ଜାଣନ୍ତୁ । ତେବେ ଚାଲନ୍ତୁ ଜାଣିବା ।

ପ୍ରଥମ ପଥର:- ଯଦି ଆପଣ ପ୍ରଥମ ପଥର ବାଛିଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ସ୍ଵତନ୍ତ୍ରତା ସବୁଠୁ ଅଧିକ ପସନ୍ଦ ହୋଇଥାଏ । ଆପଣ ଛନ୍ଦ କପଟ ଠାରୁ ଦୂରରେ ରହିବାକୁ ଚାହିଁଥାନ୍ତି । ତେଣୁ ଆପଣ ସବୁ ବେଳେ ଗୋଟେ ଜିନିଷର ଭଲ ପାର୍ଶ୍ଵ ଦେଖିବାକୁ ଚେଷ୍ଟା କରନ୍ତୁ ।

ଦିତୀୟ ପଥର:- ଯଦି ଆପଣ ଦିତୀୟ ପଥର ବାଛିଛନ୍ତି ତେବେ ଆପଣଙ୍କ ଜୀବନରେ ସବୁବେଳେ ସମସ୍ୟା ଲାଗିରହିଥାଏ ତେଣୁ ଆପଣ ଧର୍ଯ୍ୟର ସହିତ ଏହି ସବୁ ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଦେଖିବେ ଆପଣ ବହୁତ ଖୁସିର ଜୀବନ ଯାପନ କରିବେ ।

ତୃତୀୟ ପଥର:- ଯଦି ଆପଣ ତୃତୀୟ ପଥର ବାଛିଛନ୍ତି ତେବେ ଆପଣ ଜଣେ ଆଶାବାଦୀ ବ୍ୟକ୍ତି ଅଟନ୍ତି । ଆପଣଙ୍କ ଭବିଷ୍ୟତ ନିଶ୍ଚିନ୍ତ ଭାବରେ ଉଜ୍ବଳ ହେବ । ଆପଣ କେତେ ଅନ୍ୟର ଦୁଃଖ ରେ ଠିଆ ହେବେ ସେତେ ଆପଣଙ୍କ ଜୀବନରେ ଖୁସି ଆସିବ ।

ଚତୁର୍ଥ ପଥର:- ଯଦି ଆପଣ ଚତୁର୍ଥ ପଥର ବାଛିଛନ୍ତି ତେବେ ଆପଣ ବହୁତ ଖୋଲା ହୃଦୟରେ ବ୍ୟକ୍ତି ଅଟନ୍ତି । ଆପଣ ସମସ୍ତଙ୍କ ମନରେ ରାଜ କରିଥାନ୍ତି । ଆପଣ ନିଜର ଅତୀତରେ ଘଟିଥିବା କଥାକୁ ଭୁଲି ନୂଆ ଜୀବନ ଆରମ୍ଭ କରନ୍ତୁ ।

ପଞ୍ଚମ ପଥର:- ଯଦି ଆପଣ ପଞ୍ଚମ ପଥର ବାଛିଛନ୍ତି ତେବେ ଆପଣ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଆପଣଙ୍କର ସମସ୍ତେ ପ୍ରଶଂସା କରିଥାନ୍ତି । ଆପଣ ନିଜର ପରିବାର ଲୋକଙ୍କୁ ବହୁତ ଭଲ ପାଇଥାନ୍ତି । ଆପଣ କେବେ କାହାକୁ ଦୁଃଖ କଷ୍ଟ ଦିଅନ୍ତି ନାହିଁ ।

ଷଷ୍ଠ ପଥର:- ଯଦି ଆପଣ ଷଷ୍ଠ ପଥର ବାଛିଛନ୍ତି ତେବେ ଆପଣ ଏପରି ବ୍ୟକ୍ତି ଅଟନ୍ତି ଯିଏ ସବୁ କ୍ଷେତ୍ରରେ ସମସ୍ତଙ୍କ ପାଇଁ ଶୁଭ ଚିନ୍ତା କରିଥାନ୍ତି । ଏବଂ ସଫଳତା ପାଇବା ପାଇଁ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି । ତେବେ ବନ୍ଧୁଗଣ ଆପଣ କେଉଁ ପଥର ବାଛିଛନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *