ବନ୍ଧୁଗଣ ସାଧାରଣ ପ୍ରତୀତ ହେଉଥିବା ଲୁଣ ଯାହା ଆମ ଖାଦ୍ୟ କୁ ସ୍ଵାଦିଷ୍ଟ କରି ଦେଇଥାଏ, ସେହି ଲୁଣ କୁ ବହୁ ପୁରାତନ କାଳ ରୁ ଲୋକ ନିଜର ଦରିଦ୍ରତା କୁ ଦୂର କରିବା ପାଇଁ ବ୍ୟବହାର କରି ଆସୁଛନ୍ତି । ଲୁଣ ମଧ୍ୟରେ ଏପରି ଶକ୍ତି ରହିଅଛି କି ଏହା ପଇସା କୁ ଚୁମ୍ବକ ପରି ଆକର୍ଷିତ କରିଥାଏ । ଲୁଣ ମଧ୍ୟ ରେ ସକାରାତ୍ମକ ଉର୍ଜ ଆଧିକ ମାତ୍ରା ରେ ଭରି ହୋଇ ରହିଥାଏ । ତେଣୁ ଲୁଣ ମଣିଷ କୁ ଖୁବ ଶୀଘ୍ର ଧନବାନ କରି ଦେଇଥାଏ ।
ଲୁଣ କୁ ନେଇ କିଛି ଉପାୟ ମାନ ପ୍ରଚଳିତ ହୋଇ ଅଛି ଯଦି କେହି ମଣିଷ ବିଶ୍ବାସ ର ସହ ଏହି ଉପାୟ କୁ କରେ ତେବେ ସେହି ମଣିଷ ନିଜର ଗରିବୀ କୁ ନିଶ୍ଚିତ ରୂପରେ ଦୂର କରି ଦେଇ ପାରିବ । ବନ୍ଧୁଗଣ କେବେ ମଧ୍ୟ କାହା ଠାରୁ ମାଗି ଆଣି ଲୁଣ ର ବ୍ୟବହାର କରିବା ଉଚିତ ହୋଇ ନଥାଏ । ଏହା ଦ୍ଵାରା ଘରେ ନକରତ୍ମକତା ବ୍ୟାପୀ ଯାଇଥାଏ ।
ଦ୍ଵିତୀୟ ରେ ଲୁଣ ଏକ ଘରର ଏପରି ସାମଗ୍ରୀ ଯାହାକୁ କେବେ ମଧ୍ୟ ଘରୁ ଶେଷ ହେବାକୁ ଦେବା ଆଉଚିତ ହୋଇ ନତହେ । କାରଣ ଯେଉଁ ଘରେ ଲୁଣ ର ପାତ୍ର ଖାଲି ଥାଏ, ସେହି ଘରୁ ମାତା ଲକ୍ଷ୍ମୀ ମଧ୍ୟ ଚାଲି ଯାଇଥାନ୍ତି । ତେଣୁ ଘରେ ସବୁବେଳେ ଲୁଣ ପର୍ଯ୍ୟାପ୍ତ ମାତ୍ରା ରେ ଭରି ରଖିବା ଉଚିତ ।
ତାହାଛଡା ପ୍ରତ୍ୟକ ମାସ ର ପ୍ରଥମ ତାରିଖ ଦିନ ରୋଷେଇ ସାମଗ୍ରୀ କିଣିବା ସମୟରେ ସର୍ବପ୍ରଥମେ ଲୁଣ କିଣିବା ଉଚିତ । ଏହା ଦ୍ଵାରା ଘରେ ସୁଖ ସମୃଦ୍ଧି ଭରି ହୋଇ ରହିଥାଏ । ଘରେ ନକରାତ୍ମକତା ଶକ୍ତି ର ଊର୍ଜା ଅଧିକ ହୋଇଗଲେ, ଘରେ ଦୁଃଖ ଦରିଦ୍ରତାର ସମ୍ମୁଖୀନ ହେବାକୁ ପଡେ । ଘରୁ ନକରାତ୍ମକତା ଶକ୍ତି କୁ ଦୂର କରିବା ପାଇଁ ଏକ ପାତ୍ର କିମ୍ବା କାଗଜ ରେ କିଛି ଲୁଣ କୁ ନେଇ ଘରର ଦକ୍ଷିଣ ପଶ୍ଚିମ ଦିଗର ଏକ କୋଣ ସ୍ଥାନରେ ଗୁରୁବାର ଦିନ ରାତିରେ ରଖି ଦିଅନ୍ତୁ । ପରଦିନ ସକାଳେ ସେହି ଲୁଣ କୁ ପ୍ରଭାହିତ ଜଳରେ ପକାଇ ଦିଅନ୍ତୁ ।
ଏପରି କରିବା ଦ୍ଵାରା ଘରେ ଥିବା ନକରାତ୍ମକ ଶକ୍ତି ଘରୁ ଚାଲିଯିବ । ଘରକୁ ସମସ୍ତ ଦିଗ ରୁ ଧନ ପ୍ରଚୁର ମାତ୍ରାରେ ଆକର୍ଷିତ ହୋଇ ଆସିବ । ତାହାଛଡା ମନେ ରଖନ୍ତୁ କେବେ ମଧ୍ୟ କାହାକୁ ସୂର୍ଯ୍ୟାସ୍ତ ପରେ ଲୁଣ ଦିଅନ୍ତୁ ନାହିଁ । ଏହା ଦ୍ଵାରା ଘରୁ ଲକ୍ଷ୍ମୀ ଚାଲି ଯାଇଥାନ୍ତି । ଲୁଣ କୁ କେବେ ତଳେ ପକାଇବା ଉଚିତ ହୋଇ ନଥାଏ । ଲୁଣ କୁ ବ୍ୟବହାର କରିବା ସମୟରେ ସବୁବେଳେ ସାବଧାନ ହୋଇ ବ୍ୟବହାର ଅକରିବା ଉଚିତ । କାରଣ ଲୁଣ ତଳେ ପଡିବା ଦ୍ଵାରା ଘରକୁ ଦରିଦ୍ରତା ଆକର୍ଷିତ ହୋଇ ଆସିଥାଏ । ତେବେ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କଇରବକୁ ଭୁଲିବେନି । ଧନ୍ୟବାଦ