ମନ୍ଦାର ଫୁଲ 24 ଘଣ୍ଟାରେ ବଦଳେଇ ଦେବ ଆପଣଙ୍କ ଭାଗ୍ୟ, ଯେଉଁଠି ବି ପାଇବେ ନେଇ ଆସନ୍ତୁ ଘରକୁ

ବନ୍ଧୁଗଣ ଆପଣ ମାନଙ୍କୁ ଯେଉଁ ଫୁଲ ବିଷୟରେ କହିବାକୁ ଯାଉଛୁ ତାହା ଦେବୀ ଦେବତାଙ୍କ ପୂଜାରେ ବ୍ୟବହାର କରତଯାଏ । ଏହି ଗଛକୁ ମନ୍ଦାର ଗଛ କୁହାଯାଏ । ଏହାର ଚମତ୍କାରୀ ଲାଭ ଜାଣି ପାରିଲେ ଧନବାନ ହୋଇପାରିବା । ଜୀବନରେ ଚାଲିଥିବା ସମସ୍ଯାମାନ ଦୂର ହୋଇଥାଏ । ଏହି ଫୁଲ ଘରେ ଥିଲେ ନେଗେଟିଭ ଏନର୍ଜି ନଷ୍ଟ ହୋଇଥାଏ । ଘରେ ଏହି ଗଛକୁ ଲଗାଇବା ଦ୍ଵାରା ଶୁଭ ମାନାଯାଏ ।

ଯେଉଁ ଲୋକଙ୍କର କୁଣ୍ଡଳିରେ ସୂର୍ଯ୍ୟଦେବ କମଜୋର ଥାନ୍ତି ସେମାନଙ୍କୁ ମନ୍ଦାର ଗଛ ନିଶ୍ଚୟ ଲଗାଇବା ଉଚିତ । ଆଜି ଆମେ ଆପଣଙ୍କୁ ମନ୍ଦାର ଫୁଲର କିଛି ଆୟୁର୍ବେଦିକ ଉପାୟ ବିଷୟରେ କହିବାକୁ ଯାଉଛୁ । ଏମିତି ମାନାଯାଏ କି ଆପଣଙ୍କ କୁଣ୍ଡଳୀରେ ଦୋଷ ଥିଲେ ମନ୍ଦାର ଗଛ ଘରେ ଲଗାଇବା ଉଚିତ । ଏହି ମନ୍ଦାର ଗଛର ପତ୍ରକୁ ପାଣିରେ ଫୁଟାଇ ସେବନ କରିଲେ ପେଟରେ ଜୀବାଣୁ ବି ମରି ଯାଇଥାଏ ।

ଏହି ମନ୍ଦାର ଗଛର ପତ୍ର ରାମବାଣ ଭଳି କାମ କରିଥାଏ । ଯଦି ଆପଣଙ୍କର ଷ୍ଟୋନ ଭଳି ରୋଗ ପାଇଁ ଚିନ୍ତାରେ ଅଛନ୍ତି ତେବେ ମନ୍ଦାର ପତ୍ର ବା ଫୁଲର ପାଉଡର ବନାଇ ଦୁଇ ଚାମଚରେ ଏହାକୁ ଗରମ ପାଣିରେ ପକାଇ ସେବନ କରନ୍ତୁ । ଏହି ଉପାୟକୁ ଖାଲି ପେଟରେ ସକାଳେ ଓ ସନ୍ଧ୍ୟାରେ କରିବାକୁ ପଡିବ । 15 ଦିନ ଯାଏଁ ଏହି ପାଉଡରକୁ ପିଇଲେ ପରିସ୍ରା ଆକାରରେ ଷ୍ଟୋନ ଦୂର ହୋଇଥାଏ ।

କିଛି ଲୋକଙ୍କର ଆଇରନ ସମସ୍ଯା ଥିଲେ ମନ୍ଦର ଫୁଲକୁ ଚାହା କରି ସେବନ କରିବେ ତେବେ ଏହା ଦୂର ହେବ । ମନ୍ଦାର ଫୁଲକୁ ପାଣିରେ ଫୁଟାଇ ଗୁଡ ପକାଇ ସେବନ କରିଲେ ଆଇରନ ବଢିବା ସହ ରକ୍ତ ବହଡିଥାଏ । ଯଦି ଆପଣ ମୋଟାପଣକୁ କମାଇବାକୁ ଚାହୁଁଛନ୍ତି ତେବେ ମନ୍ଦାର ଫୁଲକୁ ଚାହା କରି ପିଇଲେ ଲମ୍ବା ସମୟ ଧରି ଭୋକ ଲାଗେ ନାହି । ଏବେ ଆସନ୍ତୁ ଜାଣିବା ମନ୍ଦର ଫୁଲର ଧାର୍ମିକ ମହତ୍ଵ ବିଷୟରେ ।

ମା ଲକ୍ଷ୍ମୀ, ମା ଦୂର୍ଗା, ମା ତାରିଣୀଙ୍କୁ ମାନଦର ଫୁଲ ଅତି ପ୍ରିୟ ଅଟେ । ପ୍ରଭୁ ହନୁମାନଙ୍କୁ ମଧ୍ୟ ମନ୍ଦାର ଫୁଲ ପ୍ରିୟ ହୋଇଥାଏ । ସୁଖ ସମୃଦ୍ଧି, ଧନ ବୃଦ୍ଧି ପାଇଁ ଏହି ଫୁଲ ଚଢା ଯାଇଥାଏ । ଯଦି କୌଣସି ବ୍ୟକ୍ତିଙ୍କୁ ମଙ୍ଗଳ ଦୋଷ ଲାଗିଛି, ବିବାହରେ ବିଳମ୍ବ ହେଉଛି, ମଙ୍ଗଳ ଦୋଷ କାରଣରୁ ଜାତକରେ ଦୁର୍ଘଟଣା ହେଉଛି, ଚର୍ମ ରୋଗ ହେଉଛି, ବିବାହ ହେବା ପରେ ଦାଂପତ୍ଯ ଜୀବନରେ ସମସ୍ଯା ହେଉଛି ତେବେ ଏଥିରୁ ମୁକ୍ତି ମିଳିଥାଏ ।

ଏଥିପାଇଁ ମନ୍ଦାର ଗଛକୁ ଘରେ ଲଗାନ୍ତୁ ଓ ଏହାର ଫୁଲକୁ ଭଗବାନ ହନୁମାନଙ୍କୁ ପ୍ରତେକ ଦିନ ଚଢାନ୍ତୁ । ଏହା ଦ୍ଵାରା ମଙ୍ଗଳ ଦୋଷ ଦୂର ହୋଇଥାଏ । କୌଣସି ବିଶେଷ ପ୍ରକାରର ମନୋକାମନା ଥିଲେ ମାତା ଲକ୍ଷ୍ମୀଙ୍କୁ 21ଟି ମନ୍ଦାର ଫୁଲ ମାଳ କରି ଚଢାନ୍ତୁ । ଦେଖିବେ ଆପଣଙ୍କର ମନୋକାମନା ବହୁତ ଜଲ୍ଦି ପୂରଣ ହେବ । ଆପଣଙ୍କୁ ଏହି ଉପାୟ 3 ସପ୍ତାହ ଯାଏଁ କରିବାକୁ ହେବ । ନାଲି କିତାବରେ ଏହାର ଉଲେଖ ମଧ୍ୟ ଅଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *