ନମସ୍କାର ବନ୍ଧୁଗଣ । ଯଦି ଆପଣ ଚିନ୍ତିତ ବା ସବୁବେଳେ ସମସ୍ଯା ରେ ଘେରି ହୋଇ ରହୁଛନ୍ତି, ଏହା ସହ ଆପଣ ଙ୍କର କୌଣସି କାମ ହେଉ ନାହିଁ । ପରିଶ୍ରମ ତ ବହୁତ ଅଧିକ ହେଉଛି ହେଲେ ଆପଣ ଙ୍କୁ ଆପଣଙ୍କ ଆଶାନୁସାରେ ତ ଦୂର ର କଥା, କିନ୍ତୁ ଉଚିତ ଫଳ ମିଳି ପାରୁନାହିଁ । ତେବେ ଆପଣ ନୀରସ ଣ ହୋଇ ମଙ୍ଗଳବାର ଦିନ ଏହି କାମ ଗୁଡିକ କରି ଥରେ ଦେଖନ୍ତୁ । ଦେଖିବେ ଆପଣଙ୍କର ଭାଗ୍ୟ ର ପରିବର୍ତନ ହୋଇଯିବ ।
ମଙ୍ଗଳବାର କୁ ହନୁମାନ ଜୀ ଙ୍କର ବାର ବୋଲି କୁହାଯାଇଥାଏ । ତେଣୁ ମଙ୍ଗଳବାର ଦିନ ହନୁମାନ ଜୀ ଙ୍କର ବିଶେଷ ଭାବରେ ପୂଜା କରାଯାଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଯେଉଁ ଉପାୟ ଗୁଡିକ ବିଷୟ ରେ ନେଇ କରି ଆସିଛୁ ତନ୍ମଧ୍ୟରୁ ପ୍ରଥମ ଟି ହେଲା,
ମଙ୍ଗଳବାର ଦିନ ସନ୍ଧ୍ଯା ରେ ହନୁମାନ ଜୀ ଙ୍କ ମନ୍ଦିର କୁ ଯାଇ ଗୋଲାପ ଫୁଲ ର ଏକ ମାଳ ଅର୍ପଣ କରନ୍ତୁ । ଏପରି କରିବା ଦ୍ଵାରା ମନୋସ୍କାମନା ପୂରଣ ହୋଇଥାଏ । ଦ୍ଵିତୀୟ ଉପାୟ ଟି ହେଉଛି ମଙ୍ଗଳବାର ଦିନ ସ୍ନାନ କରି ବାର ଗଛ ତଳୁ ଏକ ଅକ୍ଷୁର୍ଣ୍ଣ ପତ୍ର ଧୋଇ ଆଣନ୍ତୁ । ବର୍ତ୍ତମାନ ଏହି ପତ୍ର କୁ ନେଇ ହନୁମାନ ଜୀ ଙ୍କ ମନ୍ଦିର କୁ ଯାଆନ୍ତୁ ।
ସେଠାରେ ସେହି ପତ୍ର ଉଆପରେ କେଶର ଦ୍ଵାରା ଶ୍ରୀ ରାମ ଲେଖି ତାହାକୁ ହନୁମାନ ଜୀ ଙ୍କ ପାଦ ତଳେ କିଛି ସମୟ ପାଇଁ ରଖି ଦିଅନ୍ତୁ । କିଛି ସମୟ ପରେ ସେହି ପତ୍ର କୁ ଆଣି ନିଜ ଧନ ରଖିବା ସ୍ଥାନରେ ଅଥବା ନିଜ ପର୍ସ ରେ ରଖି ଦିଅନ୍ତୁ । ଏପରି କରିବା ପରେ ଆପଣ ଦେଖିବେ ଆପଣଙ୍କ ଜୀବନରେ ଥିବା ସମସ୍ତ ଧନ ଜନିତ ସମସ୍ଯା ସହ ଅନ୍ୟାନ୍ୟ ସମସ୍ଯା ରୁ ମଧ୍ୟ ଆପଣ ଙ୍କୁ ମୁକ୍ତି ମିଳିଯିବ ।
ତୃତୀୟ ଉପାୟ ମଙ୍ଗଳବାର ଦିନ ହନୁମାନ ଜନ୍ତ୍ର କୁ ମଙ୍ଗଳବାର ଦିନ ଘରକୁ ଆଣି ସ୍ଥାପନା କରନ୍ତୁ । ଏହା ପରେ ପ୍ରତ୍ଯେକ ଦିନ ଏହାର ବିଶେଷ ଭାବରେ ପୂଜା ମଧ୍ୟ କରନ୍ତୁ । ଚତୁର୍ଥ ଉପାୟ ମଙ୍ଗଳବାର ଦିନ କୌଣସି ହନୁମାନ ଜୀ ଙ୍କ ମନ୍ଦିର କୁ ଯାଇ ଚାମେଲୀ ର ତେଲ ଓ ସିନ୍ଦୁର ଅର୍ପଣ କରନ୍ତୁ । ପଞ୍ଚମ ଟି ହେଉଛି ମଙ୍ଗଳବାର ଦିନ ହନୁମାନ ଜୀ ଙ୍କ ମନ୍ଦିର କୁ ଯାଇ ସେଠାରେ ଶ୍ରୀ ରାମ ରକ୍ଷା ସ୍ରୋତ ର ପାଠ କରନ୍ତୁ ।
ଏହାସହ ହନୁମାନ ଜୀ ଙ୍କୁ ଗୁଡ ର ଭୋଗ ଲଗାନ୍ତୁ । ଷଷ୍ଠ ଉପାୟ ଟି ହେଉଛି, ମଙ୍ଗଳବାର ଦିନ ସକାଳେ ସ୍ନାନ କରିବା ପରେ କୌଣସି ଅଶ୍ଵତ୍ଥ ବୃକ୍ଷ ମୂଳରେ ଏକ ସୋରିଷ ତେଲ ର ଦୀପ ଟିଏ ପ୍ରଜ୍ଵଳିତ କରନ୍ତୁ । ଏହା ପରେ ପୂର୍ବ ଦିଗ ଆଡକୁ ମୁଖ କରି ତୁଲସୀ ମାଳ ରେ 11 ଥର ରାମ ନାମ ଜପ କରନ୍ତୁ । ସପ୍ତମ ରେ ମଙ୍ଗଳବାର ହନୁମାନ ଜୀ ଙ୍କ ମନ୍ଦିର କୁ ଯାଇ ସନ୍ଧ୍ୟା ସମୟରେ 108 ଥର ରାମ ନାମ ଜପ କରିବା ଦ୍ଵାରା ସମସ୍ତ ଗ୍ରହ ମାନଙ୍କ ଦୋଷ ରୁ ରକ୍ଷା ମିଳିଥାଏ ।
ଅଷ୍ଟମ ଟି ହେଉଛି 5 ଟି ମଙ୍ଗଳବାର ପର୍ଯ୍ୟନ୍ତ ବୁନ୍ଦିଆ ଲାଦୁର ଭୋଗ ହନୁମାନ ଜୀ ଙ୍କ ମନ୍ଦିର ରେ ଲଗାନ୍ତୁ । ଏପରି କରିବା ଦ୍ଵାରା ଜୀବନ ରେ ଥିବା ସମସ୍ତ ଚିନ୍ତା ରୁ ମୁକ୍ତି ମିଳି ଯାଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ