Vastu Tips- ମାର୍ଗଶିର ମାସ ଶେଷ ହେବା ପୂର୍ବରୁ ଘରକୁ ନେଇ ଆସନ୍ତୁ ଏହି 1ଟି ଜିନିଷ, ହେବ ଧନର ବର୍ଷା

ବନ୍ଧୁଗଣ ଆପଣ ସମସ୍ତେ ଜାଣିଛନ୍ତି କି ବର୍ତ୍ତମାନ ୨୦୨୧ ମସିହାର ଶେଷ ମାସ ମାନେ ଡିସେମ୍ବର ମାସରେ ମାର୍ଗଶିର ଗୁରୁବାର ଚାଲୁଅଛି । ତେବେ ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା ପାଠ ସହିତ କିଛି ଖାସ ଉପାୟ ମଧ୍ୟ କରିବାକୁ ହୋଇଥାଏ । ତେବେ ଯଦି ଆପଣ ସେହି ଉପାୟ ଗୁଡ଼ିକ ମାର୍ଗଶିର ମାସ ସରିବା ପୂର୍ବରୁ କରିବେ ତେବେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ନିଜର କୃପା ଦୃଷ୍ଟି ରଖିବେ ।

ଏବଂ ଆପଣଙ୍କୁ ଧନ ଲାଭ ମଧ୍ୟ ହେବ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହି ଉପାୟ ଗୁଡ଼ିକ କହିବୁ । ଏହି ଉପାୟ ଗୁଡ଼ିକ କରିବା ପାଇଁ ହେଲେ ଆମେ କହିଥିବା ୩ଟି ଜିନିଷ ମଧ୍ୟରୁ କୌଣସି ବି ଗୋଟିଏ ଜିନିଷ ମାର୍ଗଶିର ମାସ ଶେଷ ହେବା ଆଗରୁ ନିଜ ଘରକୁ ନେଇ ଆସନ୍ତୁ । ତେବେ ଚାଲନ୍ତୁ ଜାଣିବା ।

କଉଡ଼ି:- ବନ୍ଧୁଗଣ ଯଦି ଆପଣ ନିଜ ଘରୁ ଦାରିଦ୍ର୍ୟତା ଦୂର କରିବାକୁ ଚାହୁଁଛନ୍ତି ତେବେ ଯଥା ଶୀଘ୍ର ମାର୍ଗଶିର ମାସ ସରିବା ପୂର୍ବରୁ ନେଇ ଆସନ୍ତୁ । ଏହି କଉଡ଼ି ଆଣି ତାକୁ ମାତା ଲକ୍ଷ୍ମୀ ଙ୍କ ପାଖରେ ରଖି ଶାନ୍ତି ମନରେ ପୂଜା କରନ୍ତୁ । ଏହା ଦ୍ବାରା ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଥାଏ । ଏବଂ ଆପଣଙ୍କୁ ଧନ ଲାଭ ହୋଇଥାଏ ।

ରୂପ ମୁଦ୍ରା:- ଯଦି ଆପଣଙ୍କ ଘରେ ସଦା ସର୍ବଦା ଧନ ବା ଆର୍ଥିକ ଅଭାବ ଲଗିରହୁଛି ତେବେ ମାଣବସା ମାସ ସରିବା ପୂର୍ବରୁ ଗୋଟେ ରୂପା ମୁଦ୍ରା ଆଣନ୍ତୁ ଏବଂ ଏହାକୁ ଗୁରୁବାର ଦିନ ମାତା ଲକ୍ଷ୍ମୀ ଙ୍କ ପାଖରେ ରଖି ପୂଜା କରନ୍ତୁ । ଏହାପରେ ଏହି ରୂପ ମୂଦ୍ରା ଟିକୁ ଗୋଟେ ନାଲି କପଡ଼ାରେ ଗୁଡ଼ାଇ ଆଲମାରୀ ଭିତରେ ରଖନ୍ତୁ । ଦେଖିବେ ଆପଣଙ୍କୁ ଧନର ଅଭାବ ହୋଇବ ନାହିଁ ।

ଶଙ୍ଖ:- ଯଦି ଆପଣଙ୍କ ପରିବାରରେ ସବୁବେଳେ କଳହ ଲାଗିରାହୁଛି ତେବେ ମାର୍ଗଶିର ମାସ ସରିବା ପୂର୍ବରୁ ଗୋଟେ ଦକ୍ଷିଣବର୍ତ୍ତି ଶଙ୍ଖ ଆଣି ପ୍ରତିଦିନ ସକାଳୁ ବଜାନ୍ତୁ ଏହା ଦ୍ବାରା ଘରେ ସମସ୍ତଙ୍କ ମନରେ ସକାରାତ୍ମକ ଊର୍ଯା ସୃଷ୍ଟି ହୋଇଥାଏ । ଏବଂ ଆପଣଙ୍କ ଘରେ ଦେଖା ଦେଉଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ । ତେବେ ବନ୍ଧୁଗଣ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *