ନମସ୍କାର ବନ୍ଧୁଗଣ । ଏହି ସମୟ ରେ ଯଦି ଆପଣ ଏହି ପୋଷ୍ଟ ଟି କୁ ପଢୁଛନ୍ତି, ତେବେ ଏହା କୌଣସି ସଂଯୋଗ ନୁହେଁ । ଏହାର ଏକ ଅର୍ଥ ଏହା ଅଟେ କି ଆଜିର ଏହି ବିଷ୍ୟ ରେ ଆପଣଙ୍କ ପାଇଆନ ମଧ୍ୟ କିଛି ବିଶେଷ ସନ୍ଦେଶ ରହିଅଛି । ଆପଣ ବହୁ ଦିନ ରୁ ବହୁ ସବୁ ବିଷୟ କୁ ଅନେକ ଚିନ୍ତା ରେ ରହିଥିଲେ । ବର୍ତ୍ତମାନ ଆପଣ ଙ୍କର ସେ ସମସ୍ତ ଚିନ୍ତା ଦୂର ହେବାକୁ ଯାଉଛି । ଆମେ ସମସ୍ତେ ପରମେଶ୍ଵର ପରମପିତା ଙ୍କର ସନ୍ତାନ ।
ଆମକୁ ଲାଗେ ସବୁ କିଛି ସମୟ ର ସହ ହିଁ ହୋଇଥାଏ । କିନ୍ତୁ ବାସ୍ତବରେ ସମୟ ଠାରୁ ଆରମ୍ଭ ହୋଇ ସବୁ କିଛି ଈଶ୍ଵର ଙ୍କର ଇଚ୍ଛା ରୁ ହୋଇଥାଏ । ଏପରି ରେ ଆଜି ଏହି ସନ୍ଦେଶ ଟିର ମାଧ୍ୟମରେ ଆମେ ଆପଣ ମାନଙ୍କ ପାଇଁ ଈଶ୍ଵର ଙ୍କର ବିଶେଷ ସନ୍ଦେଶ କୁ ନେଇ କରି ଆସିଛୁ ।
ସର୍ବ ପ୍ରଥମେ ଆପଣ ନିଜର ଆରାଧ୍ୟ ଙ୍କୁ ସ୍ମରଣ କରି ଉପରୋକ୍ତ ନମ୍ବର ମାନଙ୍କ ମଧ୍ୟରୁ କୌଣସି ଏକ ନମ୍ବର ଟିର ଚୟନ କରି ନିଅନ୍ତୁ । ତେବେ ଏଠାରେ ଯେଉଁ ମାନେ ମଧ୍ୟ ନମ୍ବର 1 ର ଚୟନ କରିଛନ୍ତି, ସେମାନଙ୍କ ପାଇଁ ୟେସ ର କାର୍ଡ ଆସି ଅଛି ।
ଏହାର ଅର୍ଥ ଆପଣଙ୍କ ମନରେ ଯାହାକୁ ନେଇ ଚିନ୍ତା ଲାଗି ରହିଥିଲା ବା ଯାହା ବିଷୟରେ ଆପଣ ଚିନ୍ତା କରୁଥିଲେ କି ଏପରି ହେବ କି ନାହିଁ । ବା ତାହା ଆପଣଙ୍କୁ ମିଳିବ ବା ନାହିଁ । ଏପରି କିଛି ଚିନ୍ତା କରୁଥିଲେ ଆପଣ ଜାଣି ରଖନ୍ତୁ କି, ଆସୁଥିବା ସମୟରେ ଆପଣ ଙ୍କର ସମସ୍ତ ଇଛା ପୂରଣ ହେବାକୁ ଯାଉଛି ।
ନମ୍ବର 2 କୁ ଚୟନ କରିଥିବା ବ୍ୟକ୍ତି ଆପଣ ମାନଙ୍କ ପାଇଁ ୟୁନିଭର୍ସ ଙ୍କ ତରଫ ରୁ ଏହା ସନ୍ଦେଶ ରହିଅଛି କି ଯଦି ଆପଣ କୌଣସି କାମ କୁ କରୁଥାନ୍ତି, ତେବେ ଆପଣ ତାହାକୁ ରୋକନ୍ତୁ ନାହିଁ । ବିନା ରହି ଆପଣ ସେହି କାମ କୁ କରି ଚାଲନ୍ତୁ । ଆପଣ ସେହି କମ ରେ ନିଶ୍ଚୟ ସଫଳତା ପ୍ରାପ୍ତ କରିବେ ।
ନମ୍ବର 3 କୁ ଚୟନ କରିଥିବା ବ୍ୟକ୍ତି ଆପଣ ଙ୍କ ପାଇଁ ୱେଟ ବା ପ୍ରତିକ୍ଷା ର କାର୍ଡ ରହିଅଛି । ଆପଣ ନିଜ ଗତିରେ ଟିକେ କିଛି ସମୟ ର ପାଇଁ ବ୍ରେକ ଲଗାଇ ଦିଅନ୍ତୁ । କୌଣସି କିଛି କାମ କରିବା ପୂର୍ବରୁ ଆପଣ ଭାବି ଚିନ୍ତି କରନ୍ତୁ । ନମ୍ବର 4 କୁ ଚୟନ କରିଥିବା ବ୍ୟକ୍ତି ଆପଣ ମାନଙ୍କ ପାଇଁ ଏହି ସମୟ ଟି ଜୀବନ ର ଅତ୍ୟନ୍ତ ହିଁ ସୁନ୍ଦର ସମୟ ହୋଇପାରେ ।
ଏହି ସମୟରେ କରିଥିବା ବା କରିବାକୁ ଥିବା ପ୍ରତ୍ଯେକ କାର୍ଯ୍ୟ ଆପଣଙ୍କୁ ଅନେକ ମାତ୍ରାରେ ସଫଳତା ଦେବାରେ ସହାୟକ ହେବ । ନମ୍ବର 5 କୁ ଚୟନ କରିଥିବା ବ୍ୟକ୍ତି ଆପଣ ମାନଙ୍କୁ ଖୁବ ଶୀଘ୍ର ସମସ୍ତ ସମସ୍ଯା ର ସମାଧାନ ମିଳିଯିବ । ଏଣୁ ଆପଣ ଅଧିକ ବ୍ୟସ୍ତ ହୁଅନ୍ତୁ ନାହିଁ । ତେବେ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ ଆପଣ ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ