ମୁଁ ପର୍ବତ ଠାରୁ ବଡ କିନ୍ତୁ ଗଛ ଠାରୁ ଛୋଟ । ମୁଁ କିଏ ? ଏହା ସହ ଆହୁରି 10+Interesting GK

ବନ୍ଧୁଗଣ ଆଜିର ସମୟରେ ଧୀରେ ଧୀରେ ଟେକ୍ନୋଲୋଜି ର ସହ ପିଲା ମାନେ ସାଧାରଣ ଜ୍ଞାନ କୁ ଭୁଲ ଯାଉଛନ୍ତି । ଏହାର ମୁଖ୍ୟ କାରଣ ମଧ୍ୟ କେଉଁଠି ନା କେଉଁଠି ମୋବାଇଲ ବୋଲି ମଧ୍ୟ ରହୁଛି । କିନ୍ତୁ ଆଜି କଳାଇ ପ୍ରତ୍ଯେକ ସ୍ଥାନ ରେ ଯେପରି କି ସ୍କୁଲ କଲେଜ ଇନ୍ଟାରଭିଉ ଓ ସରକାରୀ ପରୀକ୍ଷା ମାନଙ୍କ ରେ ମଧ୍ୟ ସାଧାରଣଜ୍ଞାନ ପ୍ରଶ୍ନୋତ୍ତର ମାନ ପଚରା ଯାଉଛି। ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ କିଛି ଜିକେ ପ୍ରଶ୍ନୋତ୍ତର ମାନଯାହା ଆପଣ ଙ୍କର ପରୀକ୍ଷା ର ସମୟ ରେ ସହାୟକ ହେବ ।

1- ମହାତ୍ମା ଗାନ୍ଧୀ କେଉଁ ମସିହା ରେ ଜନ୍ମ ଗ୍ରହ କରିଥିଲେ ?

ଉ: ୧୮୬୯ ମସିହା ରେ ମହାତ୍ମା ଗାନ୍ଧୀ ଜନ୍ମ ଗ୍ରହଣ କରିଥିଲେ ।

୨-  ହାତୀର ପରମାୟୁ କେତେ ବର୍ଷ ?

ଉ: ହାତର ପରମାୟୁ ୧୦୦ ବର୍ଷ ହୋଇଥାଏ ।

3- ପୃଥିବୀ ର ଚିନୀ ପାତ୍ର କାହାକୁ କୁହାଯାଏ ?

ଉ: କ୍ୟୁବା କୁ ପୃଥିବୀ ର ଚିନୀ ପାତ୍ର ବୋଲି କୁହାଯାଏ ।

4- ପାକିସ୍ତାନ ର “କରାଚୀ” ସହର କେଉଁ ନଦୀ କୂଳରେ ଅବସ୍ଥିତ ?

ଉ: ସିନ୍ଧୁ ନଦୀ କୂଳରେ ପାକିସ୍ତାନ ର “କରାଚୀ” ସହର ଅବସ୍ଥିତ ।

5- ମମତା ବାନାର୍ଜୀ ଙ୍କ ତୃଣମୂଳ କଂଗ୍ରେସ ଦଳର ଚିହ୍ନ କଣ ?

ଉ: ଫୁଲ ଓ ଘାସ ମମତା ବାନାର୍ଜୀ ଙ୍କ ତୃଣମୂଳ କଂଗ୍ରେସ ଦଳର ଚିହ୍ନ ଅଟେ ।

6- ସୁପ୍ରିମ କୋଟ ବିଚାର ପତିଙ୍କ ସର୍ବୋଚ୍ଚ ବୟସ ସୀମା କେତେ ?

ଉ: ସୁପ୍ରିମ କୋଟ ବିଚାର ପତିଙ୍କ ସର୍ବୋଚ୍ଚ ବୟସ ସୀମା 65 ବର୍ଷ ଅଟେ ।

7- ଉଇମ୍ବେଲଡନ ଟ୍ରଫି କେଉଁ ଖେଳ ସହିତ ସମ୍ବନ୍ଧିତ ?

ଉ: ବ୍ୟାଡମିଣ୍ଟନ ଖେଳ ସହ ଉଇମ୍ବେଲଡନ ଟ୍ରଫି ସମ୍ବନ୍ଧିତ ଅଟେ ।

8- ମୁମ୍ବାଇ ସହର କେଉଁ ସମୁଦ୍ରକୁଳ ରେ ଅବସ୍ଥିତ ?

ଉ: ଆରବ ସାଗର କୂଳରେ ମୁମ୍ବାଇ ସହର ଅବସ୍ଥିତ ।

9- ପ୍ରସିଦ୍ଧ ପୁସ୍ତକ ମୁଦ୍ରାରାକ୍ଷସ ର ଲେଖକ କିଏ ?

ଉ: ବିଶାଖା ଦତ୍ତ ହେଉଛନ୍ତି ମୁଦ୍ରାରାକ୍ଷସ ପୁସ୍ତକ ର ଲେଖକ ।

10-  ଭାରତ ର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ କିଏ ?

ଉ: ସୁଚେତା କୃପାଳିନୀ ହେଉଛନ୍ତି ଭାରତ ର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ।

11- 1352 ପାହାଚ କେଉଁ ଦେବପୀଠ ସହିତ ସମ୍ପୃକ୍ତ ?

ଉ: କପିଳାସ ମନ୍ଦିର ରେ 1352 ପାହାଚ ରହିଛି ।

12- ମହାଭାରତ କଥା ଅନୁସାରେ ଅର୍ଜୁନ ଙ୍କୁ ଅକ୍ଷୟ ତୃଣି ର କିଏ ଦେଇଥିଲେ ?

ଉ: ଭଗବାନ ଶିବ ଅର୍ଜୁନ ଙ୍କୁ ଅକ୍ଷୟ ତୃଣିର ଦେଇଥିଲେ ।

13- ବିଶ୍ଵ ପ୍ରସିଦ୍ଧ ପବିତ୍ର ସ୍ଥାନ ‘ଅଲମ୍ଫସ’ ଓ ‘ଆଥୋସ’ କେଉଁ ଦେଶ ରେ ଅବସ୍ଥିତ ?

ଉ:  ଗ୍ରୀସ ଦେଶ ରେ ବିଶ୍ଵ ପ୍ରସିଦ୍ଧ ପବିତ୍ର ସ୍ଥାନ ‘ଅଲମ୍ଫସ’ ଓ ‘ଆଥୋସ’ ଅବସ୍ଥିତ ।

14- ମୁଁ ପର୍ବତ ଠାରୁ ବଡ କିନ୍ତୁ ଗଛ ଠାରୁ ଛୋଟ । ମୁଁ କିଏ ?

ଉ: ମୁଁ ହେଉଛି ଘାସ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *