କେବଳ 30 ମିନିଟରେ ଘରୁ ସଫା ହୋଇଯିବେ ସବୁ ମୂଷା, ଦେଖନ୍ତୁ ମୂଷା ମାରିବାର ସବୁଠୁ ସହଜ ଏବଂ ଚମତ୍କାରୀ ଘରୋଇ ଉପାୟ

ବନ୍ଧୁଗଣ ବସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ଘରେ ବହୁଳ ମାତ୍ରା ରେ ମୂଷା ଦେଖିବାକୁ ମିଳେ ସେହି ଘରେ ନକରାତ୍ମକ ଶକ୍ତି ବୃଦ୍ଧି ପାଇବାରେ ଲାଗେ । ଏପରି ରେ ମୂଷା କୁ ଭଗବାନ ଶ୍ରୀ ଗଣେଶ ଙ୍କର ବାହନ ବୋଲି ମଧ୍ୟ କୁହାଯାଇଥାଏ । ତେଣୁ ମୂଷା ମାନଙ୍କୁ ବିଷ ଦେଇ ବା କୌଣସି ଜନ୍ତା ର ସହାୟତା ରେ ଧରି ମାରିବା ଉଚିତ ହୋଇ ନଥାଏ । କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି କି କେବଳ ଶାସ୍ତ୍ର ହିଁ ନୁହେଁ ଅପିତୁ ବିଜ୍ଞାନ ଅନୁସାରେ ମଧ୍ୟ ଘରେ ମୂଷା ରହିବା ଉଚିତ ନୁହେଁ ।

କାରଣ ଏହା ଘରେ ରହି ଅନେକ ପ୍ରକାରର ରୋଗ ବ୍ୟାଧି ସୃଷ୍ଟିର କାରକ ହୋଇଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଉପାୟ ବିଷୟ ରେ ନେଇ କରି ଆସିଛୁ, ଯାହାକୁ ପ୍ରୟୋଗ କରି ଆପଣ ମୂଷା ମାନଙ୍କ କବଳ ରୁ ରକ୍ଷା ପାଇ ପାରିବେ । ବନ୍ଧୁଗଣ ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କିଛି ବିସ୍କୁଟ ର ଆବଶ୍ୟକ ପଡିବ ।

ଆପଣ ପ୍ରଥମେ 2 ଟି ବିସ୍କୁଟ କୁ ନେଇ ତାହାକୁ ଭଲ ଭାବରେ ଗୁଣ୍ଡ କରି ନିଅନ୍ତୁ । ଏହା ପରେ ଆପଣ ଏଥିରେ ଦୁଇ ଚାମଚ ବ୍ରେକିଙ୍ଗ ସୋଢା ଦିଅନ୍ତୁ । ବର୍ତ୍ତମାନ ଆପଣ ଏଥିରେ ଭିକ୍ସ ଭ୍ୟାପୋରବ ବା ଅମୃତାଞ୍ଜନ ଅଥବା ମେନଥୋପ୍ଲସ ରୁ ଏକ ଚାମଚ ଦେଇ ଏହାର ଏକ ଗୋଳା ପ୍ରସ୍ତୁତ କରି ନିଅନ୍ତୁ । ବର୍ତ୍ତମାନ ଆପଣ ଙ୍କର ଏହି ରାମବାଣ ଉପାୟ ଟି ବନି ପ୍ରସ୍ତୁତ ହୋଇ ଯାଇଛି ।

ଏହାକୁ ଆପଣ ଛୋଟ ଛୋଟ ଗୋଳା ରେ ପରିଣତ କରି ମୂଷା ମାନଙ୍କର ଯିବା ଆସିବା ସ୍ଥାନରେ ରଖି ଆସନ୍ତୁ । ମୂଷା ମାନେ ଏହାକୁ ଖାଇବା ଦ୍ଵାରା ସେମାନଙ୍କର ଛାତିରେ ଜ୍ଵଳା ପୋଡା ହେବା ଆରମ୍ଭ ହେବ । ଯାହା କାରଣ ରୁ ସେମାନେ ପାଣି ଖୋଜିବେ । କିନ୍ତୁ ଆପଣ ପୂର୍ବରୁ ହିଁ ସମସ୍ତ ପାଣି ପାତ୍ର ମାନଙ୍କୁ ଭଲ ଭାବରେ ଘୋଡାଇ ରଖି ଦେବେ ଏହା ସହ ଗହର ର କବାଟ ମଧ୍ୟ ଖୋଲା ରଖିଥିବେ । ସେମାନେ ପାଣି ଖୋଜି ଖୋଜି ଘରୁ ବାହାରକୁ ଚାଲିଯିବେ।

ଏହା ପରେ ସେମାନେ ଦ୍ଵିତୀୟ ଥର ସେହି ଘରକୁ କଦାପି ଫେରି ଆସିବେ ନାହିଁ । ବନ୍ଧୁଗଣ ଏହ ଆଏକ ବହୁ ପୁରାତନ ଲାଭ ଦାୟୀ ଉପାୟ ଅଟେ । ଅନେକ ଲୋକ ଏହି ଉପାୟ ଟି କୁ କଇର ଅନେକ ଲାଭନ୍ଵିତ ମଧ୍ୟ ହୋଇଛନ୍ତି । ତେନେଉ ଆପଣ ମଧ୍ୟ ଏହି ଉପାୟ ଟି କୁ ଥରେ କରି ନିଶ୍ଚୟ ଦେଖନ୍ତୁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ ଆପଣ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର ଅକରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *