ନବରାତ୍ରିରେ ଘରୁ ବାହାର କରିଦିଅନ୍ତୁ ଏହି 5ଟି ଜିନିଷ, ନଚେତ ମାତାରାଣୀ ଛାଡିଦେବେ ଆପଣଙ୍କ ଘର

ନମସ୍କାର ବନ୍ଧୁଗଣ ତେବେ ଆଗକୁ ଆସୁଛି ରାମନବମୀ ଏବଂ ଏହାକୁ ଖୁବ ଧୂମ ଧାମ ରେ ଏବଂ ମାତାଙ୍କ ଆଗମନ କୁ ଖୁବ ସୁନ୍ଦର କରିବା ପାଇଁ ଏବଂ ଘରେ ସୁଖ ଶାନ୍ତି ସମୃଦ୍ଧି ର ସ୍ଥାପନା ପାଇଁ ସମସ୍ତେ ନିଜ ଘରକୁ ସଫା ସୂତରା କରିବା ପାଇଁ ପ୍ରୟାସ କରିଥାନ୍ତି । ରାମନବମୀ ପାଳନ କରିବା ପାଇଁ ଆପଣମାନେ ନିଜ ଘରକୁ ନିଶ୍ଚିନ୍ତ ଭାବେ ସଫା ସୁତାର କରି ସାରିଥିବେ । ଶାସ୍ତ୍ର ଅନୁସାରେ ସଫା ସୁତରା ଘରେ ହିଁ ମାତା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ଏହା ଛଡା ରାମନବମୀ ଆରମ୍ଭ ହେବ ପୂର୍ବରୁ ଆପଣମାନେ ନିଜ ଘରକୁ ସଫା ସୂତରା କରିଥାନ୍ତି ତେବେ ଆପଣକୁ ବିଶେଷ ଧନ ପ୍ରାପ୍ତିର ଯୋଗ ରହିଥାଏ ।

ତେଣୁ ଆପଣଙ୍କୁ ଘର ସଫା କରିବା ସମୟରେ କିଛି କଥାର ବିଶେଷ ଧ୍ୟାନ ରଖିବା ଉଚିତ । ଏହା ଦ୍ଵାରା ଘରୁ ନକାରାତ୍ମକ ଶକ୍ତି ଦୂରେଇ ଯିବା ସହିତ ଆପଣଙ୍କ ଜୀବନ ଆନନ୍ଦରେ ବ୍ୟତୀତ ହେବ ।
ତେଣୁ ସଫା କରିବା ସମୟରେ ଘରୁ ଏହି କିଛି ଜିନିଷକୁ ବାହାର କରି ଦିଅନ୍ତୁ । ଏହା ଦ୍ଵାରା ଆପଣ ଉପରେ ମାତା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ପଡ଼ିବା ସହିତ ସକାରାତ୍ମକ ଶକ୍ତିର ପ୍ରଭାବ ମଧ୍ୟ ପଡ଼ିବ ।

ରାମନବମୀ ଯଦି ଘର ସଫା କରିବା ସମୟରେ ଆପଣଙ୍କ ଘରେ ଯଦି ଭାଙ୍ଗି ଯାଇଥିବା କାଚ ଦେଖିବାକୁ ପାଇ ଥାଆନ୍ତି ତେବେ ତୁରନ୍ତ ଏହାକୁ ଘରୁ ବାହାର କରି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କର ମାନସିକ ଦୁଶ୍ଚିନ୍ତା ବଢ଼ି ଯାଇଥାଏ । ଆପଣ କୌଣସି ଶୁଭ କାର୍ଯ୍ୟରେ ସଫଳ ହୋଇନଥାନ୍ତି । ସାଧାରଣତଃ ଆପଣମାନେ ଖରାପ ଘଣ୍ଟାକୁ ଘରେ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ପରିବାରର ସଦସ୍ୟମାନେ କେବେ ହେଲେ ସଫଳ ହୋଇ ପାରନ୍ତି ନାହିଁ । ଯାହା ଦ୍ଵାରା ଘରର ପରିବେଶ ଖରାପ ହୋଇଥାଏ । ତେବେ ଆସନ୍ତୁ ଜାଣିନେବା ସେହି ଜିନିଷ ବିଷୟ ରେ ।

୧ ପ୍ରଥମେ ଆପଣ ଏହି ନବରାତ୍ରି ରେ ନିଜର ରୋଷେଇ ଘରକୁ ସଫା ରଖନ୍ତୁ । କାରଣ ଖରାପ ଅବସ୍ଥାରେ ଯଦି ରୋଷେଇ ଘର ରୁହେ ତେବେ ଏହାର ପ୍ରଭାବ ନକରାତ୍ମକ ହୋଇଥାଏ । ତେଣୁ ଯଦି ରୋଷେଇ ଘରେ ଆପଣଙ୍କ ର ଖରାପ ଆଚାର କିମ୍ବା ଖରାପ ହୋଇଯାଇଥିବା କିଛି ବି ଜିନିଷ କୁ ଫୋପାଡ଼ି ଦିଅନ୍ତୁ ଏବଂ ଶୁଦ୍ଧ ଏବଂ ସଫା ରଖନ୍ତୁ ।

୨ ଦ୍ଵିତୀୟ ରେ ଯଦି ଆପଣଙ୍କ ଘରେ କୌଣସି କବାଟ ବହୁତ ଆବାଜ କରେ ତେବେ ତାକୁ ତୁରନ୍ତ ଠିକ କରନ୍ତୁ ନଚେତ ତାକୁ ବଦଳେଇ ଦିଅନ୍ତୁ । କାରଣ କବାଟ ଖୋଲିବା ବନ୍ଦ କରିବା ବେଳେ ଯଦି ଶବ୍ଦ ଆସେ ତେବେ ଏହା ସମ୍ପୂର୍ଣ୍ଣ ଭାବରେ ଅଶୁଭ ହୋଇଥାଏ ତେଣୁ କବାଟ ଗୁଡିକ କୁ ଠିକ କରିଦେବା ଉଚିତ ଅଟେ ।

୩ ତୃତୀୟ ରେ ଘରେ ଯଦି କିଛି ଭଙ୍ଗା ଫଟୋ ରହିଛି ତେବେ ଏହା ଦ୍ଵାରା ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ଏହା ଦ୍ଵାରା ନକାରାତ୍ମକ ପ୍ରଭାବ ବୃଦ୍ଧି ପାଇଥାଏ । ତେଣୁ ଭଙ୍ଗା ଫଟୋ ଆଦି ଆପଣ ଘରୁ ବାହାର କରି ଦିଅନ୍ତୁ । ଯଦି ଆପଣ ଠାକୁରଙ୍କ ଘରେ ପୁରୁଣା ମାଟି ଦୀପ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଏହା ସଂପୂର୍ଣ୍ଣ ଭୁଲ ଅଟେ ।

୪ ଚତୁର୍ଥ ରେ ହେଉଛି ଯଦି ଆପଣଙ୍କ ଘରେ ବନ୍ଦ ହୋଇ ଯାଇଥିବା ଘଂଟା ରହିଛି ତେବେ ତାକୁ ତୁରନ୍ତ ବଦଳେଇ ଦିଅନ୍ତୁ ନଚେତ ତାକୁ ଠିକ କରି ଦିଅନ୍ତୁ କାରଣ ବନ୍ଦ ଘଂଟା ଘରେ ନକରାତ୍ମକ ପ୍ରଭାବ ପକାଇଥାଏ ଏବଂ ଘରର ସୁଖ ଶାନ୍ତି କୁ ଭଂଗ ମଧ୍ୟ କରିଥାଏ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *