Gk Questions & Answers- ଗୋଟିଏ ନଦୀର ନାମ, ଗୋଟିଏ ହିରୋଇନର ନାମ, ଗୋଟିଏ ଫିଲ୍ମ ର ନାମ, ଗୋଟିଏ ଫୁଲର ନାମ, କୁହନ୍ତୁ ତାହା କଣ ?

ବନ୍ଧୁଗଣ ଏହି କଥା ସମସ୍ତେ ଜାଣିଛନ୍ତି ଯେ ୟୁପିଏସୀ ପରୀକ୍ଷା ପାସ କରିବା ବହୁତ କଷ୍ଟକର କାମ ହୋଇ ଥାଏ, ଏତେ କଷ୍ଟକର ହେଲେ ମଧ୍ୟ ଲୋକ ଏହି ପରୀକ୍ଷା ଦେଇ ଥାନ୍ତି । ପରୀକ୍ଷା ଏତେ କଷ୍ଟ ହୋଇ ଥାଏ ଯେ ବହୁତ କମ ପିଲା ଏହି ପରିକ୍ଷାକୁ ପାସ କରି ପାରି ଥାନ୍ତି, ଏହା ଛଡା ୟୁପିଏସୀ ପରୀକ୍ଷା ବିଷୟରେ ଏହା ମଧ୍ୟ କୁହା ଯାଏ ଯେ ଏହି ପରୀକ୍ଷା ତିନୋଟି ଚରଣ ରେ ହୋଇ ଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ଚତୁର ପ୍ରଶ୍ନ ଉତ୍ତର ନେଇ ଆସିଛୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

୧:- ବିଶ୍ଵରେ ଏମିତି କେଉଁ ଦେଶ ଅଛି ଯେଉଁଠି କପଡାରେ ନ୍ୟୁଜ ପେପର ଛପାଯାଇଥାଏ ?

ଉତ୍ତର:- ସ୍ପେନ

୨:- ସେ କେଉଁ ମଣିଷ ହୋଇଥାଏ ଯାହାର କେଉଁଠି ଟିକେଟ ଲାଗି ନଥାଏ ?

ଉତ୍ତର:- ଛୋଟଛୁଆ

୩:- ଯେତେବେଳେ ଗୋଟିଏ ଝିଅ ନଇଁ କି ମୁଣ୍ଡିଆ ମାରେ ତେବେ ତାର କଣ ଦେଖାଯାଏ ?

ଉତ୍ତର:- ସଂସ୍କାର

୪:- ଆମ ରାଷ୍ଟ୍ରୀୟ ସଙ୍ଗୀତ ସବୁଠାରୁ ପ୍ରଥମେ କେଉଁ ମସିହାରେ ଗାୟନ କରାଯାଇଥିଲା ?

ଉତ୍ତର:- ୧୯୧୧

୫:- ଦୁନିଆରେ ସବୁଠାରୁ ଅଧିକ ଦୌଡୁଥିବା ପଶୁର ନାମ କଣ ଅଟେ ?

ଉତ୍ତର:- ଚିତା ବାଘ

୬:- ଏମିତି କେଉଁ ଜିନିଷ ଅଛି ଯାହା ଆମେ ପାଣିରେ ପକାଇବା ଫଳରେ ଏହା ଜଳିଥାଏ ?

ଉତ୍ତର:- ସୋଡିଅମ

୭:- ଭାରତରେ କେଉଁ ଜାଗାରେ ସବୁଠାରୁ ବଡ ପାଗଳ ଖାନା ଅଛି ?

ଉତ୍ତର:- ଆଗ୍ରା

୮:- ଦାଦା ସାହେବ ଫାଳକେ ପୁରସ୍କାର କେଉଁଥି ପାଇଁ ଦିଆ ଯାଇଥାଏ ?

ଉତ୍ତର:- ଚଳଚ୍ଚିତ୍ର କ୍ଷେତ୍ର

୯:- ଭାରତର ସବୁଠୁ ପୁରୁଣା ଥିବା ବିଶ୍ଵବିଦ୍ୟାଳୟର ନାମ କଣ ଅଟେ ?

ଉତ୍ତର:- ନାଳନ୍ଦା ବିଶ୍ଵବିଦ୍ୟାଳୟ

୧୦:- ତେଲେଙ୍ଗାନା ଦିବସ କେଉଁ ସମୟରେ ପାଳନ କରାଯାଇ ଥିଲା ?

ଉତ୍ତର:- ୨ ଜୁନ

୧୧:- ମହାଭାରତର ରଚୟିତା କରିଥିବା ଲୋକର ନାମ କଣ ଅଟେ ?

ଉତ୍ତର:- ବେଦବ୍ୟାସ

୧୨:- କେଉଁ ଫଳ ସହିତ ଜାଫା, ଚାଇନା, ନାଗପୁର ଏବଂ ବେଲେଂଶିଆର ସମ୍ବନ୍ଧ ରହିଛି ?

ଉତ୍ତର:- କମଳା

୧୩:- କେଉଁ ରାସାଯନିକ ତତ୍ତ୍ଵକୁ ପରିୟଦିକ ଟେବୁଲରେ କେବଳ ଗୋଟିଏ ଅକ୍ଷର ଦ୍ଵାରା ଦର୍ଶାଯାଇଛି ?

ଉତ୍ତର:- ପୋଟାସିୟମ

୧୪:- ସବୁ ଖାଲି ଥିବା ଜାଗାରେ କେବଳ ଗୋଟିଏ ଉତ୍ତର-
ଗୋଟିଏ ନଦୀର ନାମ ।
ଗୋଟିଏ ହିରୋଇନର ନାମ ।
ଗୋଟିଏ ଚଳଚ୍ଚିତ୍ର ନାମ ।
ଗୋଟିଏ ଫୁଲର ନାମ ।

ଉତ୍ତର:- ମନ୍ଦାକିନୀ

ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ । ଏବଂ ଆପଣଙ୍କ ଉତ୍ତର କମେଣ୍ଟ ରେ ଲେଖନ୍ତୁ ।

Leave a Reply

Your email address will not be published. Required fields are marked *