ଯଦି ଆପଣଙ୍କ ନାମ P, S, B, M, N ଏହି ଅକ୍ଷରରୁ ଆରମ୍ଭ ହେଉଛି ତେବେ ନିଶ୍ଚୟ ଦେଖନ୍ତୁ…

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ରରେ ପ୍ରତେକ ବ୍ୟକ୍ତିର ନାମର ପ୍ରଥମ ଅକ୍ଷରର ବହୁତ ମହତ୍ତ୍ଵ କୁହାଯାଇଛି । ଯେମିତି ଆମେ ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ, ଚରିତ୍ର ଏବଂ ଭବିଷ୍ୟତ ବିଷୟରେ ଜଣିଥାଉ ସେହିପରି ନାମର ପ୍ରଥମ ଅକ୍ଷରରୁ ଆମେ କୌଣସି ବ୍ୟକ୍ତିର ସ୍ଵଭାବ ଚିନ୍ତାଧାରା ବ୍ୟକ୍ତିତ୍ଵ ଆଦି ଜାଣିପାରିବା । ଆଜି ଆମେ କିଛି ନାମର ବ୍ୟକ୍ତି ମାନଙ୍କ ବିଷୟରେ କିଛି ଖାସ କଥା ଜାଣିବା । ତେବେ ଚାଲନ୍ତୁ ଜାଣିବା ।

B ନାମର ବ୍ୟକ୍ତି:- ଏହି ନାମର ବ୍ୟକ୍ତି ବହୁତ ସାହସୀ ହୋଇଥାନ୍ତି । ଏମାନଙ୍କୁ ସାମାନ୍ୟ ରହିବା ଓ ସାମାନ୍ୟ ରହୁଥିବା ଲୋକମାନେ ପସନ୍ଦ ନୁହନ୍ତି । ଏମାନେ ଭିଡ଼ରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଥାନ୍ତି । ଏମାନେ ବହୁତ ପରିଶ୍ରମୀ ହୋଇଥାଆନ୍ତି । ଏମାନେ ବେଶି ସାଙ୍ଗ ସାଥି ବନାନ୍ତି ନାହିଁ କିନ୍ତୁ ଯାହାକୁ ସାଙ୍ଗ ବନାଇଥାନ୍ତି ତା ପାଇଁ ନିଜ ଜୀବନ ମଧ୍ୟ ଦେଇପାରନ୍ତି ।

P ନାମର ବ୍ୟକ୍ତି:- ଏହି ନାମର ବ୍ୟକ୍ତି ସବୁବେଳେ ସମସ୍ୟାରେ ଫସିଥାନ୍ତି । ଏମାନେ ବହୁତ ଅଧିକ ଭାବିବା ବ୍ୟକ୍ତି ହୋଇଥାନ୍ତି । ଏମାନେ ନିଜର ସବୁ କାମକୁ ପୁରା ସଠିକ ଭାବରେ କରିବା ପସନ୍ଦ କରିଥାନ୍ତି । ନିଜ ପରିବାରର ସବୁ ଆବଶ୍ୟକତା କୁ ପୂରଣ କରିବା ପାଇଁ ଏମାନେ ସବୁବେଳେ ଚେଷ୍ଟା କରିଥାନ୍ତି । ଏହି ବ୍ୟକ୍ତି ମାନେ ଶୀଘ୍ର ରାଗି ଯାଇଥାନ୍ତି । କିନ୍ତୁ ଏମାନଙ୍କ ରାଗ ଅଧିକ ସମୟ ପର୍ଯ୍ୟନ୍ତ ରୁହେ ନାହିଁ ।

S ନାମର ବ୍ୟକ୍ତି:- ଏହି ନାମର ବ୍ୟକ୍ତି ସ୍ୱଭାବରୁ ଅଧିକ ପରିଶ୍ରମୀ ହୋଇଥାନ୍ତି । ଏମାନେ କଥା ଏତେ ସୁନ୍ଦର କହିଥାନ୍ତି କୁ ସାମ୍ନା ବାଲା ଏମାନଙ୍କ କଥାରୁ ହିଁ ଆକର୍ଷିତ ହୋଇଯାଇଥାଏ । ଏମାନେ ମନରୁ ଖରାପ ହୋଇନଥାନ୍ତି କିନ୍ତୁ ଏମାନଙ୍କୁ ଏମାନଙ୍କ ଜିନିଷ କାହା ସହ ସେୟାର କରିବା ପସନ୍ଦ ହୋଇନଥାଏ । ପ୍ରେମ ସମ୍ପର୍କରେ ଏମାନେ ବହୁତ ଲାଜୁଆ ହୋଇଥାନ୍ତି ।

M ନାମର ବ୍ୟକ୍ତି:- ଏହି ନାମର ବ୍ୟକ୍ତି ସ୍ୱଭାବରେ ବହୁତ ଭଲ ହୋଇଥାନ୍ତି । ଏମାନେ ସବୁ କଥା ନିଜ ମନରେ ଦବେଇ ରଖିଥାନ୍ତି । ଏମାନେ କେବେ କାହାକୁ କଷ୍ଟ ଦିଅନ୍ତି ନାହିଁ । ଏମାନେ କେଉଁ ବି ଭୁଲ କାମକୁ ସହି ପାରନ୍ତି ନାହିଁ । ଏମାନେ ନିଜ ପରିବାର ଲୋକଙ୍କୁ ବହୁତ ଭଲ ପାଇଥାନ୍ତି । ଏମାନେ ଅଧିକ ଖର୍ଚ୍ଚ କରିଥାନ୍ତି । ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ଯାହା ଦ୍ଵାରା ଏମାନଙ୍କ ଆଡକୁ ସମସ୍ତେ ଆକର୍ଷିତ ହୋଇଥାନ୍ତି ।

N ନାମର ବ୍ୟକ୍ତି:- ଏହି ନାମର ବ୍ୟକ୍ତି ବହୁତ ଖୋଲା ହୃଦୟର ହୋଇଥାନ୍ତି । ଏମାନେ ବହୁତ ସରଳ ହୋଇଥାନ୍ତି । ଏମାନେ ସବୁବେଳେ ଅନ୍ୟକୁ ସାହାଯ୍ୟ କରିଥାନ୍ତି । ଏହି ବ୍ୟକ୍ତି ମାନେ ବହୁତ ପରିଶ୍ରମୀ ଅଟନ୍ତି । ଏମାନେ ନିଜ ଜୀବନରେ ବହୁତ ଆଗକୁ ଯାଇଥାନ୍ତି । ଏମାନେ ନିଜର ପରିବାର ଲୋକଙ୍କୁ ବହୁତ ଭଲ ପାଇଥାନ୍ତି । ତେବେ ବନ୍ଧୁଗଣ ଆପଣଙ୍କ ନାମର ପ୍ରଥମ ଅକ୍ଷର କଣ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *